ପୁରୁଷ ଙ୍କ ପାଦ ରୁ ଜାଣନ୍ତୁ ରୋଗ ସମ୍ପର୍କରେ ।

feat to know

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଦ ରୁ ଜାଣନ୍ତୁ ରୋଗ ସଂମ୍ପର୍କ ରେ ତେବେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିନେବା ସେହି ବିଷ ରେ ଲକ୍ଷ୍ୟଣ ବିଷୟ ରେ ତେବେ ବନ୍ଧୁଗଣ ଆପଣ ମାନଙ୍କ ନଖ ରେ ଯଦି ଧଳା ରଙ୍ଗ ର ଚିହ୍ନ ଦେଖିବା ପାଇଁ ମିଳେ ତେବେ ଜାଣନନ୍ତୁ ଆପଣ ମାନଙ୍କ ଠାରେ କ୍ୟଲସିୟମ୍ ର ଅଭାବ ରହିଛି ବୋଲି । ଏବଂ ଏହା ସହିତ ଆପଣ ମାନଙ୍କ ନଖ ର ରଙ୍ଗ ଯଦି ହଳଦିଆ ଦେଖିବା ପାଇଁ ମିଳେ ତେବେ ଜାଣନ୍ତୁ ଆପଣ ମାନଙ୍କ ଠାରେ ହିମୋଗ୍ଲବିନ୍ ର ଅଭାବ ରହିଛି ବୋଲି । ଏବଂ ଏହା ଦ୍ୱାରା ନଖ ର ରଙ୍ଗ ବି ବଦଳିବାରେ ଲାଗେ ତଥା ନଖ ଭାଙ୍ଗିବାରେ ଲାଗେ ।feet

ଏବଂ ସକାଳୁ ସକାଳୁ ଆପଣ ମାନେ ଦେଖିବେ ପାଦ ଥଣ଼୍ଡା ରହିବ । ଏବଂ ଏହି ପାଦ ଥଣ୍ଡା ହେବା ବି ରୋଗ ର ସଂଙ୍କେତ ଦିଏ । ଯଦି ଆପଣ ମାନଙ୍କ ଠାରେ ଥାଇରୋଡ ରହିଛି ବୋଲି ଜାଣି ରଖନ୍ତୁ । ବିଶେଷ କରି 40 ବର୍ଷ ରୁ ଅଧିକ ବୟସ ର ପୁରୁଷ ଙ୍କ ପାଦ ପ୍ରାୟତଃ ଥଣ୍ଡା ରହିଲେ ଏହି ରୋଗ ହୋଇଛି ବୋଲି ଅନୁମାନ କରାଯାଏ ଅଧିକାଶଂ ପୁରୁଷ ଙ୍କ ପାଦ କଟି ଜାଉ ଥିବା ଲଙ୍କା ଲାଗୁ ଥିବା ପରି ପୋଡେ ।  ଯଦି ଏହି ପରି ବାରମ୍ବାର ହୋଇଥାଏ ତେବେ ଶରୀର ରେ ପଟାସିୟମ୍ ମେଗ୍ନେସିୟମ୍ ର ଅଭାବ ରହିଛି ବୋଲି ଜାଣନ୍ତୁ । ଯଦି ପାଦ କୁ ଛୁଞ୍ଚି ଫୁଡି ହେବା ପରି ଅନୁଭବ ହୋଇଥାଏ ତେବେ ପେରିଫୋରଲ ମର୍ଭ ଷ୍ଟିମ୍ ନଷ୍ଟ ହୋଇ ଜାଇଛି ବୋଲି ଜାଣନ୍ତୁ ।girl feet

ଏବଂ ଏହି ଥିରୁ ଆପଣ ମାନେ ଜାଣି ପାରିବେ ତେବେ ତେବେ ଆପଣ ମାନଙ୍କୁ କେଉଁ ରୋଗ ହୋଇଛି ବୋଲି । ଏବଂ ଏହାର ଆପଣ ମାନେ ସଠିିକ୍ ଚିକିତ୍ସା ମଧ୍ୟ କରି ପାରିବେ । ତେବେ ବନ୍ଧୁଗଣ ଆପଣ ମାନେ ଏହି ପୋଷ୍ଟ ରୁ ନିଶ୍ଚିତ ଭାବେ ଜାଣିପାରି ଥିବେ କି କିପରି ପୁରୁଷ ଙ୍କ ପାଦରୁ ଜାଣି ପାରିବେ ସେମାନଙ୍କ ରୋଗ ସଂମ୍ପର୍କରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *