ଏହି ୩ ମାସ ରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ପ୍ରେମ କେମିତି ହୋଇଥାଏ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆଜି ଆମେ ସେହି ଲୋକ ମାନଙ୍କ ବିଷୟ ରେ କହିବୁ ଯେଉଁ ମାନଙ୍କର ଜନ୍ମ ମାସ ଏହି ମାସରେ ହୋଇ ଥିବ ତ । ଏମାନେ ପ୍ରେମ ରେ ବହୁତ ଅଧିକ ଭଲ ହୋଇ ଥାନ୍ତି । କିନ୍ତୁ ତାଙ୍କୁ ପ୍ରେମ ରେ ଧୋକା ବି ବହୁତ ବି ମିଳି ଥାଏ । ମାନେ ଏହି ମାସ ରେ ଯେଉଁ ମାନେ ଜନ୍ମ ହୋଇ ଥିବେ ସେମାନେ ବହୁତ ଅଧିକ ଭଲ ପାଇ ଥିବେ । କିନ୍ତି ଫେରସ୍ତ ରେ ସେମାନଙ୍କୁ କେବଳ ଧୋକା ହିଁ ମିଳି ଥାଏ । ଜିବନ ଥିବା ପର୍ଯ୍ୟନ୍ତ ସେମାନଙ୍କୁ କେବେ ବି ପ୍ରେମ ମିଳି ନ ଥାଏ । ତ ସେହି ମାସ କଣ କଣ ନା ପ୍ରେଥମେ ହେଲା ଫେବୃଆରୀ ମାସ ।fab

ଏବଂ ଦ୍ୱତୀୟ ରେ ହେଲା ସେପ୍ଟେମ୍ବର ଏବଂ ତୃତୀୟ ଟି ହେଲା ନଭେମ୍ବର । ଯଦି ତୁମେ ବା ନିଜର ପାର୍ଟନର ଏହି ମାସ ରେ ଜନ୍ମ ହୋଇଛନ୍ତି ତ ତେବେ ଆପଣ ମାନେ ଏହି ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ । କାରଣ ତୁମେ ଜାଣି ପାରିବ କି ଏହି ମାସ ରେ ଜନ୍ଣ ହୋଇ ଥିବା ବ୍ୟକ୍ତି ମାନେ କେମିତି ହୋଇ ଥାନ୍ତି । ପ୍ରଥମେ ହେଲା ଏମାନେ ବହୁତ ରୋମାନ୍ଟିକ୍ ହୋଇ ଥାନ୍ତି । ଯଦି ଏହି ମାସ ରେ କେହି ଜନ୍ମ ନେଇ ଥାନ୍ତି ତେବେ ଏହି ମାନଙ୍କୁ ହିଁ ପଚାରିବ କି ପ୍ରେମ କଣ ହୋଇ ଥାଏ । ହଁ ଆମକୁ ଲାଗୁ ନାହିଁ ଏହି ମାସ ରେ ଜନ୍ମ ହୋଇ ଥିବା ଲୋକ ମାନଙ୍କ ଠାରୁ ଅଧିକ କେହି ପ୍ରେମ ବିଷୟ ରେ ଜାଣିବ । ଏମାନେ ପ୍ରେମ ସଂମ୍ପର୍ଣ୍ଣ ସଚ୍ଚା ହୋଇ ଥାନ୍ତି ଏମାନେ କାହାକୁ ଭଲ ପାଇଲେ ସଂମ୍ପର୍ଣ୍ଣ ମନ ଦେଇ ଭଲ ପାଆନ୍ତି ।

ହେଲେ ସେଷ ରେ ଏମାନଙ୍କୁ ଧୋକା ମିଳି ଥାଏ । ଏମାନଙ୍କୁ ଛୋଟ ଛୋଟ କଥା ରେ ବହୁତ ଖରାର୍ ଲାଗେ ଏବଂ ଏମାନେ ବହୁତ ଅଧିକା କାନ୍ଧନ୍ତି । ସେହି ପରି ବେଳେ ଏମାନଙ୍କ ବହୁତ ଭଲ ନେଚର ହେଲା କି ଏମାନେ ସବୁ ବେଳେ ଏମାନଙ୍କ ପାର୍ଟନର ଙ୍କ ବିଷୟ ରେ ହିଁ ଭାବି ଥାନ୍ତି । ହେଲେ ଏମାନେ ଜାହାକୁ ଭଲ ପାଆନ୍ତି ସେମାନଙ୍କ ଠାରୁ କିଛି ବି ଆଶା କରନ୍ତି ନାହିଁ । ଯଦି ଆପଣ ମାନଙ୍କ ମନ ର କଥା କୁ କେହି ବୁୂଝି ପାରୁ ନାହାଁନ୍ତି ତେବେ ସେହି ମାସ ରେ ଯେଉଁ ମାନେ ଜନ୍ମ ହୋଇଛନ୍ତି ସେହି ମାନଙ୍କୁ ପଚାର ସେହି ମାନେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ବୁଝେଇ ଦେଇ ପାରିବେ ।sep

ହେଲେ ହଁ ସେମାନଙ୍କୁ ବହୁତ ଦୋକା ମିଳେ ହେଲେ ସେମାନେ ବହୁତ ଏକ୍ସପିରକିୟନ୍ସ ମଣିଷ ହୋଇ ଥାନ୍ତି । ଏବଂ ପରେ ସେମାନଙ୍କୁ ଆଉ କଷ୍ଟ ହୋଇ ନ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *