ସବୁ ଯୋଜନ ର ପଇସା କେଉଁ ଏକାଉଣ୍ଟ ରେ ଆସିବ ଜାଣି ନିଅନ୍ତୁ ।

bank status

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ଆମର ଏକାଉଣ୍ଟ କୁ ସରକାର ଙ୍କ ବିଭିନ୍ନ ଯୋଜନା ର ପଇସା ଆସି ଥାଏ । ଯେମିତି କି କାଳିଆ ଯୋଜନା ବା କିଷାନ୍ ଯୋଜନା ହେଉ । ସେହି ପରି ବେଳେ ଆପଣ ମାନେ ଜାଣି ଥିବେ ଏହି ଦିନ ରେ ନୂଆ ଗୋଟିଏ ଯୋଜନା ଆସିଛି ଗରିବ କଲ୍ୟାାଣ ଯୋଜନା । ହେଲେ ଏଠାରେ ଆପଣ ମାନେ କେମିତି ଜାଣିବେ କି ଆପଣ ମାନଙ୍କର କେଉଁ ଏକାଉଣ୍ଟ କୁ ଆପଣ ମାନଙ୍କ ର ଟଙ୍କା ଆସିବ ବୋଲି । ଯେମିତି କି କିଛି ଗୋଟିଏ ନୂଆ ଯୋଜନା ଆସିଲା ଏବଂ ସେହି ଥି୍ରେ ଆସିବାର ରହିଛି ଟଙ୍କା । ତେବେ ଏହା ଜାଣିବା ପାଇଁ ପ୍ରଥମେ କୈଣସି ବି ମୋବାଇଲ ର ବ୍ରାଉଜର ଖୋଲନ୍ତୁ । ପରେ ଆପଣ ମାନେ uidai କୁ ସର୍ଚ୍ଚ କରନ୍ତୁ । ଏହା ପରେ ଆପଣ ମାନଙ୍କୁ ଆଧାର ର ଅଫିସିୟାଲ ୱେବସାଇଟ୍ ମିଳିବ ।pm Kisan

ଏଠାରେ ଆପଣ ମାନଙ୍କୁ କହିବୁ କି ସେମାନେ ସେହି ଏକାଉଣ୍ଟ ରେ ଆପଣ ମାନଙ୍କ ପାଖକୁ ପିଇସା ପଠାଉଛନ୍ତି । ଯେଉଁ ଏକାଉଣ୍ଟ ରେ ଆପଣ ମାନଙ୍କର ଆଧାର ସଂଯୋଗ ରହିଛି । ସେମାନେ ଆପଣଙ୍କ ଆଧାର ର ମାଧ୍ୟମ ରେ ହିଁ ଟଙ୍କା ପଠେଇବେ । ବାସ୍ କେଉଁ ଏକାଉଣ୍ଟ ରେ ଆଧାର ଲିଙ୍କ ରହିଛି ସହି ସବୁ କୁ ଜାଣିବାର ରହିଛି । ତେବେ ୱେବସାଇଟ୍ କୁ ଯିବା ପରେ ଆପଣ ମାନେ ଆଧାର ସର୍ଭିସିସ୍ କୁ ଜାଆନ୍ତୁ । ଏବଂ ଏହା ପରେ ଆପଣ ମାନେ ଆଧାର ଲିକିଂ ଷ୍ଟାସର୍ସ କୁ ଜାଆନ୍ତୁି ।

ଏବଂ ସେଠାରେ ଆପଣ ମାନେ ନିଶ୍ଟିତ ଭାବେ ଜାଣି ପାରିବେ କି ଆପଣ ମାନଙ୍କ ଆଧାର ରେ ଆପଣ ମାନଙ୍କ କେଉଁ ଏକାଉଣ୍ଟ ଟି ଲିଙ୍କ୍ ରହିଛି । ପରେ ଆପଣ ମାନଙ୍କ ର ସମସ୍ତ ଯୋଜନା ର ପଇସା ସେହି ବ୍ୟଙ୍କ୍ ଏକାଉଣ୍ଟ କୁ ଆସିବ ବୋଲି ଜାଣି ନିଅନ୍ତୁ । ହଁ ସେଠାରେ ଆପଣ ମାନଙ୍କୁ ଆଧାର ନମ୍ବର ମାଗିବ ଏବଂ ପରେ ଆପଣ ମାନଙ୍କୁ ଗୋଟିଏ କେପ୍ଚା ଫିଲ୍ କରିବା ପାଇଁ ପଡିବ । ପରେ ଆପଣ ମାନେ ଜାଣିବେ ।bank

ଆମେ ଆପଣ ମାନଙ୍କୁ ୱେବସାଇଟ୍ ର ଲିଙ୍କ୍ କୁ ଦେଇଛି ଅଧିକ ଜାଣିବା ପାଇଁ । https://resident.uidai.gov.in/bank-mapper ନିଶ୍ଚିତ ଭାବେ ଆପଣ ମାନେ ଉପରେ ଦିଆ ଜାଇ ଥିବା ଲିଙ୍କ୍ ରେ ଡାଇରେକ୍ଟ ଜାଇ କରି ଏହାକୁ ଚେକ୍ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *