ମରିଗଲେ ବି ରବିବାର ରାତିରେ ଏହି ଗୋଟେ ଜିନିଷ ଖାଆନ୍ତୁ ନାହିଁ ଭୟଙ୍କର ଗରିବ ଆସିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣନ୍ତି ରବିବାର କୁ ସୂର୍ଯ୍ୟ ଙ୍କର ବାର ବୋଲି ମନାଯାଏ ସେମିତି ରେ ଏହି ଦିନ ରେ ଆମ ମାନଙ୍କୁ ଏମିତି କିଛି କାମ କରିବା କଥା ନୁହେଁ ଜାହା ଆମକୁ ଶାସ୍ତ୍ର ରେ ମନା କରା ଜାଇଛି ସେମିତି ରେ ଯେତେ ବେଳେ ଆମ ଜାତକ ରେ ସୂର୍ଯ୍ୟ ଦେବ ନିଜର ସ୍ଥାନ ବଦଳେଇ ଥାନ୍ତି ତେବେ ଏହା ବଡ ବିପଦ ର ସଂଙ୍କେତ ହୋଇଥାଏ , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କାର୍ଯ୍ୟ ବିଷୟ ରେ କହିବା ପାଇଁ ଜାଉଛୁ ଜାହାକୁ ରହିବାର ଦିନ କେବେ ବି କରିବା ଉଚିତ୍ ନୁହେଁ ନହେଲେ ଆପଣ ମାନଙ୍କର ସର୍ବନାଥ ହୋଇ ପାରେ । ପ୍ରଥମ କଥା ରବିବାର ଦିନ ଭୁଲେ ରେ ବି ବରଗଛ ରେ ଜଳ ଚଢେଇବା ଉଚିତ୍ ନୁହେଁ ଏମିତି ମନାଯାଏ ।tree

କି ଏହି ଦିନ ରେ ବର ଗଛ ରେ ଜଳ ଚଢେଇବା ଦ୍ୱାରା ଅନିଷ୍ଟ ହୋଇଥାଏ । ସେହି ପରି ଦ୍ୱତୀୟ କଥାା ହେଲା କି ଆମେ ମାନେ ସମସ୍ତେ ଜାଣନ୍ତି କି ରବିବାର ଦିନ ଛୁଟି ଦିନ ଭାବି ବହୁତ ଡେରି ଯାଏ ଶୋଇ ରହିଥାଉ ହେଲେ ଆପଣଙ୍କୁ ଯଦି ସୂର୍ଯ୍ୟ ଙ୍କୁ ପ୍ରଶନ୍ନ କରିବାର ରହିଛି ତେବେ ରବିବାର ଦିନ ସକାଳୁ ଉଠି ସ୍ନାନ ସାରି ଏକ ତମ୍ବା ଢାଳ ଜଳ ଅର୍ପଣ କରନ୍ତୁ , ସେହି ପରି ତିନି ରେ ରବିବାର ଦିନ ଆପଣ ମାନେ ନିଜର ଚୁଟି କୁ କାଟନ୍ତୁ ନାହିଁ ବା ତେଲ ଲଗାନ୍ତୁ ନାହିଁ ହେଲେ ସୂର୍ଯ୍ୟ ଦେବ ଙ୍କୁ ଆପଣ ମାନଙ୍କ ରାଶି ରେ ପ୍ରବଳ ସ୍ଥାନ କୁ ଆଣିବା ପାଇଁ ସୂର୍ଯ୍ୟ ଦେବ ଙ୍କୁ ତେଲ ଅର୍ପଣ କରନ୍ତୁ ।msur

ସେହି ପରି ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ରବିବାର ଦିନ ଆପଣ ମାନଙ୍କୁ ମସୁରୀ ଡାଲି ର ସେବନ କରିବା ଅନୁଚିତ୍ ହୋଇଥାଏ ଏହା ଶାସ୍ତ୍ର ରେ ବର୍ଣ୍ଣିତ ରହିଛି କି ମସୁରୀ ଡାଲି କୁ ଶାସ୍ତ୍ର ରେ ଖାଇବା ପାଇଁ ମନା କରା ଜାଇଛି , ଯଦି ଆପଣ ମାନଙ୍କ ଜାତକ ରେ ସୂର୍ଯ୍ୟ ଙ୍କର କୁ ଦୃଷ୍ଟି ରହିଛି ତେବେ ଆପଣ ମାନେ କିଛି ସମୟ ପାଇଁ ପିଆଜ ଅଦା ରସୁଣ ଆଦି ସେବନ କରନ୍ତୁ ନାହିଁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *