ତୁଳସୀ ଗଛ ପାଖରେ ଲଗାନ୍ତୁ ଏହି ଗଛ ଘରେ ହେବ ଧନର ବର୍ଷା ।

tulashi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶାସ୍ତ୍ର ରେ ତୁଳସୀ ଗଛ କୁ ବହୁତ ମହତ୍ୱ ଦିଆ ଜାଇଛି ସେହି ପରି କ୍ଷେତ୍ର ରେ ଭାରତ ରେ ପାଖା ପାଖି ସବୁ ଘରେ ଆପଣ ମାନେ ଏହି ତୁଳସୀ ଗଛ କୁ ପୂଜା ପାଉ ଥିବାର ଦେଖି ଥିବେ ହିନ୍ଧୁ ଧର୍ମ ରେ ଏହି ତୁଳସୀ କୁ ଦେବୀ ବୃନ୍ଧା ବତୀ ନାମରେ ନାମିତ କରା ଜାଇଛି । ଏହା ଭଗବାନ ବିଷ୍ଣ ଙ୍କ ଅଂଶ ବୋଲି କୁହାଯାଏ। ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ଏହି ତୁଳସୀ ଗଛ ବିଷୟ ରେ କିଛି ଏମିତି ଉପାୟ ବିଷୟ ରେ କହିବା ପାଇଁ ଯାଉଛୁ ଜାହାକୁ ଆପଣ ମାନେ କରିବା ଦ୍ୱାରା ଆପଣ ମାନଙ୍କ ଘରେ ସୁଖ ଏବଂ ଶାନ୍ତି ରହିବା ସହିତ ଧନ ର କେବେ ବି ଆପଣ ମାନଙ୍କ ପାଖରେ କମି ଦେଖା ଯିବ ନାହିଁ । ତେବେ ଆସନ୍ତୁ ଜାଣି ନେବା ସେହି ଖାସ୍ ଚମତ୍କାରୀ ଉପାୟ ବିଷୟ ରେ ।tulasi

ବନ୍ଧୁଗଣ ଏହି ତୁଳସୀ ଗଛ ରେ ବହୁତ ଔଷଧୀୟ ଗୁଣ ଲୁଚି ରହିଛି । ପ୍ରତ୍ୟେକ ଦିନ ଖାଲି ପେଟ ରେ ପାଞ୍ଚ ଟି ପତ୍ର କୁ ଖାଇବା ଦ୍ୱାରା ଆପଣ ମାନଙ୍କ ଦେହ ରେ ଶ୍ୱାସ ବା ରକ୍ତ ଅପରିସ୍କାର ଭଲି ସମସ୍ୟା ଦେଖିବା ପାଇଁ ମିଳେ ନାହିଁ । ସାଧାରଣ ଭାବେ ଏହି ତୁଳସୀ ଗଛ ଘର କୁ ସୁଖ ସମୃଦ୍ଧି ଆଣେ ଆଉ ଘରେ ତୁଳସୀ ସହିତ କଦଳୀ ଗଛ କୁ ଲଗାଇବା ଦ୍ୱାରା ଆପଣ ମାନଙ୍କ ଘରେ ସୁଖ ସମୃଦ୍ଧି ବହୁତ ପରିମାଣ ରେ ଦେଖିବା ପାଇଁ ମିଳେ । ଆପଣ ମାନଙ୍କ ଉପରେ ସବୁ ସମୟ ରେ ଭଗବାନ ବିଷ୍ଣ ଙ୍କ କୃପା ରହିଥାଏ ।

ସେମିତି ରେ ଆପଣ ମାନଙ୍କ ଘରେ ଯଦି କଦଳୀ ଗଛ ରହିଛି ତେବେ ଏହାକୁ ସବୁ ସମୟ ରେ ଇସାଣ କୋଣ ରେ ଲଗାନ୍ତୁ । ଏହା ଦ୍ୱାରା ଘରେ ଧନ ର ବର୍ଷା ହୁଏ ଏବଂ ସ୍ୱାସ୍ଥ ମଧ୍ୟ ଠିକ୍ ରହେ । ଯଦି ଏହି ଗଛ ର ଦିଗ ସଠିକ୍ ନ ଥିବ ତେବେ ସେମିତି ବେଳେ ଆପଣ ମାନଙ୍କ ଘରେ ସବୁ ସମୟ ରେ କଳି ତଥା ସବୁ ସମୟ ଧନ ର କ୍ଷେତି ହେବାର ଆପଣ ମାନେ ଦେଖି ଥାନ୍ତି । ସେମିତି ରେ କଦଳୀ ସହିତ ତୁଳସୀ ଗଛ ପାଖାପାଖୀ ଲଗାଇବା ଦ୍ୱାରା ଆପଣ ମାନଙ୍କ ଉପରେ ଲକ୍ଷ୍ମୀ ଏବଂ ବିଷ୍ଣ ଙ୍କ କୃପା ରହିଥାଏ ।tulsi

ତେବେ ଘରେ ସବୁ ସମସ୍ୟା ଦୂର ହୁଏ ଏବଂ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ଆପଣ ମାନଙ୍କ ଉପରେ ପଡିଥାଏ । ତଥା ଆପଣ ମାନଙ୍କ ପାଖରେ ଧନ ର ଅଭାବ ହୋଇ ନ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *