ଆସୁଛି ମହାପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଭୁଲରେ ବି କରନ୍ତୁ ନାହିଁ ଏହି 7 କାମ ! ନଚେତ ଆସିପାରେ ଭୟଙ୍କର ବିପତ୍ତି !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହା ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଭୁଲ ରେ ବି କରନ୍ତୁ ନାହିଁ ଏହି ସବୁ କାମ ନଚେତ୍ ଆସି ପାରେ ଆପଣ ମାନଙ୍କ ପଖକୁ ଭୟଙ୍କର ବିପତ୍ତି କାର୍ତ୍ତିକ ମାସର ଏକାଦୋସୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ପାଞ୍ଚ ଦିନ କୁ ମହା ପଞ୍ଚୁକ ବୋଲି କୁହା ଜାଇଥାଏ ଏବଂ ଏହାକୁ ବହୁତ ପବିତ୍ର ବୋଲି ମନାଯାଏ । ଏହି ପଞ୍ଚୁକ ଲୋକ ମାନେ ଦାନ ଏବ ଧର୍ମ କରିଥାନ୍ତି ଏହି ଦିନ ମାନଙ୍କ ରେ ମାଆ ଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କରିବା ପାଇଁ ବିଭିନ୍ନ ଉପାୟ ମାନ କରି ଥାନ୍ତି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟ ରେ ପୂଜା ପାଠ କରିବା ଦ୍ୱାରା ନିଶ୍ଚିତ ଭାବେ ଶୁଭ ଫଳ ମିଳେ ଏବଂ ସେହି ପରି ବେଳେ ଆମେ ମାନେ ଏହି ସମୟ ରେ କିଛି ଅଶୁଭ କାର୍ଯ୍ୟ କରିଥାନ୍ତି ।radha

ତେବେ ନିଶ୍ଚିତ ଭାବେ ଅଶୁଭ ଫଳ ମିଳିଥାଏ  ।ତେବେ ସେମିତି ବେଳେ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ପଞ୍ଚୁକ ରେ କେଉଁ ସବୁ କାମ କରିବା ଉଚିତ୍ ନୁହେଁ । ପ୍ରଥମେ ବନ୍ଧୁଗଣ କେବେ ସକାଳ ସମୟ ରେ ଡେରି ପର୍ଯ୍ୟନ୍ତ ଶୋଇବା ଉଚିତ୍ ନୁହେଁ ଏହି ସମୟ ରେ ଆପଣ ମାନଙ୍କୁ ସବୁ ବେଳେ ବ୍ରହ୍ମ ମୂହୁର୍ତ୍ୱ ରେ ଉଠିବା ଉଚିତ୍ ଯେଉଁ ମାନେ ସୂର୍ଯ୍ୟଦୟ ପର୍ୟ୍ୟନ୍ତ ଶୋଇ ଥାନ୍ତି ସେମାନଙ୍କୁ ମାଆ ଲକ୍ଷ୍ମୀ ଙ୍କୁ କୃପା ମିଳେ ନାହିଁ । ସେହି ପରି ଦୁଇ ରେ ବନ୍ଧୁଗଣ ଏହି ଦିନ ରେ ଆପଣ ମାନେ କେବେ ବି କ୍ରୋଧ କରନ୍ତୁ ନାହିଁ ।

ଯଦି ଆପଣ ମାନଙ୍କ ମଧ୍ୟ ରେ ରହିଛି ତେବେ ଖୁବ୍ ଶୀଘ୍ର ଆପଣ ମାନେ ଏହି ଅଭ୍ୟାସ କୁ ଛାଡି ଦିଅନ୍ତୁ ଏବଂ ଏହା ସହିତ ଘର ପରିବେଶ କୁ ଆପଣ ମାନେ ଶାନ୍ତ ରଖନ୍ତୁ । ସେହି ପରି ତିନି ରେ ଆପଣ ମାନେ ଏହି ଦିନରେ କେବେ ବି ବାଦ ବିବାଦ ଆଦି କରନ୍ତୁ ନାହିଁ ବା ଆପଣ ମାନେ କେବେ ବି ଘରେ ଝଗଡା କରନ୍ତୁ ନାହିଁ ସେହି ପରି ବନ୍ଧୁଗଣ ଏହି ସମୟ ରେ ଆପଣ ମାନେ ଘର କୁ ସଫା ସୁତୁରା ରଖିବା ନିହାତି ଆବଶ୍ୟକ ରହିଥାଏ ।radha

ଏବଂ ଏହି ସମୟ ରେ ଆପଣ ମାନେ କେବେ ବି ବୟସ୍କ ଲୋକ ମାନଙ୍କୁ ଅପମାନ କରନ୍ତୁ ନାହିଁ ଅଏହି ସମୟ ରେ ଆପଣ ମାନେ ସମସ୍ତ ଙ୍କୁ ସମ୍ମାନ କରନ୍ତୁ ଆପଣ ମାନଙ୍କ ପାଇଁ ଭଲ ହେବ ଏବଂ ଆପଣ ମାନଙ୍କ ଉପରେ ମାଆ ଙ୍କ କୃପା ରହିବ। ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *