ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ର କୁ ୩ ଥର ଜପ କରନ୍ତୁ ।

hanuman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ ହନୁମାନ ଙ୍କୁ ସମ୍ପର୍ପିତ ହନୁମାନ ଚାଳିଶା ବିଷୟରେ କିଏ ବା ନ ଜାଣେ ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣନ୍ତି ଏହି ଚମତ୍କାର ର ରହସ୍ୟ କଣ ତେବେ ଏକ ପୈରାଣିକ କଥା ଦ୍ୱାରା ଆପଣ ମାନଙ୍କୁ ଆଜି ଏଠାରେ ସେହି ବିଷୟ ରେ କହିବୁ । ସେମିତି ରେ ଆପଣ ମାନେ ହନୁମାନ ଙ୍କର ପିଲା ଦିନ ର ଅବତାର ବିଷୟରେ ଜାଣି ଥିବେ ତେଣୁ ଆପଣ ମାନେ ଏହି କାହାଣୀ ବିଷୟରେ ଆଗରୁ ସୁଣି ଥାଇ ପାରନ୍ତି । କି ହନୁମାନ ଙ୍କୁ ଯେତେ ବେଳେ ଭୋକ ଲାଗି ଥିଲା ତେବେ ସେହି ସମୟ ରେ ସେ ଆକାଶ ର ସେହି ଲାଲି ଦେଖା ଜାଉ ଥିବା ସୂର୍ଯ୍ୟ ଙ୍କୁ ଫଳ ବୋଲି ଭାବି ଖାଇବା ପାଇଁ ଜାଇ ଥଲେ ।hanumaji

ଏହା ଦ୍ୱାରା ଇନ୍ଦ୍ରଦେବ ହନୁମାନ ଙ୍କୁ ଶସ୍ତ୍ର ଦ୍ୱାରା ଆଘାତ କରି ଥିଲେ । ଏବଂ ପରେ ସେ ମୂର୍ଛିତ ହୋଇ ଥିଲେ ହେଲେ ଯେତେ ବେଳେ ଜାଣି ପାରିଲେ ସମସ୍ତ ଦେବତା କି ହନୁମାନ ଶିବ ଙ୍କର ଅବତାର ବୋଲି ତେବେ ସମସ୍ତ ଦେବତା ମାନେ ଶକ୍ତି ପ୍ରଦାନ କରି ଥିଲେ, ଏବଂ ସେମାନେ ତାଙ୍କର ହନୁମାନ ଚାଳିଶା ର ପାଠ ତଥା ଏକ ଖାସ୍ ମନ୍ତ୍ର ବିଷୟ ରେ ବି କହି ଥିଲେ ଜାହା ବହୁତ ଶକ୍ତି ଶାଳୀ ଅଟେ । ଜାହାକୁ ଜିବନ ରେ ଜପ କରିଲେ ସବୁ ସମସ୍ୟା ଦୂର ହୋଇଥାଏ , ଏହି ମନ୍ତ୍ର କୁ ଆପଣ ମାନେ ମଙ୍ଗଳବାର ଦିନ ଉଚାରଣ କରନ୍ତୁ ,କାରଣ ଏହି ଦିନ ଟି ହନୁମାନ ଙ୍କ ଅତି ପ୍ରିୟ ଦିନ ଅଟେ । ଶୁଭ ସମୟ ହେଲା ରାତି ରେ ଶୋଇବା ପୂର୍ବ ରୁ ଉଚାରଣ କରନ୍ତୁ ମଧ୍ୟରେ ତେବେ ଆସନ୍ତୁ ଜାଣି ନେବା ସେହି ମନ୍ତ୍ର ବିଷୟ ରେ ।hanumana

ହନୁମାନ ଜାଗୋ ତିଲୋକାରୀ ମାରୁ ତୁ ହୁକାରେ ରାମ କାର୍ଯ୍ୟେ ସବାରେ ଓଡେ ସୁନ୍ଦର ସିତା ମାୟେକା ତୁ ପ୍ରହରୀ ରାମଦ୍ୱାରେ , ମେ ବୁଲାଉ ତୋ ଅବ୍ ଆ ନେ ଆୟେ ତ ଶ୍ରୀ ହନୁମାନ ଶ୍ରୀ ରାମ ଆର ସୀତା ମାତା କି ଦୁହାୟୀ ଶବ୍ଦ କାଞ୍ଚା ପୀଡା କାଞ୍ଚା ଏ ମନ୍ତ୍ର ଇଶ୍ୱର ବାଜା , ଏହି ମନ୍ତ୍ର କୁ ଆପଣ ମାନେ ଜପ କରି ଦେଖନ୍ଚତୁ ଏବଂ ପରେ ଆପଣ ମାନେ ଦେଖିବେ ଏହାର ଚମତ୍କାର ସବୁ କାର୍ଯ୍ୟ ସଠିକ୍ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *