TRUE LoVE ର 7 ସଂକେତ ! ଜାଣିନେଲେ କେବେବି ଖାଇବେନି ଧୋକା

lover

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ସତ ପ୍ରେମ ର ସାତ ଟି ସଂଙ୍କେତ ଜାଣି ନେଲେ କେବେ ବି ଖାଇବେନି ଧୋକା ସମସ୍ତେ କେବେ ନା କେବେ କାହାକୁ ନିଶ୍ଚିିତ ଭାବେ ପ୍ରେମ କରି ଥିବେ ମଣିଷ ଚିନ୍ତା କରେ କି ତାକୁ କେହି ପ୍ରକୃତ ରେ ପ୍ରେମ କରୁ ହେଲେ ସବୁ ସମୟ ରେ ସମସ୍ତ ଙ୍କୁ କେବେ ବି ଏହି ସତ ପ୍ରେମ ବା ପ୍ରକୃତ ପ୍ରେମ ମିଳେ ନାହିଁ । ତେବେ ଆସନ୍ତୁ ଜାଣି ନେବା ସତ ପ୍ରେମ କରୁ ଥିବା ବ୍ୟକ୍ତି ର 7 ଟି ସଂଙ୍କେତ ବିଷୟ ରେ । ଜାହା ଦେଖି ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ କି ସେ ଆପଣ ମାନଙ୍କର ପ୍ରକୃତ ପ୍ରେମ ବୋଲି ।loves

ତେବେ ପ୍ରଥମ ସଂଙ୍କେତ ଟି ହେଲା ସତ ପ୍ରେମ ରେ ମୋଟେ ବି ସର୍ତ ନ ଥାଏ ତାହା ଭାବନା ରେ ହୋଇଥାଏ । ହେଲେ ଏମିତି କିଛି ପ୍ରେମ ରହିଛି ତାହା ସର୍ତ୍ତ ଆରମ୍ଭ ରେ ହୋଇଥାଏ । ଏବଂ ପରେ ସେମାନେ ବାହାନା ଦେଖେଇବା ଆରମ୍ଭ କରି ଥାନ୍ତି । ସେହି ପରି ସତ ପ୍ରେମ କରୁ ଥିବା ବ୍ୟକ୍ତି ନିଜର ସାମ୍ନା ରେ ରହି ଥିବା ବ୍ୟକ୍ତି ଙ୍କର ଅଧିକ ଚିନ୍ତା କରନ୍ତି । ଯେତେ ବେଳେ ସାମ୍ନା ବାଲା ବ୍ୟକ୍ତି ଙ୍କୁ କଷ୍ଟ ହୁଏ ତେବେ ତାଙ୍କ ସହିତ ପ୍ରକୃତ ପ୍ରେମ କରୁ ଥିବା ବ୍ୟକ୍ତି ଙ୍କୁ ବହୁତ କଷ୍ଟ ହୋଇଥାଏ। ସେ ଛୋଟ କଥା ରେ ଆପଣଙ୍କର ଯତ୍ନ ନିଏ ଆପଣ ମାନଙ୍କୁ ଇଜ୍ଜତ୍ ଦେବା ସହିତ ସେ କେବେ ବି ଆପଣ ମାନଙ୍କ ସହିତ ଯୁକ୍ତି କରେ ନାହିଁ ।loves

ସେହି ପରି ସତ ପ୍ରେମ କେବେ ବି କୈଣସି କାମ ରେ ଆପଣ ମାନଙ୍କୁ ବାନ୍ଧି ରଖେ ନାହିଁ । କହିବା ପାଇଁ ଗଲେ କୈଣସି କାମ ରେ ବାଧ୍ୟ ମଧ୍ୟ କରେ ନାହିଁ । ସେ ଆପଣଙ୍କ ଖୁସୀ ରେ ହିଁ ନିଜର ଖୁସୀ ଖୋଜି ନିଏ । ସେହିପରି ସତ ପ୍ରେମ ଆପଣଙ୍କ କାମ ରେ ଯେତେ ପରିମାଣ ରେ ସହଯୋଗ କରେ ସେତେ ପରିମାଣ ରେ ଆଉ କେହି ବି ସହଯୋଗ କରିବେ ନାହିଁ । ସେ ଦୁଖଃ ଆପଣଙ୍କର ହେଉ କିମ୍ବା ଆପଣଙ୍କ ପରିବାର ହେଉ ସେ ଆପଣଙ୍କ ପାଖରେ ନିଶ୍ଚିତ ଭାବେ ଛିଡା ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *