ଏହି ୫ ରାଶି ପାଇଁ କାଲିଠୁ ଆରମ୍ଭ ବଡ଼ ଖୁସି ଖବର ।

rashi ma

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ଜାଣିିଥିବେ ବର୍ତମାନ ସମୟ ରେ ପବିତ୍ର କାର୍ତ୍ତିକ ମାସ ଚାଲିଥିବା ବେଳେ ବହୁତ ଲୋକ ମାନେ ଏହି ପବିତ୍ର ମାସରେ ଧର୍ମନୁଗାମୀ ହେବା ପାଇଁ ଚାହାଁନ୍ତି । ତେବେ ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ରେ ଏହି କାର୍ତ୍ତିକ ମାସରେ ଏମିତି 5 ଗୋଟିର ବ୍ୟକ୍ତି ବିଶେଷ ମାନେ ରହିଛନ୍ତି ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ପଡିବା ପାଇଁ ଯାଉଛି । ତେବେ ଏମିତି କ୍ଷେତ୍ରରେ ଆମେ ଏଠାରେ ଆପଣ ମାନଙ୍କୁ ସେହି ଭାଗ୍ୟଶାଳୀ ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ବିଷୟ ରେ ସୂଚନା ଦେବୁ । ତେବେ ଆସନ୍ତୁ ଜାଣିନେବା ।

ମେଷ ରାଶି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଅଶେଷ କୃପା ରହି ଥିବାର ଦେଖିବା ପାଇଁ ମିଳିବ । ଏହି ଦିନ ରେ ଆପଣ ମାନଙ୍କ ଉପରୁ ସବୁ କରଜ ଭାର ଦୂର ହେବାକୁ ଯାଉଛି । ପାରିବାରିକ ତରଫ ରୁ ଆପଣ ମାନଙ୍କୁ ବହୁତ ବଡ ଖୁସୀ ଖବର ଦେଖିବା ପାଇଁ ମିଳିବ ।mata laxmi

ସିହଂ ରାଶି । ଆପଣ ମାନଙ୍କୁ ବିଦେଶ ରେ ଜାଇ ପାଠ ପଢିିବାର ସହଯୋଗ ବି ମିଳିବ ହେଲେ ଆପଣ ମାନେ ଏହି ଥିରେ ସହମତ ହୋଇ ନ ପାରନ୍ତି । ଏହି ଦିନ ରେ କୋର୍ଟ କଟଚେରୀ ମାମଲା ରେ ଆପଣ ମାନଙ୍କୁ ସଫଳତା ହାସଲ ହେବ । ଆପଣ ମାନେ ଏହି ଦିନ ରେ ନିଜର ପରିଶ୍ରମ ରୁ ହିଁ କିଛି ନୂଆ କରି ଦେଖେଇବେ ।

କୁମ୍ଭ ରାଶି । ।ଏହି ଦିନ ରେ ବେରୋଜଗାର ଯୁବକ ମାନଙ୍କୁ ଚାକିରୀ ର ମୈକା ମିଳିବା ପାଇଁ ଯାଉଛି । ନୂଆ କାର୍ଯ୍ୟ ରେ ଆସୁଥିବା ବିଘ୍ନ ଆପଣ ମାନଙ୍କ ଉପରୁ ଏହି ଦିନ ରେ ଉଠି ଯିବ । ତେବେ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ପ୍ରଶନ୍ନତା ଦେଖିବା ପାଇଁ ମିଳିବ । ପାରିବାରିକ ତରଫ ରୁ ଆପଣ ମାନଙ୍କୁ ବହୁତ ବଡ ଖୁସୀ ଖବର ମିଳିବ ।laxmi

କନ୍ୟା ରାଶି । ଆପଣ ମାନେ ଏହି ଦିନ ରେ କିଛି ପରିମାଣ ରେ ସାମାଜିକ କାର୍ଯ୍ୟ ରେ ରୁଚି ରଖିବେ ଏବଂ ଆପଣ ମାନଙ୍କୁ ସବୁ କାର୍ଯ୍ୟ ରେ ମାତା ଲକ୍ଷ୍ମୀ ଙ୍କ ଆଶିଷ ମିଳିବା ସହିତ ପ୍ରଚୁର ପରିମାଣ ରେ ଆପଣ ମାନଙ୍କୁ ଲାଭ ମିଳିବା ପାଇଁ ଯାଉଛି । ଆପଣ ମାନେ ଏହି ଦିନ ରେ କୋଟି ପତି ହେବାର ରାସ୍ତା ଚାଲିଛନ୍ତି।

ମୀନ ରାଶି । ଏହି ମୀନ ରାଶି ର ଲୋକ ମାନଙ୍କ ସବୁଠୁ ଖାସ କଥା ହେଲାକି ସେମାନେ ଅତ୍ୟନ୍ତ ଆତ୍ମବିଶ୍ୱାସୀ ହୋଇଥାନ୍ତି ଏବଂ ଶନି ଏମାନଙ୍କ ନେତୃତ୍ୱ ନେଇଥାଏ । ଏହି ରାଶିର ଲୋକ ମାନେ ନିଜର ପରିଶ୍ରମ ଏବଂ ପ୍ରଚେଷ୍ଟା ବଳରେ ପ୍ରତ୍ୟୋକ କ୍ଷେତ୍ରରେ ସଫଳତା ପାଇବେ । ଏହି ରାଶିର ଜାତକ ରେ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ବନି ରହିବ । ତେଣୁ ଆପଣ ମାନେ ଏହି ଦିନ ରେ ସବୁ ଅସୁବିଧା ରୁ ମିକ୍ତି ପାଇବା ପାଇଁ ଯାଉଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *