ପ୍ରତିଦିନ ରାତିରେ କରନ୍ତୁ ଏହି 3 କାମ ! ବନିଯିବେ କୋଟିପତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ  ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତି ଦିନ ରାତି ରେ କରନ୍ତୁ ଏହି ତିନି ଗୋଟି କାମ ହୋଇ ଯିବେ କୋଟିପତି ଚାଣକ୍ୟ ନୀତି ଅନୁସାରେ ପ୍ରତି ଦିନ ରାତି ରେ ଆପଣ ମାନେ ବାସ୍ ଏହି ତିନୋଟି କାମ କରନ୍ତୁ ବାସ୍ ଏହି ଗ୍ରନ୍ଥ ର ବିଭିନ୍ନ ସମସ୍ୟା ମାନବ ସମାଜ ର ବିଭିନ୍ନ ସମସ୍ୟା କୁ ଦୂର କରିବା ପାଇଁ ହୋଇ ଥିଲା । ସେମିତି ରେ ଚାଣକ୍ୟ ଜଣେ ମହାନ୍ ଜ୍ଞ୍ୟାନୀ ଥିଲେ ତାଙ୍କର ପ୍ରତ୍ୟେକ କଥା ସଂମ୍ପର୍ଣ୍ଣ କାର୍ଯ୍ୟ କ୍ଷେମ ହେଉ ଥିଲା ତେବେ ଆସନ୍ତୁ ଆମେ ଜାଣିବା ପ୍ରତି ଦିନ ରାଶି ରେ କେଉଁ କାର୍ଯ୍ୟ କରିବା ପାଇଁ କହିଛନ୍ତି ଚାଣକ୍ୟ ପ୍ରଥମେ ବନ୍ଧୁଗଣ ନିଜର ଲକ୍ଷ ବିଷୟ ରେ ଭାବିବା ଏବଂ ଆଗାମୀ ଦିନ ରେ କଣ କରିବେ ଚିନ୍ତା କରନ୍ତୁ ଏମିତି କରିବା ଦ୍ୱାରା ଆପଣ ମାନେ ନିଜର ସ୍ୱପ୍ନ କୁ ସବୁ ବେଳେ ପୂରଣ କରିବା ପାଇଁ ଚେଷ୍ଟା କରି ପାରିବେ ଏବଂ ଆପଣ ମାନେ ସଫଳତା ହାସଲ କରି ପାରିବେ ।sleep

ସେହି ପରି ଶୋଇବା ପୂର୍ବ ରୁ ଆଜି ଦିନ କରି ଥିବା ଭୁଲ କୁ କେମିତି ଭାବେ ସୁଧୁରା ଜାଇ ପାରିବ ସେହି ବିଷୟ ରେ ନିଶ୍ଚିତ ଭାବେ ଥରେ ଭାବନ୍ତୁ ଏବଂ ସେହି ଭୁଲ କେମିତି ଆଗାମୀ ସମୟ ରେ ହେବ ନାହିଁ ସେହି ବିଷୟ ରେ ସ୍ଥିର କରନ୍ତୁ ସେହି ପରି ତିନି ରେ ବନ୍ଧୁଗଣ ଆପଣ ମାନେ ସବୁ ବେଳେ କୈଣସି କାମ କରିବା ପାଇଁ ଆତ୍ମ ବିଶ୍ୱାସ ରଖନ୍ତୁ କି ଆସନ୍ତା କାଲି ନିଶ୍ଚିତ ଭାବେ ସଫଳ ହେବେ କେବେ ବି ହାର ମାନନ୍ତି ନାହିଁ ନିଜ ଉପରେ ସବୁ ବେଳେ ଭରଷା ରଖନ୍ତୁ । ସେହି ପରି ବନ୍ଧୁଗଣ ଚାଣକ୍ୟ ଙ୍କ ଅନୁସାରେ କେବେ ବି ନିଜର ଗୁପ୍ତ କଥା କାହାକୁ କହିବେ ନାହିଁ ଏମିତି କରିବା ଆପଣ ମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରି ପାରେ ଭୟ କୁ ଡରି କେବେ ପଳେଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ ।sleep

ସବୁ ସମୟ ରେ ଆପଣ ମାନେ ନିଜର ଡର କୁ ସାମ୍ନା କରିଲେ ଆପଣ ମାନଙ୍କ ପାଇଁ ପରେ ତାହା ସଫଳତା ର ପାହାଚ ଭାବେ ପ୍ରସ୍ତତୁ ହେବ ବନ୍ଧୁଗଣ ଆପଣ ମାନଙ୍କୁ କହି ଦେବୁ କୁ ମୂର୍ଖ ଙ୍କ ଠାରୁ ପ୍ରଶଂସା ସୁଣିବା ଅପେକ୍ଷା ଭଲ ଜ୍ଞ୍ୟାନୀ ଲୋକଙ୍କ ଠାରୁ ଗାଳୀ ସୁଣିବା ଶହେ ଗୁଣ ଭଲ ହୋଇ ଥାଏ ବୋଲି ଆଚାର୍ଯ୍ୟ କହିଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *