କେଉଁ ଜାଗାରେ (ପରିସ୍ରା) କରିବା ଉଚିତ୍ ନୁହେଁ ମିଳିବ ଅଭିଶାପ ।

pishab

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଭାରତୀୟ ଜିବନ ରେ ମଣିଷ ମାନଙ୍କ ପାଇଁ ବହୁତ ଗୁଡିଏ ଉପାୟ ମାନ କୁହା ଜାଇଛି ଏବଂ ଏହି ଉପାୟ ଦ୍ୱାରା ମଣିଷ ନିଜ ର ଜିବନ ରେ ଭଲ କର୍ମ କରି ପାରେ ଏବଂ ଖରାପ କାମ ଠାରୁ ଦରେଇ ରହି ଥାଏ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟ ରେ କହିବା ପାଇଁ ଚାହିଁବୁ ଜାହା ଉପରେ ଆପଣ ମାନେ କାର୍ଯ୍ୟ କରି ଚାଲିଲେ ଆପଣ ମାନଙ୍କ ଜିବନ ରେ ବହୁତ ସୁଖ ପ୍ରାପ୍ତି ହୋଇଥାଏ । ତେବେ ଏହା ପାଇଁ ଆପଣ ମାନଙ୍କୁ ପୋଷ୍ଟ କୁ ଶେଷଯାଏ ପଢିବା ପାଇଁ ପଡିବ। ବନ୍ଧୁଗଣ କଣ ଆପଣ ମାନେ ଜାଣନ୍ତୁ କେଉଁ ଜିନିଷ ପୁରୁଣା ହେଲେ ମଧ୍ୟ ଲାଭ କାରୀ ହୋଇ ଥାଏ ।krishan

ଏହା ହେଲା ପୁରୁଣା ଚାକର , ପୁରୁଣା , ଘିଅ ପୁରୁଣା ମହୁ ଏବଂ ପୁରୁଣା କଇଁଆ ଏବଂ ପୁରୁଣା ବୈଦ୍ୟ ଏମାନଙ୍କୁ କେବେ ବି ଘରୁ ବାହାର କରିବା କଥା ନୁହେଁ ଏମାନେ ବହୁତ ଉପକାରୀ ଅଟନ୍ତି । ସେହି ପରି ଦର୍ଶନିୟ ସ୍ଥାନ ବିଷୟ ରେ କହିବା ତେବେ ଯଦି କେବେ କୈଣସି ମଣିଷ ଜଗନ୍ନାଥ ମନ୍ଦିର ଜାଇ ସେଠାରେ ତିନୋଟି ପରକ୍ରମା କରେ ତେବେ ସେହି ବ୍ୟକ୍ତି ର ଜିବନ ରେ ସବୁ ସମସ୍ୟା ଭଲ ହୋଇ ଥାଏ ସେହି ପରି ବନ୍ଧୁଗଣ ଆପଣ ମାନେ ଶିବ ମନ୍ଦିର ଜାଉ ଥିଲେ ଆପଣ ମାନଙ୍କୁ ଅର୍ଧ ଚନ୍ଦ୍ର ପରି ପରିକ୍ରମା କରିଲେ ଶୁଭ ଫଳ ପ୍ରାପ୍ତି ହୋଇ ଥାଏ । Mandir

ସେହି ପରି ବନ୍ଧୁଗଣ ଆପଣ ମାନଙ୍କୁ କେବେ ଘରେ କଳହ ପାଇଁ କିଛି ବି ସମାଧାନ ଦେଖା ଜାଉ ନ ଥାଏ ଏବଂ ସବୁ ବେଳେ ମନ ମାଲିନ୍ୟ ଲାଗେ ରହେ ତେବେ ବଉଳ ଗଛ ମୂଳେ ଜାଇ ସାତ ପରିକ୍ରମା କରି ବଉଳ ଆଣି ଘରେ ରଖନ୍ତୁ ସବୁ ଦୂରେଇ ଯିବ । ଯଦି ଆପଣ ମାନେ ଆମିଷ ଖାଇବା ପସନ୍ଦ କରନ୍ତି ତେବେ ମହୁରାଳୀ ମାଛ ର ସେବନ କରନ୍ତୁ ଏହା ଦେହ ପାଇଁ ବହୁତ ହୀତ କାରକ ଅଟେ । ବହୁତ ଲୋକ ମାନେ ରହିଛନ୍ତି ଯେଉଁ ଜାଗା ପାଆନ୍ତି ସେଠାରେ ପରିଶ୍ରା କରି ଦିଅନ୍ତି ହେଲେ କେବେ ବି ନିଜର ଛାଇ ଉପରେ କେବେ ବି ପରିଶ୍ରା କରିବେ ନାହିଁ ଏହା ବହୁତ କ୍ଷେତି କୀରକ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *