2 ଟଙ୍କା ଜମା କରି ପାଆନ୍ତୁ 36 ହଜାର ଟଙ୍କା । ଦୂର ହେବ ଭବିଷ୍ୟତ ଚିନ୍ତା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋଦି ସରକାର ଙ୍କ ବଡ ଯୋଜନା କେବଳ 2 ଟଙ୍କା ଜମା କରିଲେ ମିଳିବ 36 ହଜାର ଟଙ୍କା । ସାଧାରଣତଃ ଗରିବ ଲୋକ ମାନେ ନିଜର ଭବିଷ୍ୟତ କୁ ନେଇ ସବୁ ବେଳେ ଚିନ୍ତା ରେ ରହିଥାନ୍ତି । ଦିନ ମଜୁରୀ କରି ଜାହା ବି ଟଙ୍କା ଆଣନ୍ତି ସେହି ସବୁ ପରିବାର ପ୍ରତିପୋଷଣ ରେ ଖର୍ଚ୍ଚ ହୋଇଯାଏ । ସେମାନଙ୍କ ପାଇଁ କେବେ ବି ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିବା ସମ୍ଭବ ହୋଇ ପାରେ ନାହିଁ । ଏହି ପରି କ୍ଷେତ୍ର ରେ ପି ଏମ୍ ସମଯୋଗୀ ମନ୍ଥନ ଯୋଜନା ରେ ଆପଣ ମାନେ ନିବେଶ କରି ପାରିବେ । ସେମିତି ରେ ଏହା ପାଇଁ ଆପଣ ମାନଙ୍କୁ 18 ରୁ 40 ବର୍ଷ ମଧ୍ୟ ରେ ହୋଇ ଥିବା ଜରୁରୀ ଅଟେ । ଯଦି ଆପଣ ମାନେ 18 ବର୍ଷ ର ଅଟନ୍ତି ଏବଂ ଏହି ଯୋଜନା ରେ ଆପଣ ମାନଙ୍କୁ କେବଳ ମାସ କୁ 55 ଟଙ୍କା ଦେବାକୁ ପଡିବ ।modi

ମାନେ ଆପଣ ମାନଙ୍କୁ କେବଳ 2 ଟଙ୍କା ଦେବାକୁ ପଡିବ । ସେହି ପରି 29 ବର୍ଷ ବୟସ ରେ ଯେଉଁ ମାନେ ସାମିଲ୍ ହେବେ ସେମାନଙ୍କୁ ମାସିକ 100 ଟଙ୍କା ଏବଂ 40 ବର୍ଷ ର ବୟସ ର ଲୋକ ମାନଙ୍କୁ 200 ଟଙ୍କା ଜମା କରିବା ପାଇଁ ପଡିବ । ଜଣେ ବ୍ୟକ୍ତି ଙ୍କୁ ଏହି ଯୋଜନା ରେ ସାମିଲ୍ ହେବାକୁ ହେଲେ ସେହି ବ୍ୟକ୍ତି ର ଆୟ 15 ହଜାର ରୁ କମ୍ ହେବା ଜୁରୁରୀ ହେବା ଆବଶ୍ୟକ ଅଟେ । ବ୍ୟକ୍ତି ମାନେ ଡ୍ରାଇଭର , ସୁଇପର , ଇଲେକ୍ଟିସିଆନ ଶ୍ରେଣୀ ର ହୋଇ ଥିବା ଜରୁରୀ ଅଟେ। ଏବଂ ଏହା ବ୍ୟତିତ ବ୍ୟକ୍ତି ର ବୟସ ସୀମା 18 ରୁ 40 ହେବା ଜୁରୁରୀ ଅଟେ । ସେହି ପରି ରେଜିଷ୍ଟସନ କରିବା ପାଇଁ ହେଲେ ଆପଣ ମାନଙ୍କୁ CMC ସେଣ୍ଟର କୁ ଯିବାକୁ ପଡିବ ।modi

ସେଠାରେ ଆପଣ ମାନଙ୍କୁ ଆଦାର କାର୍ଡ ଏବଂ ଜନ ଧନ ଯୋଜନା ଖାତା ଦେବାକୁ ପଡିବ । ସେହି ଥିରେ ଥିବା IFCE ନମ୍ବର ଜରୁରୀ ଅଟେ । ଆପଣ ମାନଙ୍କ ରେଜିଷ୍ଟେସନ ସଂମ୍ପର୍ଣଅଣ ହେବା ପରେ ଆପଣ ମାନଙ୍କୁ ଶ୍ରମ ଯୋଗୀ କାର୍ଡ ମିଳି ଯିବ । ଆପଣ ମାନଙ୍କୁ ଜଣେଇ ଦେବୁ କି ଏହା ଏକ ପେନସନ ଯୋଜନା ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *