ଡିସେମ୍ବର ମାସରେ ମହାସଂଯୋଗ 5 ଟି ରାଶିରେ ମହାଧନଯୋଗ ।

Untitled-1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସପ୍ତାହ ର ସବୁ ଦିନ ଅନେକ ଦେବି ଦେବତା ଙ୍କୁ ସମର୍ପିତ ଅଟେ । ମଙ୍ଗଳବାର ଦିନ ସଂଙ୍କଟ ମଚୋନ ହନୁମାନ ଙ୍କୁ ସମର୍ପିତ ଅଟେ । ତେବେ ଆପଣ ମାନେ କେବେ ବି କେତେ ବି ସଂଙ୍କଟ ରେ ଥାନ୍ତୁ । ହନୁମାନ ଆପଣଙ୍କୁ ଏହିଥିରୁ ମୁକ୍ତି ଦେଇଥାନ୍ତି । ଏହିଥି ପାଇଁ ସଂଙ୍କୋଟ ମୋଚନ ହନୁମାନ ଙ୍କୁ କୁହାଯାଏ । କୁଣ୍ଡଳୀ ରେ ଗଜକେଶରୀ ଯୋଗ ସୃଷ୍ଟି ହେବା ଦ୍ୱାରା ଜାତକ ନିଜର ବୁଦ୍ଧି ବଳରେ ଧନ ମାନ ସମ୍ମାନ ନାମ ଅର୍ଜନ କରେ ଯଦି କାହାର କୁଣ୍ଡଳୀ ରେ ଗଜକେଶରୀ ଯୋଗ ସୃଷ୍ଟି ହୁଏ ତେବେ ସେହି ଜାତକ ର ଗଜ ଅର୍ଥାତ ହାତୀର ସମାନ ବଳ ଏବଂ ଧନ ବୈଭବର ପ୍ରାପ୍ତି ହୁଏ । ଗଜକେଶରୀ ଯୋଗ ର ଶୁଭ ଏବଂ ଅଶୁଭ ଫଳ କୁଣ୍ଡଳୀ ର ଭାବ ରାଶି ନକ୍ଷେତ୍ର ଏବଂ ଗୁରୁ ର ସ୍ଥିତି ଉପରେ ନିର୍ଭର କରେ । କୁଣ୍ଡଳୀ ର ଗୁରୁ ଏବଂ ଚନ୍ଦ୍ର ବଳବାନ ହେବା ପରେ ଗଜକେଶରୀ ଯୋଗ ର ନିର୍ମାଣ ହୁଏ ।hanumanji

ଆମର ଜ୍ୟୋତିଷ ବିଦ୍ୱାନ ଙ୍କ ମତ ଅନୁସାରେ ଆଜି ଠାରୁ ଆରମ୍ଭ ହୋଇ 31 ଡିସେମ୍ବର ପର୍ଯ୍ୟନ୍ତ ଏକ ବଡ ଶୁଭ ସଂଯୋଗ ହେବାକୁ ଯାଉଛି । ଜାହାର ନାମ ଗଜକେଶରୀ ଯୋଗ । ଏହି ଯୋଗ କାରଣ ରୁ ଏହି ରାଶି ର ଲୋକ ମାନଙ୍କ କ୍ଷେତ୍ରରେ ବଡ ସାରାକାରାତ୍ମକ ଜିନିଷ ଦେଖିବାକୁ ମିଳିବ । ଏହି ଗଜକେଶରୀ ରାଜଯୋଗ ପାଇଁ । ଏହି ରାଶି ମାନଙ୍କର ଉପରେ ହନୁମାନ ଏବଂ ମାତା ଲକ୍ଷ୍ମୀ ଙ୍କର କୃପା ବନୁଛି । ଏହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କୁ ଏହି ଦିନରେ ସଠିକ୍ ସମୟ ରେ ଧନ ର ଆୟ ହେବ । ସେମିତି ରେ ହନୁମାନ ଙ୍କ କଥା ଯଦି ଆମେ କହିବା ତେବେ କେବେ ବି ମାଆ ହନୁମାନ ଙ୍କୁ ପ୍ରଶନ୍ନ କରିବା ସହଜ ହୋଇ ନ ଥାଏ ।

ହେଲେ ଏହି ମାସ ରେ ପ୍ରଶନ୍ନ ହେଉ ଥିବା ରାଶି ମାନଙ୍କର ଜାତକ ଗଣନା ଯୋଗୁଁ ହିଁ ସେ ଅତି ସହଜ ରେ ଆପଣ ମାନଙ୍କ ଉପରେ ପ୍ରସନ୍ନ ହେଉଛନ୍ତି । ସେମିତି ରେ ଏହି କଥା ତ ସଂମ୍ପର୍ଣ୍ଣ ଭାବେ ସତ୍ୟ କି ଯିଏ ବି ମାଆ ଙ୍କ ସଠିକ୍ ଭାବେ ପୂଜା କରେ ସେ ତାଙ୍କ ଉପରେ ପ୍ରଶନ୍ନ ହୋଇ ଥାନ୍ତି । ହେଲେ ଏହି ଦିନ ରେ ଏହି ରାଶି ମାନଙ୍କ ଉପରେ ପ୍ରଶନ୍ନ ହୋଇ ଥିବା ହେତୁ ଏମାନଙ୍କର ସବୁ ଦୁଖଃ ଏବଂ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହେବ । ଆପଣ ମାନେ ଏହି ଦିନ ରେ ନିଶ୍ଚିତ ଭାବେ ବ୍ୟବସାୟ କ୍ଷେତ୍ର ରେ ଲାଭ ଏବଂ ନିଜର କର୍ମ କ୍ଷେତ୍ର ରେ ଉହ୍ଲାସ ଦେଖିବା ପାଇଁ ପାଇବେ ।hanumaji

ତେବେ ବଡ ବ୍ୟକ୍ତି ଙ୍କ ପାଖରୁ ଆପଣ ମାନଙ୍କୁ ସାହାଯ୍ୟ ମିଳିବା ସହିତ ଆପଣ ମାନେ ଏହି ଦିନ ରେ ଆପଣ ମାନେ କୈଣସି ବି କାର୍ଯ୍ୟ ର ଶୁଭାରମ୍ଭ କରି ପାରିବେ । ତେବେ ସେମିତି ରେ ଆମେ ଆପଣ ମାନଙ୍କୁ ଯେଉଁ ପାଞ୍ଚଟି ରାଶି ମାନଙ୍କ ବିଷୟରେ କହୁଛୁ ସେମାନେ ହେଲେ । ମେଷ ରାଶି , ବୃଷ ରାଶି , କନ୍ୟା ରାଶି , ମକର ରାଶି , କୁମ୍ଭ ରାଶି , ତୁଳା ରାଶି ର ବ୍ୟକ୍ତି ବିଶେଷ ମାନେ ।

Leave a Reply

Your email address will not be published. Required fields are marked *