ଚୁଟି ଝଡିବା ବନ୍ଦ କରିବାର ଘରୋଇ ଉପାୟ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆମେ ଆପଣ ମାନଙ୍କ ପାଇଁ ଏକ ନୂଆ ରମେଡି ନେଇ କରି ଆସିଛୁ ଜାହାକୁ ଆପଣ ମାନେ ଡେଲି ବ୍ୟବହାର କରିବା ଦ୍ୱାରା ଆପଣ ମାନଙ୍କ ବାଳ ଘନ ଏବଂ ମୋଟା ହୋଇଯିବ ଏହା ସହିତ ଆପଣ ମାନଙ୍କର ଚୁଟି ଝଡିବା ସମସ୍ୟା ବି ଦୂର ହୋଇଯିବ ବନ୍ଧୁଗଣ ଆଜିର ସମୟ ରେ ଚୁଟି ଝଡିବା ଏକ ସଧାରଣ ଅସୁବିଧା ହୋଇ ସାରିଛି । ପୁଅ ହେଉ କିମ୍ବା ଝିଅ ସମସ୍ତ ଙ୍କର ଚୁଟି ଝଡିଥାଏ ଏବଂ ଜାହାର କାରଣ ରୁ ଆମକୁ ଚନ୍ଦା ପଣ ର ଶୀକାର ହେବାକୁ ପଡେ ଜାହା ଆମ ମାନଙ୍କ ପାଇଁ ବହୁତ ହିଁ ଲାଜ ର କଥା ହୋଇଥାଏ । ହେଲେ ଆମେ ମାନେ ଆଜି ଯେଉଁ ରମେଡି ଆପଣ ମାନଙ୍କ ସହିତ ସେୟାର କରିବୁ ତାହାକୁ ନିୟମିତ ଭାବେ ପ୍ରୟୋଗ କରିଲେ ନିଶ୍ଚିତ ଭାବେ ଆପଣ ମାନଙ୍କ ଅସୁବିଧା ଦୂର ହେବ ।

ତେବେ ଆସନ୍ତୁ ଜାଣି ନେବା ତେବେ ଏହା ପାଇଁ ଏକ ପାତ୍ର ରେ ଆପଣ ମାନଙ୍କୁ 2 କପ୍ ପାଣି ଆବଶ୍ୟକ ଏବଂ ପାଣି କୁ ଭଲ ଭାବେ ଫୁଟିବା ପାଇଁ ଦିଅନ୍ତୁ । ଏବଂ ପାଣି ଫୁଟିଲେ ଆପଣ ମାନେ ଗୋଟିଏ ଚାମଚ ଚାହା ପତି ପାୱଡର ଏଡ୍ କରନ୍ତୁ । ଏବେ ଆପଣ ମାନଙ୍କୁ ଆଲୋବେରା ର ଆବଶ୍ୟକତା ପଡିବ ସେହି ଥିରେ ଆପଣ ମାନେ ଏହି ଆଲୋବେରା କୁ ଖଣ୍ଡ କରି ପକାନ୍ତୁ । ଏବଂ ଭଲ ଭାବେ ଫୁଟେଇବା ପରେ ଆପଣ ମାନେ ତାହାକୁ କପ୍ କୁ ବାହାର କରନ୍ତୁ । ଏବଂ ପରେ ଆପଣ ମାନେ ଏହି ଥିରେ ଟି ଟ୍ରି ଓୟେଲ୍ ଏଡ୍ କରିବା ପାଇଁ ପଡିବ ଯଦି ଆପଣ ମାନଙ୍କ ପାଖରେ ଏହି ତେଲ ନାହିଁ ତେବେ ଆପଣ ମାନେ କୈଣସି ବି ତେଲ ବ୍ୟବହାର କରି ପାରିବେ ।

ହଁ ତେଲ ଦେବା ପୂର୍ବ ରୁ ଭଲ ଭାବେ ଏକ ପାତ୍ର କୁ ଛାଣି ନିଅନ୍ତୁ । ଏବେ ଆପଣ ମାନେ ଏହାକୁ ସ୍କେଲ୍ ସ୍ପ୍ର ମାଧ୍ୟ ରେ ନିଜର ବାଳ ରେ ଧିରେ ଧିରେ ପ୍ରୋୟଗ କରନ୍ତୁ ଏବଂଏମିତି ଭାବେ ପ୍ରତି ଦିନ ପ୍ରୋୟଗ କରନ୍ତୁ କେବଳ 15 ଦିନ ଏବଂ ପରେ ଆପଣ ମାନେ ଦେଖିବେ ଆପଣ ମାନଙ୍କ ବାଳ ଘନ ଏବଂ ମୋଟା ହେବ ଏହା ସହିତ ବାଳ ଉଠିବା ବି ଆପଣ ମାନଙ୍କର ବନ୍ଦ ହୋଇଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *