କିଏ କେତେ ମାଗି ମାଗି ମରିଗଲେ ବି ଏହି 4ଟି ଜିନିଷ ଦିଅନ୍ତୁ ନାହିଁ । ସବୁ ଦିନ ପାଇଁ ଦରିଦ୍ର ହୋଇଯିବେ ।

chawal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । ପିଲା ଦିନ ରୁ ହିଁ ଆମ ମାନଙ୍କୁ କୁହାଯାଏ କି କାହାକୁ ଦାନ କରିବା ବା କାହାକୁ ସାହାଯ୍ୟ କରି ବହୁତ ଭଲ କାମ ହୋଇଥାଏ ବୋଲି । ହେଲେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଏମିତି ବି କିଛି ଜିନିଷ ରହିଛି ଜାହାକୁ କେବେ ବି କାହାକୁ ଦେବା କଥା ନୁହେଁ କରଣ ଏହି ଜିନିଷ ଦେଲେ ଆପଣ ମାନେ ନିଜର ସୁଖ ଏବଂ ସମୃଦ୍ଧି କୁ ଆଉ କାହାକୁ ଦେଇଦିଅନ୍ତି । ବିଷ୍ଣୁ ପୁରାଣ ରେ ଏମିତି କିଛି ଜିନିଷ ବିଷୟ ରେ ଉଲ୍ଲେଖ ରହିଛି ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ଜିନିଷ ବିଷୟ ରେ କହିବୁ । ଜାହା ଆପଣ ମାନଙ୍କୁ କେବେ ବି କାହାକୁ ଦେବା ଉଚିତ୍ ନୁହେଁଁ ।

ତେବେ ପ୍ରଥମେ ରହିଛି ସ୍ତ୍ରୀ ଙ୍କର ଅଳଙ୍କାର ସ୍ତ୍ରୀ ଘର ର ଲକ୍ଷ୍ମୀ ଅଟେ ସେହିଥି ପାଇଁ କେବେ ବି ଆପଣ ମାନେ ନିଜର ସ୍ତ୍ରୀ ଅଳଙ୍କାର କୁ କାହାକୁ ଦାନ ରେ ବା ଋଣ ରେ ଦିଅନ୍ତୁ ନାହିଁ , ଖାସ୍ କରି ମହିଳା ମାନେ ନିଜର ମଙ୍ଗଳ ସୂତ୍ର କୁ କେବେ କାହାକୁ ଦାନ କରନ୍ତୁ ନାହିଁ । ସେହି ପରି ଦୁଇ ରେ ବନ୍ଧୁଗଣ ଝାଡୁ କେବେ ବି କେବେ ଝାଡୁ ର ଦାନ କରିବା କଥା ନୁେହଁ କାରଣ ଝାଡୁ ଲକ୍ଷ୍ମୀ ଙ୍କ ସୂଚକ ମନା ଯାଏ ଏହି ଝାଡୁ କୁ ଦାନ କରିବା ଦ୍ୱାରା ଘରେ ଧନ ର ଅଭାବ ହୋଇ ଥାଏ ଏହା ସହିତ ଆପଣ ମାନେ ଯଉଁ ବ୍ୟକ୍ତି ଙ୍କୁ ଦାନ କରି ଥାନ୍ତି ସେହି ଝାଡୁ ସହିତ ଆମ ଘର ର ଲକ୍ଷ୍ମୀ ତା ଘର କୁ ଚାଲି ଯାଏ ହେଲେ ଆପଣ ମାନେ ଝାଡୁ କୁ କେବଳ ମନ୍ଦିର ରେ ଦାନ କରି ପାରିବେ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣି ପାରି ଥିବେେ ଏମିତି କରିଲେ ବା ଏଏହି ବସ୍ତୁ କୁ ଦାନ କରିଲେ ଆମର କଣ କଣ କ୍ଷେତି ହୋଇ ଥାଏ । ତେବେ ଆପଣ ମାନେ ଏହାକୁ ସବୁ ସମୟ ରେ ମନେ ରଖିବେ । ସେହି ପରି ଶାସ୍ତ୍ର ଅନୁସାରେ ଘର ର ଧଳା ଜିନିଷ ଯେମିତି ଚାଉଳ , ଦହୀ , ଏମିତି ସବୁ ଧଳା ଜିନିଷ କୁ କେବେ ବି ଦାନ କରିବା କଥା ନୁହେଁ କାରଣ ଏହି ଥିରେ ବହୁତ ଜଲ୍ଦି କୁ ଦୃଷ୍ଟି ପଡେ ହଁ ଏହାକୁ ଆପଣ ମାନେ ସୂର୍ଯ୍ୟ ଅସ୍ତ ପୂର୍ବ ରୁ ଦେଇ ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *