ନାରୀର କେଉଁ କର୍ମ ପାଇଁ ମୃତ୍ୟୁ ପରେ ପରଜନ୍ମରେ ବେଶ୍ୟା ହୋଇ ଜନ୍ମଲାଭ କରିଥାଏ ।

nari mane

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତୁ ଜାଣି ନେବା ଆଜିର କିଛି ବଡ ଏବଂ ଗୁରୁତ୍ୱ ପୂର୍ଣ୍ଣ ଅନୁଚିନ୍ତା ବିଷୟ ରେ ଯେଉଁ ମହିଳାମାନେ ସର୍ବଦା ପାପ ପ୍ରଣୟରେ ମାତି ଥାନ୍ତି। ସେମାନେ ପରଜନ୍ମରେ ବେଶ୍ୟା ଘରେ ଜନ୍ମ ହୋଇଥାନ୍ତି ଏବଂ ସେମାନେ କେବେବି ଏକ ସ୍ଵାମୀ ପାଆନ୍ତି ନାହିଁ । ପାଇଲେ ବିଧବା ହୋଇଥାନ୍ତି । ଯେଉଁ ମହିଳା ପାପ ପ୍ରଣୟରେ ମାତି ନିଜ ସ୍ୱାମୀକୁ ହତ୍ୟା କରିଥାନ୍ତି । ସେହି ମହିଳା ବହୁଜନ୍ମ ଯାଏ ସ୍ଵାମୀ ପାଇପାରେ ନାହିଁ । ସେହି ପରି ବନ୍ଧୁଗଣ କେବେ ବି ଆପଣ ମାନେ ଅଇଁଠା ଛାଡନ୍ତୁ ନାହିଁ କିମ୍ବା ଅଇଁଠା କୁ ସାଇତି କରି ରଖନ୍ତୁ ନାହିଁ ଏମିତି କରିଲେ ମାତା ଲକ୍ଷ୍ମୀ ଙ୍କର କୃପା ମିଳେ ନାହିଁ ।woman

ପାଠ ପଢୁ ଥିବା ଛୋଟ ପିଲା ଙ୍କୁ କଂଶା ବାସନ ରେ ଖାଇବା ପାଇଁ ଦିଅନ୍ତୁ ଏବଂ ମାସ ରେ ଥରେ ସେମାନଙ୍କୁ ବ୍ରାହ୍ମି ପତ୍ର ସେବନ କରିବା ପାଇଁ ଦିଅନ୍ତୁ ଶିଶୁ ର ସ୍ମରଣ ଶକ୍ତି ବଢିବ । ସେହି ପରି ବନ୍ଧୁଗଣ କ୍ଷୀର ପିଇବାର ଦୁଇ ଘଣ୍ଟା ପୂର୍ବରୁ ଏବଂ ଦୁଇ ଘଣ୍ଟା ପରେ ଆପଣ ମାନେ କିଛି ବି ସେବନ କରନ୍ତୁ ନାହିଁ । ସେହି ପରି ବନ୍ଧୁଗଣ ଏହି କଥା କୁ ସବୁ ସମୟ ରେ ମନେ ରଖିବେ କି ଘରେ ଘରେ ରହି ଥିବା ଭଗବାନ ଙ୍କୁ ପଶ୍ଚିମ ମୂଖା ଏବଂ ମନ୍ଦିର ରେ ରହି ଥିବା ଦେବତା ଙ୍କୁ ପୂର୍ବ ମୂଖା କରି ସ୍ଥାପିତ କରିବା ଉଚିତ୍ । ମନେ ରଖନ୍ତୁ ବନ୍ଧୁଗଣ ପୁର୍ବ ଦିଗରୁ ଯଦି ପବନ ବହୁଥାଏ ତେବେ ସେ ଦିଗକୁ କୁ କେବେ ହେଲେ ମୁହ କରି ସେ ପବନ କୁ ସେବନ କରନ୍ତୁ ନାହିଁ କାରଣ ସେହି ପବନ ମୁଖ ରେ ବାଜିବା ଦ୍ୱାରା ଆପଣ ଙ୍କ ର ଶରୀର ଖାରପ ହୋଇଥାଏ ।married-woman

ତେବେ ପରବର୍ତ୍ତୀ ଅନୁଚିନ୍ତା ହେଉଛି ବନ୍ଧୁଗଣ ଆପଣ ମାନେ କେବେ ହେଲେ ଲୁହା ଜିନିଷ ଯେମିତି କି ଗାଡି କି ଆଉ ଯେ କୈଣସି ଲୁହାଯାତ ଦ୍ରବ୍ୟ ହେଉ ତାହାକୁ କେବେ ହେଲେ ଗୁରୁବାର କିମ୍ବା ଶନିବାର ଦିନ ରେ ବିକ୍ରି କରନ୍ତୁ ନାହିଁ କାରଣ ଏହା କରିବା ଦ୍ୱାରା ଆପଣ ଙ୍କ ର ବହୁତ ଅମଙ୍ଗଳ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *