ବାଛନ୍ତୁ ଗୋଟିଏ ଠାକୁର ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ।

cheese one

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ତିନୋଟି ଦେବତା ବିଷୟ ରେ ଜଣେଇବୁ ଆପଣ ମାନେ ସେହି ଥିରୁ ଜଲ୍ଦି କୈଁଣସି ବି ଦେବତା ଙ୍କୁ ବାଛନ୍ତୁ । ଏହି ଦେବତା ର ଚୟନ ରୁ ହିଁ ଆପଣ ମାନଙ୍କ ଭବିଷୟ ବିଷୟ ରେ ଜାଣି ହେବ । ତେବେ ଆମେ ଆପଣ ମାନଙ୍କୁ ସେହି ବିଷୟରେ ଆପଣ ମାନଙ୍କୁ କିଛି କହିବୁ । ତେବେ ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ଆପଣ ମାନଙ୍କୁ ସେହି ଦେବତା ର ଚୟନନ ରୁ ହିଁ ଆପଣ ମାନଙ୍କ ଭାଗ୍ୟ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜଣା ପଡିବ । ତେବେ ଆଉ ମୋଟେ ବି ଡେରି ନ କରି ଆସନ୍ତୁ ଆରମ୍ଭ କରିିବା ।ganesha

ପ୍ରଥମେ ଯଦି ଆପଣ ମାନେ ଗଣେଷ ଭଗବାନ ଙ୍କୁ ବାଛି ଥିଲେ ତେବେ ଆପଣ ମାନଙ୍କ ଜିବନ ରେ ନାନା ପ୍ରକାରର ସମସ୍ୟା ଦୂର ହୋଇଥାଏ । ସବୁବଳେ ଭାଗ୍ୟ ଏମାନଙ୍କ ସାଥ୍ ଦେଇ ଥାଏ । ଗଣେଷ ଭଗବାନ ଙ୍କୁ ପସନ୍ଦ କରି ଥିବା ଲୋକ ମାନେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥାନ୍ତି । ଏବଂ ଏମାନଙ୍କ ହୃଦୟବି ସେମିତି ସୁନ୍ଦର ହୋଇ ଥାଏ । ଏମାନେ ପ୍ରତ୍ୟେକ ଲୋକ ମାନଙ୍କ ଭାବନା କୁ ଗୁରୁତ୍ୱ ଦିଅନ୍ତି ।

ସେହି ପରି ଆପଣ ମାନେ ପ୍ରଥମ ନଜର ରେ ହିଁ ଶିବ ଭଗବାନଙ୍କୁ ବାଛି ଥିଲେ ତେବେ ଆପଣ ମାନଙ୍କୁ କହିବୁ କି ଆପଣ ମାନଙ୍କ ଆଗାମୀ ଜିବନ ରେ ଅର୍ଥ ସମସ୍ୟା ଦୂର ହେବ । ଆପଣ ନିଜର ରୋଜଗାର ର ଅଧିକ ଟଙ୍କା ଖର୍ଚ୍ଚ କରିବେ । ଏମାନେ କେବେ ବି ଲୋଭୀ ହୋଇ ନ ଥାନ୍ତି । ଏମାନଙ୍କ ହୃଦୟ ବହୁତ ବଡ ହୋଇ ଥାଏ । ଯେକୈଣସି ବଡ ସମସ୍ୟା ରେ ବି ଏମାନେ ଚୁପ୍ ରହିଥାନ୍ତି ।krishna

ସେହି ପରି ଆପଣ ମାନେ ଯଦି କୃଷ୍ଣ୍ନ ଭଗବାନ ଙ୍କୁ ବାଛିଥିଲେ ତେବେ ଏହି ପରି ଲୋକ ମାନେ ରଚନାତ୍ମକ ହୋଇ ଥାନ୍ତି । ଏବଂ ନର୍ମଳ ହୃହୟ ର ହୋଇ ଥାଏ । ଆପଣ ଅନେକ ବଡ ସମସ୍ୟା ର ସମାଧାନ ଅତି ସହଜ ରେ କରି ପାରନ୍ତି । ଏବଂ ଆପଣ ମାନେ ଏକ ସୁନ୍ଦର ଭବିଷତ ବିଷୟ ରେ ଚିନ୍ତା କରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *