ଜନ୍ମ ମାସ ଜଣାଏ ବ୍ୟକ୍ତିର ସ୍ୱଭାବ,ଜାଣନ୍ତୁ ଆପଣଙ୍କ ସ୍ୱଭାବ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜନ୍ମ ମାସ ବ୍ୟକ୍ତି ର ସ୍ୱଭାବ ଏବଂ ଚରିତ୍ର ବିଷୟ ରେ ଜଣେଇ ଥାଏ ତେବେ ଆପଣ ମାନେ ନିଜର ଜନ୍ମ ମାସ ଅନୁସାରେ ଜାଣି ପାରିବେ ଆପଣ ମାନଙ୍କ ସ୍ୱଭାବ କେମିତି ଏବଂ ଆପଣ ମାନେ କେମିତିକା । ତେବେ ଯଦି ଆପଣ ମାନେ ଜାନୁଆରୀ ମାସ ରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଏହି ମାସ ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନେ ଗମ୍ବୀର ଅନେକ କୋଠର ସ୍ୱଭାବ ର ହୋଇ ଥାନ୍ତି । ଏମାନେ ସମିକ୍ଷ୍ୟକ ଭୂମିକା ରେ ରହିବା ସହିତ ସବୁ ସମୟ ରେ ଚତୁରତା ସହିତ କାମ କରିବା ପାଇଁ ପସନ୍ଦ କରନ୍ତି । ସେହି ପରି ଫେବୃଆରୀ ରେ ଜନ୍ମ ହୋଇ ଥିବା ଲୋକ ମାନେ ବହୁତ ଜଲ୍ଦି ରାଗିବା ସହିତ ଏମାନେ ବହୁତ ରୋମାଣ୍ଟିକ୍ ହୋଇ ଥାନ୍ତି । ଏମାନେ ସବୁ କଥା ର ସାରାଶଂ ବାହାର କରି ବୁଝିବା ପାଇଁ ଚେଷ୍ଟା କରନ୍ତି ।woman

ସେହି ପରି ମାର୍ଚ୍ଚ ରେ ଜନ୍ମ ହୋି ଥିବା ଲୋକ ମାନେ ସୁନ୍ଦର ଏବଂ ଆକର୍ଶକ ହୋଇ ଥାନ୍ତି । ଏପ୍ରିଲ ରେ ଜନ୍ମ ହୋଇ ଥିବା ଲୋକ ମାନେ ଅନ୍ୟ ସହିତ ଭଲ ଭାବେ ମିଶନ୍ତି ଏବଂ ନିଜର ସହିତ ଚାତୁର ଭାବ ଦେଖାନ୍ତି । ସେହି ପରି ମେ ମାସ ରେ ଜନ୍ମ ହୋଇ ଥିବା ଲୋକ ମାନେ ବିଶ୍ୱାସ ଯୋଗ୍ୟ ହେବା ସହିତ ଦୃଢ ସିଦ୍ଧାନ୍ତ ନିଅନ୍ତି । ଜୁନ୍ ରେ ଜନ୍ମ ହୋଇ ଥିବା ଲୋକ ଅଭିଳାଶୀ , କଳାତ୍ମକ ହୋF ଥାନ୍ତି । ଜୁଲାଇ ମାସ ରେ ଜନ୍ମ ହୋଇ ଥିଲା ଲୋକ ଅତ୍ୟନ୍ତ ବିଶ୍ୱାସ୍ଥ ସୁନ୍ଦର ରହସ୍ୟ ମୟ ହୋଇ ଥାନ୍ତି । ଅଗଷ୍ଟ ମାସ ରେ ଜନ୍ମ ହୋଇ ଥିଲା ଲୋକ ମାନେ ସୁସ୍ଥ ଏବଂ ସ୍ୱଚ୍ଛ ହୃଦୟ ର ହୋଇ ଥାନ୍ତି । ସେପ୍ଟେମ୍ବର ମାସ ରେ ଜନ୍ମ ହୋଇ ଥିବା ଲୋକ ଦୟାଳୁ , ସୁନ୍ଦର ଏବଂ ବୁଦ୍ଧି ମାନ ଅଟନ୍ତି ।womans

ଅକ୍ଟୋବର ରେ ଜନ୍ମ ହୋଇ ଥିବା ଲୋକ ଶକ୍ତିଶାଳୀ ଏବଂ ଭାବୁକ ଶ୍ୱଭାବ ର ହୋଇ ଥାନ୍ତି । ନଭେମ୍ବର ମାସରେ ଜନ୍ମ ହୋଇ ଥିବା ଲୋକ ମାନେ ମିଛ କହୁ ଥିବା ବ୍ୟକ୍ତି ଙ୍କୁ ସହଜ ରେ ଜାଣି ପାରନ୍ତି ସେମାନଙ୍କ ଠାରୁ ଦୂର ରେ ରୁହନ୍ତି । ସେହି ପରି ବନ୍ଧୁଗଣ ଡିସେମ୍ବର ମାସ ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନେ ଆଗ୍ରହୀ ଲାଜୁକ ସ୍ୱଭାବ ର ହୋି ଥାନ୍ତି ହେଲେ ଏମାନେ ବହୁତ ଭାବୁକ ମଧ୍ୟ ହୋଇ ଥାନ୍ତି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *