ଆଧାର କାର୍ଡ ଥିଲେ ଦେଖନ୍ତୁ ନୂଆ ନିୟମ ଜାଣି ନିଅନ୍ତୁ ନହେଲେ ପସ୍ତେଇବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଧାର କାର୍ଡ କୁ ନେଇ ଆସି ଜାଇଛି ଆଉ ଏକ ନୂଆ ସୂଚନା ଯଦି ଆପଣ ମାନେ ବି ଏହି ନିୟମ କୁ ମାନୁ ନାହାଁନ୍ତି ତେବେ ଆପଣ ମାନଙ୍କ ଟଙ୍କା ହୋଇଯିବ ଗାୟବ ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ବାୟମେଟ୍ରିକ ଜରିଆରେ ଆଧାର କାର୍ଡ ମାଧ୍ୟମ ରେ ଟଙ୍କା ଉଠାଣ ହୋଇଥାଏ । ଆଉ ଏହି ଟଙ୍କା ଆପଣ ମାନଙ୍କର ହୋଇ ପାରେ ଗାୟବ । ଆସନ୍ତୁ ସଂମ୍ପର୍ଣ୍ଣ ଆପଡେଟ ଜାଣିବା ଏହି ନେଇ ଜାରି ହେଲା ନୂଆ ସୂଚନା । ତେବେ ବନ୍ଧୁଗଣ ଆପଣ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ ସୂଚନା ପାଇବା ପାଇଁ ନିଶ୍ଚିତ ପୋଷ୍ଟ କୁ ଶେଷ ଯାଏ ପଢି ନିଅନ୍ତୁ । ସେହିଥି ପାଇଁ ଆଧାର କାର୍ଡ ସହିତ ଯୋଡିତ ଅନେକ ଠକେଇ ମାମଲା ମଧ୍ୟ ସାମ୍ନା କୁ ଆସୁଛି । ବର୍ତମାନ ଏବେ ଆଉ ଏକ ନୂଆ ଠକେଇ କୁ ହତିଆର କରିଛନ୍ତି ସାଇବଗ୍ ଲୁଟେରା ।aadhaar

ଏମାନେ ଆପଣ ମାନଙ୍କ ଫିଙ୍ଗର ପ୍ରିଣ୍ଟ ଡାଟା ପର୍ଯ୍ୟନ୍ତ ପହଁଚି ଆପଣଙ୍କ ଆଧାର ନମ୍ବର ଏବଂ ବ୍ୟଙ୍କ ଏକାଉଣ୍ଟ ର ନମ୍ବର ଜାଣି ଏକାଉଣ୍ଟ ହଡପ୍ କରି ପାରନ୍ତି । ତେବେ ଏହି ପରି ସ୍ଥିତି ରେ ଆପଣ ମାନେ କେବଳ ଆଧାର କାର୍ଡ କୁ ଲକ୍ କରି ଏହି ପରି ଠକେଇ ରୁ ମୁକ୍ତି ପାଇ ପାରିବେ । ଏହି ପରି ଠକେଇ ରୁ ବର୍ତ୍ତିବା ପାଇଁ ଆଧାର କାର୍ଡ ଧାରୀ ଙ୍କୁ ଏମ୍ ଆଧାର ଆପ୍ଲିକେସନ କିମ୍ବା ଆପଣ ମାନେ UIDAI ର ୱେବସାଇଟ ବ୍ୟବହାର କରି ନିଜର ବାଇମେଟ୍ରିକ ଲକ୍ କରି ପାରିବେ । କୈଣସି ବ୍ୟକ୍ତି ନିଜ ଇଚ୍ଛାରେ ଆଧାର କାର୍ଡ ଲକ୍ ଏବଂ ଅନଲକ୍ ପାରିବେ । ମାତ୍ର ଗୋଟିଏ SMS କରି ଆପଣ ମାନେ ଆଧାର କାର୍ଡ ଠକାମି ରୁ ମଧ୍ୟ ବଞ୍ଚ ପାରିବେ । ତେବେ ଏହିଥି ପାଇଁ ଆପଣ ମାନଙ୍କୁ ଏକ ୱେବସାଇଟ ଭିଜିଟ କରିବାକୁ ହେବ ଜାହାର ନାମ UIDAI.GOV.IN ଏହା ସରକାର ଙ୍କ ଦ୍ୱାରା ଜାରି ହୋଇଥିବା ଅଫିସିଆଲ ୱେବସାଇଟ ।adhar

ଏହି ୱେବସାଇଟ କୁ ଆସିଲେ ଆପଣ ମାନଙ୍କୁ ଆଧାର ସର୍ଭିସ ମିଳିଯିବ । ଏବଂ ତା ସିଧାରେ ଆପଣ ମାନଙ୍କୁ ତଳକୁ ମିଳିଯିବ ଲକ୍ ଆନଲକ୍ ବାୟମେଟ୍ରିକ । ତେବେ ଏହା ପରେ ଆପଣ ମାନେ କେବଳ ନିଜର ଆଧାର ନମ୍ବର ଦେଇ ଲଗଇନ କରିବେ । ଏବଂ ପରେ ଆପଣ ମାନେ ଏହି ପ୍ରସେସ୍ ମାଧ୍ୟମ ରେ ନିଶ୍ଚିତ ଭାବେ ନିଜର ବାୟମେଟ୍ରିକ କୁ ଲକ୍ କରି ଦେଇ ପାରିବେ । ତେବେ ଆପଣ ମାନେ ପରେ ଚାହିଁଲେ ନିଶ୍ଚିତ ଭାବେ ଏହି ଜରିଆରେ ଆପଣ ମାନଙ୍କ ବାୟମେଟ୍ରିକ କୁ ଆନଲକ୍ ମଧ୍ୟ କରି ପାରିବେ । ତେବେ ଆପଣ ମାନଙ୍କର ଆଧାର କାର୍ଡ ରହିଛି କି ନାହିଁ ଆପଣ ମାନେ ନିଶ୍ଟିତ ଭାବେ ଜଣେଇ ଦେବେ ।

Leave a Reply

Your email address will not be published. Required fields are marked *