ବାରମ୍ବାର ଚେଷ୍ଟା ପରେ ମଧ୍ୟ ଯଦି ଆପଣଙ୍କ ର ପୁତ୍ର ସନ୍ତାନ ଜନ୍ମ ହେଉ ନାହିଁ । ତାହାଲେ ଡରିବାର କିଛି ନାହିଁ,ଏହି ଉପାୟ କରନ୍ତୁ ପୁତ୍ର ସନ୍ତାନ ଜନ୍ମ ହେବ, 100 ପ୍ରତିଶତ ଗ୍ୟାରେଣ୍ଟି।

putra santan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ଯେ କଣ କଲେ ସ୍ୱାମୀ ସ୍ତ୍ରୀ ଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥାଏ । ଏହି ସଂସାରରେ ସମସ୍ତେ ଚାହାନ୍ତି ଯେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଏବଂ ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ହେବା ପାଇଁ ଏହା ସମସ୍ତଙ୍କର ଇଚ୍ଛା ରହିଥାଏ କିନ୍ତୁ ଏହା ସବୁବେଳେ ସମ୍ଭବ ହୋଇପାରି ନଥାଏ । କାହାର ପୁତ୍ର ସନ୍ତାନ ହୋଇଥିବା ବେଳେ କାହାର କନ୍ୟା ସନ୍ତାନ ହୋଇଥାଏ । ଏହିଠାରେ ଆମେ କହିରଖୁଛୁ ଯେ ପୁଅ ହେଉ କିମ୍ବା ଝିଅ ହେଉ ସମସ୍ତେ ସମାନ ଅଟନ୍ତି କିନ୍ତୁ ଅନେକ ଲୋକମାନଙ୍କ ଇଚ୍ଛା ରହିଥାଏ ଯେ କେବଳ ପୁତ୍ର ସନ୍ତାନ ହେଉ ବୋଲି ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ କଣ କଲେ କେବଳ ପୁତ୍ର ସନ୍ତାନ ହେବ ବୋଲି ।Child

ତେବେ ଚାଲନ୍ତୁ ଜାଣିବା ଯେ କଣ କରିବା ଦରକାର ପ୍ରଥମ କଥାଟି ହେଉଛି ଆପଣଙ୍କର ପୂଜା ଘର ତ ପ୍ରତି ଦୀନ ଘିଅ ଦୀପ ଜଳା ହୋଇଥାଏ କିନ୍ତୁ ଆପଣ ଯଦି ପୁତ୍ର ସନ୍ତାନ ଚାହାନ୍ତି ତେବେ ପ୍ରତି ସୋମବାର ଓ ଶନିବାରରେ ଦୁଇଟି ଲେଖାଏ ଘିଅ ଦୀପ ନିଜ ପୂଜା ଘରେ ଜାଳିବା ନିହାତି ଦରକାର । ଦ୍ୱତୀୟଟି ହେଉଛି ଯେ ଆପଣଙ୍କର ବେଡ୍ ରୁମ ରେ ବା ଶୋଇବା ଘରେ ଖଟର ସାମ୍ନା ପଟେ ସୁନ୍ଦର ଶିସୁର ଫୋଟ ନିଶ୍ଚୟ ଲଗାନ୍ତୁ ଯାହା ଦ୍ୱାରାକି ଆପଣଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତିରେ ଅତ୍ୟଧିକ ସହାୟକ ହୋଇଥାଏ ।child

ତୃତୀୟ କଥାଟି ହେଉଛି ଆପଣଙ୍କର ପ୍ରତି ରବିବାର କେବେବି ଆମିସ ଖାଆନ୍ତୁ ନାହିଁ ଯାହା ଫଳରେ ପୁତ୍ର ସନ୍ତାନ ଜନ୍ମ ହେବାରେ ସବୁଠାରୁ ବଡ କାମ କରିଥାଏ । ତେବେ ଏହା ଥିଲା ପ୍ରାଚୀନ ଶାସ୍ତ୍ର ରେ ଲେଖା ଥିବା କିଛି ଜ୍ଞାନ । ଯାହା ଆଜି ଆମେ ଆପଣଙ୍କ ପାଖରେ କହିଲୁ । ଆଉ ସବୁ ସମୟ ରେ ଭଗବାନ ଶିଵ ଙ୍କ ଉଅରେ ଭରସା ରଖନ୍ତୁ । ଶିଵ ଙ୍କୁ ପୂଜା କରନ୍ତୁ କରନ୍ତୁ ପ୍ରତେକ ସୋମବାର ଦିନ । ଦେଖିବେ ଆପଣଙ୍କ ର ପୁତ୍ର ସନ୍ତାନ ସୁନିଶ୍ଚିତ ହେବ । ଏହି ଉପାୟ କୁ ଥରେ କରି ଦେଖନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *