କେବଳ ଥରେ ପିଅନ୍ତୁ, ସକାଳୁ ସମ୍ପୂର୍ଣ୍ଣ ପେଟ ସଫା ହୋଇଯିବ ?

image_2023-11-23_182322587

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି କବଜ ଭଳି ସମସ୍ୟା କୁ କେଉଁ ପରି ଭାବେ ଦୂର କରି ପାରିବା ସେହି ବିଷୟ ରେ ଆଲୋଚନା କରିବା ଯେଉଁ ପରି ସମସ୍ୟା ଆଜିର ଦିନ ରେ 90 ପ୍ରତିଶତ ଲୋକ ମାନେ ପୀଡିତ ରହିଛନ୍ତି , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟ ରେ କବିବା ପାଇଁ ଚାହିଁବୁ ଜାହା ଆପଣ ମାନେ ସେବନ କରିବା ଦ୍ୱାରା ଏହି କବଜ ପରି ସମସ୍ୟା ଆପଣ ମାନଙ୍କର ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ ଏବଂ ପୁରୁଣା ରୁ ପୁରୁଣା କବଜ ସମସ୍ୟା ଏହା ଠିକ୍ କରିବ । ତେବେ ଆସନ୍ତୁ ଜାଣିବା ସେମିତି ରେ ବନ୍ଧୁଗଣ ଶୈଚ କରିବା ସମୟ ରେ ଆମକୁ କଷ୍ଟ ହେଲେ ଠିକ୍ ଭାବେ ମଳ ତ୍ୟାଗ ନ ହେଲେ ଆମେ ତାହାକୁ କୋଷ୍ଟ କାଠିନ୍ୟ ବୋଲି କହି ଥାନ୍ତି ଏହା ସାଧାରଣ ଭାବେ ଶରୀର ରେ ଜଳ ର ଅଭାବ ପାଇଁ ଏମିତି ହୋଇ ଥାଏ ।

ତେଣୁ ପ୍ରଥମେ ତ ଆମେ କହିବୁ ଆପଣ ମାନେ ପାଣି କୁ ପ୍ରଚୁର ପରିମାଣ ରେ ପିଅନ୍ତୁ ,ଏବଂ ରାତି ରେ ଆପଣ ମାନେ ଫାଇବର ଯୁକ୍ତ ଖାଦ୍ୟ ଖାଇବା ପାଇଁ ଦିନ ରେ ଆମିଷ ଖାଆନ୍ତୁ ରାତି ରେ ଆମିଷ ଖାଆନ୍ତୁ ନାହିଁ । ସେହି ପରି ଆପଣ ମାନଙ୍କ ର ବସି ରହିବା କାମ ହୋଇ ଥିଲେ ଆପଣଙ୍କ ଖାଧ୍ୟ ହଜମ ହୋଇ ଥାଏ ଏବଂ ଗ୍ୟାସ ଷ୍ଟିକ୍ ପାଇଁ ଆପଣ ମାନଙ୍କୁ ଏହି ସମସ୍ୟା ହୋଇ ଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ପ୍ରତି ଦିନ ଏକ ହଜାର ପାଦ ଏହା ପାଇଁ ଚାଲନ୍ତୁ । ତେବେ ଆସନ୍ତୁ ଜାଣିବା ଆଜିର ଉପଚାର ବିଷୟ ରେ ଏହା ପାଇଁ ପ୍ରଥମ ସାମଗ୍ରୀ ପେଶୀ ର ଆପଣ ମାନଙ୍କୁ ଜରୁରୀ ଅଟେ ଆପଣ ମାନେ ଜାଣି ନାହାଁନ୍ତି ତେବେ ଆପଣ ମାନେ ଏହାକୁ ବଣିଆ ଦୋକାନ ରେ ମାଗନ୍ତୁ ମିଳି ଯିବ ।kidneyy

ଏହାକୁ ଆଣିବା ପରେ ଆପଣ ମାନେ ଏହାକୁ ଗ୍ରାଇଣ୍ଡ କରନ୍ତୁ ଏବଂ ପରେ ଗୋଟିଏ ଗ୍ଲାସ୍ ପାଣି ରେ ପକେଇ ଦିଅନ୍ତୁ ଏବଂ ପରେ ଆପଣ ମାନେ ସକାଳୁ ଏହାର ପାଣି କୁ ସେବନ କରନ୍ତୁ ଜାହା ଦ୍ୱାରା ଆପଣ ମାନଙ୍କ କଠିନ ହୋଇ ଥିବା ମଳ ସଂମ୍ପର୍ଣ୍ଣ ଭାବେ ସଠିକ୍ ହୋଇ ଜାଇ ଥାଏ , ସେହି ପରି ବନ୍ଧୁଗଣ ଏକ ଗ୍ଲାସ୍ କେଷ୍ଟର ଅୟେଲ୍ ନିଅନ୍ତୁ ଏବଂ ପରେ ଆପଣ ମାନେ ଗୋଟିଏ ଗ୍ଲାସ୍ କ୍ଷୀର ରେ ପକେଇ ଦିଅନ୍ତୁ ଏବଂ ପରେ ଆପଣ ମାନେ ସେହି କ୍ଷୀର କୁ ସେବନ କରିଲେ ବି ଆପଣ ମାନଙ୍କର ଏହି ସମସ୍ୟା ଦୂର ହୋଇ ଥାଏ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *