ସକାଳୁ ଉଠିବା ମାତ୍ରେ ଦେଖନ୍ତୁ ଏହି ଜିନିଷ ଯାହା ବି ଇଚ୍ଛା ଥିବା ମାଗିବା ପୁର୍ବରୁ ହେବ ପୁରଣ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗାବନ ଶ୍ରୀକୃଷ୍ଣ କହିଛନ୍ତି ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଏହି 3 ଟି କାର୍ଯ୍ୟ କରିଲେ ଦୂର ହୋଇଥାଏ ସମସ୍ତ ଦରିଦ୍ରତା । ତେବେ ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଙ୍କ ର ଗୀତା ମାଧ୍ୟମ ରେ ଲୋକ ମାନଙ୍କର କଲ୍ୟାଣ ପାଇଁ ଅନେକ ଗୁଡିଏ ମହତ ଉପଦେଶ ଦେଇଛନ୍ତି ।ଭଗବତ ଗୀତା ସମଗ୍ର ସଂସାର ର ଶ୍ରେଷ୍ଠ ଗ୍ରନ୍ଥ ଅଟେ ଏହା ବେଦ ଓ ପୁରାଣ ଠାରୁ ମଧ୍ୟ ମହାନ ଅଟେ ଏହା ପରମାତ୍ମା ଭଗାବନ ଶ୍ରୀକୃଷ୍ଣ ଙ୍କ ର ବାଣୀ ଅଟେ । ତେଣୁ ବ୍ୟକ୍ତି କୁ ନିଜ ଜୀବନ ର କଲ୍ୟାଣ ପାଇଁ ଭଗବତ ଗୀତା ଅଧ୍ୟୟନ କରିବା ଅତି ଆବଶ୍ୟକ ଅଟେ ତେବେ ବନ୍ଧୁଗଣ ଭଗାବନ ଶ୍ରୀକୃଷ୍ଣ ଦେବୀ ରୁକମୀଣି ଙ୍କୁ ଅନେକ ମହତ ପୁର୍ଣ୍ଣ କଥା କହିଛନ୍ତି । ଦେବୀ ରୁକମୀଣି ଙ୍କ ମାଧ୍ୟମ ରେ ଭଗାବନ ଶ୍ରୀକୃଷ୍ଣ ଏହି ଜ୍ଞାନ କୁ ସମଗ୍ର ବିଶ୍ୱ କୁ ଦେଇଛନ୍ତି ।ଆଜି ଆମେ ଆପଣ ଙ୍କୁ କହିବାକୁ ଯାଉଛୁ ଏପରି 3 ଟିୁ କାମ ବିଷୟ ରେ ଯାହାକୁ ପ୍ରତି ଦିନ ସକାଳୁ ଉଠିବା ପରେ ତୁରନ୍ତ କରିବା ଦ୍ୱାରା ବ୍ୟକ୍ତି ର ଜୀବନ ରୁ ଦୁଃଖ ଦରିଦ୍ର ଓ ନିରାଶା ଶେଷ ହୋଇଯାଏ ।krishan

ଏବଂ ମହା ଲକ୍ଷ୍ମୀ ସର୍ବଦା ଏପରି ବ୍ୟକ୍ତି ଙ୍କ ଘରେ ବସବାସ କରନ୍ତି ପରିବାର ର ପରସ୍ପର ମଧ୍ୟ ରେ ଭଲ ପାଇବା ବଢିଥାଏ । ଏବଂ ଘରକୁ ଆସୁଥିବା ସମସ୍ତ ଅସୁବିଧା ଦୂର ହୋଇଥାଏ । ଏହି 3 ଟି କାମ ଏତେ ଗୁରୁତ୍ୱ ପୁର୍ଣ୍ଣ ଅଟେ ଯେ ପ୍ରତ୍ୟେକ ମଣିଷ ଏହାକୁ ପ୍ରତିଦିନ ଏହି 3 ଟି କାମ କୁ କରିବା ଉଚିତ ଏହି ବ୍ୟସ୍ତ ବହୁଳତା ଜୀବନ ରେ ଲୋକ ମାନେ ପିତୃ ପୁରୁଷ ଙ୍କ ଦ୍ୱାରା ଦିଆ ଯାଇଥିବା ଶିକ୍ଷା କୁ ଆଜିର ସମାଜ ରେ ବସ ବାସ କରୁଥିବା ବ୍ୟକ୍ତି ଭୁଲି ଯାଉଛନ୍ତି ଏବଂ ସକାଳେ ଯେଉଁ ମହତ୍ୱ ପୁର୍ଣ୍ଣ ସର୍ବ ପ୍ରଥମେ ଯାହା କରିବା ଉଚିତ ତାହା କରିବା ବନ୍ଦ କରି ଦିଅନ୍ତି ।

ବିନା କାରଣ ରେ ଧନ ସମ୍ପତ୍ତି ପାଇବା ଆଶା ରେ ଅନୁସରଣ କରିବା ଜାରି ରଖନ୍ତି ଯେଉଁ କାରଣ ସେମାନେ ପାଇଥିବା ଧନ ସମ୍ପତ୍ତି ସୁଖ ଏବଂ ଶାନ୍ତି ଦେଇ ନଥାଏ ଯଦି କୈଣସି ବ୍ୟକ୍ତି ପ୍ରତିଦିନ ସକାଳୁ ଏହି କାମ କରିଲେ ତାର ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ସକାଳୁ କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ ଅଟେ । ତେବେ ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ସକାଳୁ ଉଠିବା ମାତ୍ରେ କୈଣସି ଦୁଷ୍ଟ ବ୍ୟକ୍ତି ବା ବଦବାମ ବା କାମ ବାସନା ଯୁକ୍ତ ବ୍ୟକ୍ତି କୁ କେବେ ହେଲେ ଦେଖନ୍ତୁ ନାହିଁ କାରଣ ତାକୁ ଦେଖିବା ମାତ୍ରେ ଆପଣ ଙ୍କ ମନରେ ନକରାତ୍ମକ ଭାବନା ସୃଷ୍ଟି ହୋଇଥାଏ ।krishan

ଏହା ପରେ ଆପଣ କେବେବି ସକାଳୁ ଉଠିବା ପରେ ଆପଣ ନିଜର ପ୍ରତିବିମ୍ବ କୁ ଦର୍ପଣ ରେ ଦେଖନ୍ତୁ ନାହିଁ । ଠାକୁର ଙ୍କୁ ରଖା ଯାଇଥିବା ସ୍ଥାନ କୁ ସ୍ନାନ କରି ସାରିବା ପରେ ଯାଆନ୍ତୁ । ନିଜର ଛାଇ କୁ କେବେ ହେଲେ ସକାଳୁ ଉଠି ଦେଖନ୍ତୁ ନାହିଁ ଏବଂ ଆପଣ ସର୍ବ ପ୍ରଥମେ ଆପଣ ଙ୍କ ର ହାତ ର ପାପୁଲି କୁ ଦେଖିବା ଦ୍ୱାରା ତାହା ଭଲ ବୋଲି କୁହାଯାଇଥାଏ କାରଣ ହାତର ପାପୁଲି ର ଉପର ରେଖା ରେ ଲକ୍ଷ୍ମୀ ରହିଥାନ୍ତି ଏବଂ ମଝି ରେଖା ରେ ସରସ୍ୱତୀ ରହିଥାନ୍ତି ଏବଂ ଶେଷ ରେଖା ରେ ଭଗାବନ ଶ୍ରୀକୃଷ୍ଣ ଙ୍କ ର ବାସ ସ୍ଥାନ ହୋଇଥାଏ । ତେଣୁ ସକାଳେ ଉଠିବା ମାତ୍ରେ ଏହି ତିନି ଠାକୁର ଙ୍କ ର ଦର୍ଶନ କରିବା ଦ୍ୱାରା ଆପଣ ଙ୍କ ଜୀବନ ରେ ଏହା ଶୁଭ ଫଳ ଦେଇଥାଏ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *