ମରିଗଲେ ବି ଗାଈକୁ ଏହି ଜିନିଷ ଖାଇବା ପାଇଁ ଦିଅନ୍ତୁ ନାହିଁ, ବର୍ବାଦ ହୋଇଯିବେ ।

cow

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଭୁଲ ରେ ବି ଗୋମାତା ଙ୍କୁ ଏହି ଜିନିଷ ଖୁଆନ୍ତୁ ନାହିଁ ନେହଲେ ଆପଣ ମାନଙ୍କୁ ନର୍କ ଭୋଗ କରିବା ପାଇଁ ପଡିବ । ସେମିତି ରେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ହିନ୍ଧଉ ଧର୍ମ ରେ ଗାଈ କୁ ପୂଜନିୟ ଏବଂ ଗୋମାତା ଭାବେ ମନାଯାଏ । ସେମିତି ରେ ଗାଈ ମଧ୍ୟ ରେ 33 କୋଟି ଦେବୀ ଦେବତା ବାସ କରନ୍ତି ଗାଈ ଦର୍ଶନ କରିବା ଦେବି ଦେବତା ଙ୍କ ଦର୍ଶନ କରିବା ସହିତ ସମାନ ଅଟେ ହିନ୍ଧୁ ଦର୍ମ ଅନୁସାରେ ଗାଈ ର ସେବା କରିବା ସବୁଠୁ ବଡ ଧର୍ମ ହୋଇଥାଏ । ହେଲେ କଣ ଆପଣ ମାନେ ଏହି କଥା ଜାଣନ୍ତି କି ଗାଈ କୁ ଭୁଲ ରେ ବି ଏହି ଜିନିଷ ଖୁଆଇବା ଉଚିତ୍ ନୁହେଁ ।cow

ଏହି ପାପ ପର ଜନ୍ମ ଯାଏ ପିଛା ଛାଡେ ନାହିଁ । ବନ୍ଧୁଗଣ ଗୋମାତା ଙ୍କୁ ଭୁଲ ରେ ବି ବାସି ରୁଟି କେବେ ବି ଖୁଆଇବେ ନାହିଁ ଅଧିକାଶଂ ସମୟ ର ରାତି ରେ ରଖିଥିବା ରୋଟି ସକାଳକୁ ଖରାପ ହୋଇଥାଏ ଜାହାକୁ ଆମେ ନଖାଇ ଗାଈ କୁ ଖାଇବା ପାଇଁ ଦିଅନ୍ତି । ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ କହିବୁ କି ଗାଈ କୁ ବାଟି ରୁଟି ଖୁଆଇ ହେବ ହେଲେ ଯଦି ସେହି ରୁଟି ଖରାପ ହୋଇ ଜାଇଛି ତେବେ ତାହାକୁ କେବେ ବି ଖୁଆନ୍ତୁ ନାହିଁ । ଏମିତି କରିଲେ ପାପ ଲାଗେ ଏବଂ ମାତା ଅର୍ଣ୍ଣ ପୂର୍ଣ୍ଣା ଙ୍କର ଅପମାନ ବୋଲି କୁହାଯାଏ । ଏବଂ ଏହି ପାପ କୁ ପୂରା ପରିବାର ଲୋକ ମାନେ ଭୋଗ କରିବା ପାଇଁ ପଡେ । ସେହି ପରି ଗୋ ମାତା ଙ୍କୁ ରୁି ସହିତ ଫଳ ଏବଂ ସବୁଜ ପନିପରିବା ବି ଆପଣ ମାନେ ଖୁଆଇ ପାରିବେ ।coww

ଗାଈ କୁ ଆମେ ମାନେ ହିନ୍ଧୁ ଧର୍ମ ରେ ମାଆ ଭାବେ ପୂଜା କରିଥାନ୍ତି। ତେବେ ଏମିତି ବେଳେ ଶାସ୍ତ୍ର ବିଦ୍ ମାନଙ୍କ ଅନୁସାରେ ଯଦି ଆପଣ ମାନେ ଗାଈ କୁ ପ୍ରତି ଦିନ ଗୋଟେ ପରିବା ଖୁଆଇ ଥାନ୍ତି ସେମାନଙ୍କୁ ନିଶ୍ଚିତ ଭାବେ ଜିବନ ରେ ସୁଖ ଶାସ୍ତି ବୃଦ୍ଧି ହୁଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *