ଦୀପାବଳୀ ଦିନ କରନ୍ତୁ ନାହଁ ଏହି ସବୁ କାମ ନହେଲେ କାଙ୍ଗାଳ ହୋଇଯିବେ ।

okye

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କି ଦୀପାବଳୀ ଦିନ କରନ୍ତୁ ନାହଁ ଏହି ସବୁ କାମ ନେହଲେ ହୋଇ ଯିବେ ଭୀକାରି ଯେତେ ରୋଜଗାର କରିଲେ ସୁଦ୍ଧା ଆପଣ ମାନଙ୍କୁ କେବେ ବି ଅଣ୍ଟିବ ନାହିଁ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆଗକୁ ଆସୁଛି ଦୀପାବଳୀ ପର୍ବ ହିନ୍ଧୁ ଧର୍ମ ର ବଡ ପର୍ବ ମଧ୍ୟ ରୁ ଏହି ପର୍ବ ଟି ମଧ୍ୟ ଅନ୍ୟତମ ଅଟେ ଏବଂ ଏହା ପାଇଁ ସାରା ଦେଶ ର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଏହି ଦିନ ରେ ପ୍ରାୟ ଘରେ ମାତା ଲକ୍ଷ୍ମୀ ଙ୍କର ପୂଜା ହୋଇ ଥାଏ । ଏବଂ ହିନ୍ଧୁ ଧର୍ମ ରେ ଏହାକୁ ବିଶ୍ୱାସ ର ପର୍ବ ବୋଲି କୁହା ଜାଇ ଥାଏ ସେମିତି ରେ ଆମେ ଆଗରୁ ହିଁ ଏହି ଦିନ ପାଇଂ ପ୍ରସ୍ତୁତି ଆରମ୍ଭ କରି ଥିବା ବେଳେ ଦୀପାବଳୀ ଦିନ ଏମିତି କିଛି କାର୍ଯ୍ୟ ରହିଛି ଜାହାକୁ କେବେ ବି କରିବା କଥା ନୁହେଁ କଲେ ମାଆ ଲକ୍ଷ୍ମୀ ଆପଣ ମାନଙ୍କ ଉପରେ ରୁଷ୍ଟ ହୋଇ ଯିବେ ବା ରାଗି ଜାଇ ପାରନ୍ତି ।diwali

ତେବେ ବନ୍ଧୁଗଣ ସେହି ସବୁ କଣ କାମ ଅଟେ ସେହି ସବୁ ବିଷୟ ରେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ତେବେ ପ୍ରଥମ ରେ ରହିଛି ଆପଣ ମାନେ କେବେ ବି ଏହି ଦୀପାବଳୀ ଦିନ ଘର କୁ ଅପରିସ୍କାର କରନ୍ତୁ ନାହିଁ  । ଏମିତି ହେଲେ ମାଆ ଲକ୍ଷ୍ମୀ ରାଗି ଜାଇ ଥାନ୍ତି , ସେହି ପରି ଦୁଇ ରେ ବନ୍ଧୁଗଣ ଆପଣ ମାନେ ଏହି ଦିନ ରେ କେବେ ବି କଳି ଏବଂ ଝଗଡା କରନ୍ତୁ ନାହିଁ ବୟସ୍କ ଲୋକ ମାନଙ୍କ ପ୍ରତି କେବେ ବି ଖରାପ ଭାଷା ପ୍ରୋୟଗ କରନ୍ତୁ ନାହିଁ । ଏମିତି କରିଲେ ମାଆ ଲକ୍ଷ୍ମୀ ଘର କୁ କେବେ ବି ପ୍ରବେଶ କରନ୍ତି ନାହିଁ ଏହି ସବୁ ଦିନ ରେ ମନ ରୁ ଅହଂକାର ଏବଂ କ୍ରୋଧ କୁ ସଂମ୍ପର୍ଣ୍ଣ ବାହାର କରି ଦିଅନ୍ତୁ ।diwali

ସେହି ପରି ବନ୍ଧୁଗଣ ଏହି ଦିନ ରେ କୈଣସି ନିଶା ପାଣି ନ କରିବା ସହିତ ଅନ୍ୟ କୁ ଏହି ସବୁ ରୁ ବଞ୍ଚିତ ରଖନ୍ତୁ । ସେହି ପରି ବନ୍ଧୁଗଣ ଏହି ଦିନ ମାନଙ୍କରେ ଝାଡୁ ର ନିରାଦର କରନ୍ତୁ ନାହିଁ କାରଣ ଏହା ସ୍ୱଚ୍ଛତା ର ପ୍ରତୀକ ଅଟେ ତେଣୁ ଆପଣ ମାନେ କେବେ ବି ଝାଡୁ ର ଅନାଦର କରନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *