କୁମ୍ଭ ରାଶି ଡିସେମ୍ବର ମାସରେ ସାବଧାନ ରୁହନ୍ତୁ । କରନ୍ତୁ ନାହିଁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି ଏବଂ ଏଠାରେ ଆମେ କୁମ୍ଭ ରାଶି ଙ୍କ ଭାଗ୍ୟ ଏବଂ ସଂମ୍ପର୍ଣ୍ଣ ରାଶିଫଳ ଉପରେ କଥା ହେବାକୁ ଚାହିଁବୁ କି ସେମାନଙ୍କର ଏହି ମାସ ଟି କେମିତି ଭାବେ କଟିବା ପାଇଁ ଯାଉଛି ଏହି ରାଶି ମାନଙ୍କ ବିଶେଷ ଗୁଣ ଜାଣି ନେବା ଆବଶ୍ୟକ ଅଟେ ଏମାନେ ସାଧାରଣ ଭାବେ ଲିଡର ଫ୍ରେଣ୍ଡ ର ହୋଇଥାନ୍ତି । ଏମାନେ ସାଧାରଣତଃ ଲୋକ ମାନଙ୍କୁ ସପୋର୍ଟ କରି ଥାନ୍ତି । ସାମାଜିକ କାର୍ଯ୍ୟରେ ସେମାନେ ଇଚ୍ଛା ଅନୁସାରେ ଭାଗ ନିଅନ୍ତି ଏମାନେ ସାଧାରଣତଃ ଧାର୍ମିକ ପ୍ରବୃତି ର ହୋଇଥାନ୍ତି । ଏମାନଙ୍କ ସହିତ କେହି ଯୁକ୍ତି ରେ ପାରନ୍ତି ନାହିଁ ।kumbha rashi

ବନ୍ଧୁଗଣ ଜଣେଇବା ପାଇଁଁ ଚାହିଁବୁ କି ଏହି ଡିସେମ୍ବର ମାସ ଟି ଏମାନଙ୍କ ପାଇଁ ବହୁତ ଭଲ ରହିବ ସେମାନେ ହାତ ଦେଉ ଥିବା ସମସ୍ତ କାର୍ଯ୍ୟ ସଂମ୍ପର୍ଣ୍ଣ ହେବା ସହିତ ସେମାନଙ୍କ ଗୃହ କୁ ବିଭିନ୍ନ ପ୍ରକାରର ଖୁସି ଖବର ଆସିବ ସେହିପରି ଭାବେ କୈଣସି ନୂଆ ଭାଗି ଦାରୀ କାର୍ଯ୍ୟ ରେ ଆପଣ ମାନେ ଯୋଗ ଦେବେ । ଆପଣ ମାନେ ଏହି ଦିନ ରେ ନୂଆ ନୂଆ ମିତ୍ର କରିବା ପାଇଁ ଆଗ୍ରହ ପ୍ରକାଶ କରିବେ। ଆର୍ଥିକ ଉନ୍ନତି ପାଇଁ ଆପଣ ମାନେ ନୂତନ ଯୋଜନା କରିବେ । ଆପଣ ମାନଙ୍କ କାର୍ଯ୍ୟ ପ୍ରଣାଳୀ ରେ ସୁଧାର ଆସିବ ।

ଏହି ସମୟ ଠାରୁ ଆପଣ ମାନେ ଯେକୈଣସି ବି ନୂଆ କାର୍ଯ୍ୟ ର ଆରମ୍ଭ କରି ପାରିବେ । ଆପଣ ମାନଙ୍କ ମାନ ସମ୍ମାନ ରେ ବୃଦ୍ଧି ହେବ। କିଛି ପ୍ରଭାବ ଶାଳୀ ବ୍ୟକ୍ତି ମାନଙ୍କ ବହୁତ ଭଲ ସଂମ୍ପର୍କ ବଢିବ । ଆପଣ ମାନଙ୍କ ଗୃହ ରେ ଛୋଟ ପିଲା ଆସିବାର ରହିଛି । ତଥା ଏହା ସହିତ ଘରେ ଖୁସି ର ବାତାବରଣ ସବୁ ସମୟ ରେ ଦେଖିବା ପାଇଁ ମିଳିବ। କୁମ୍ଭ ରାଶି ରେ ଏହି ବର୍ଷ ଚତୁର୍ଥ ସ୍ଥାନ ରେ ବୁଧ ଏବଂ କେତୁ ରହିଛନ୍ତି ଏମାନେ ଏକତ୍ର ରହି ଥିବା ହେତୁ ଏହି ଦିନରେ ଏମାନଙ୍କ ମାତା ପିତାଙ୍କ ସ୍ୱାସ୍ଥ୍ୟ ରେ ଅନେକ ପରିବର୍ତନ ଦେଖିବା ପାଇଁ ମିଳିବ ।kumbha

ଏଠାରେ ଆପଣ ମାନଙ୍କୁ ମାତା ପିତାଙ୍କର ବିଶେଷ ଯତ୍ନ ନେବାକୁ ପଡିବ । କାରଣ ଏମାନଙ୍କ ଛୋଟ ରୋଗ ସମସ୍ୟା ସମାଧାନ ହେବାକୁ ଯାଉଛି ସେହି ପରି ଆପଣ ମାନଙ୍କର ଏହି ଦିନ ରେ ସଂମ୍ପତି ଜନିତ ଦୋଷ ବି ସଂମ୍ପର୍ଣ୍ଣ ଭାବେ ଦୂରହେବ ଆପଣ ମାନଙ୍କ ରୋକି ରହି ଥିବା କାମ ସଫଳ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *