ଏଥର ବହୁତ କମିଛି ସୁନା ଏବଂ ଚାନ୍ଦି ଦର ଜାଣି ନିଅନ୍ତୁ ନୂଆ ଦର କଣ ରହିଛି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆଉ କିଛି ବଡ ଆପଡେଟ୍ ଆସି ସାରିଛି ପୁଣି କମିଲା ସୁନା ଦର ମୋଲ୍ଟି କୋମଣ୍ଡେସ୍ ଏକ୍ସଚେଞ୍ ରେ ପୁଣି ଥରେ ସୁନା ଦର ହ୍ରାସ ହୋଇ ଥିବାର ଦେଖିବା ପାଇଁ ମିଳିଛି । ଏହା ସହିତ ଆଜି ରୂପା ଦାମ୍ ବି ସସ୍ତା ହୋଇଛି  ଅକ୍ଟୋବର ମାସ 2023 ମସିହା ରେ 10 ଗ୍ରାମ୍ ପ୍ରତି ସୁନା ଦାମ୍ 56 ହଜାର 200 ଟଙ୍କା ରେକର୍ଡ ହୋଇ ଥିଲା କିନ୍ତୁ ସେବେ ଠାରୁ ଆଜି ପର୍ଯ୍ୟନ୍ତ 9 ହଜାର ପର୍ଯ୍ୟନ୍ତ ସସ୍ତା ହୋଇଛି । ଆଜିର ଦିନ ରେ ସୁନା ଦର ରେ ହ୍ରାସ ଘଟି ଥିବାରୁ ଗ୍ରାହକ ମାନଙ୍କୁ ମିଳିଛି ଆଶ୍ୱସ୍ଥି ଆଜି ବି ମୋଲ୍ଟି କମ୍ୟିୁନିଟି ଏକ୍ସଚେଞ୍ ରେ ସୁନା ଦର 0.2 ପ୍ରତିଶତ ହ୍ରାସ ପାଇଁ 10 ଗ୍ରାମ୍ କୁ 50209 ଟଙ୍କା ରହିଛି ସେହି ପରି ରୁପା ତିନି ପ୍ରତିଶତ ବଢି 60748 ଟଙ୍କା ରେ ରହିଛି ।gold

ଭାରତୀୟ ବୁଲିୟନ ଏବଂ ଜୁୟଲେରୀ ସଙ୍ଘ ପକ୍ଷ ରୁ ପ୍ରକାଶିତ ସୂଚନା ଅନୁସାରେ ଆଜିର ସକାଳ ସୁଧା 24 କେରେଟ ସୁନା ର 10 ଗ୍ରାମ୍ ପିଛା 400 ଚଙ୍କା କମ୍ ହୋଇ ଜାଇଛି ଜାହା କି ନୂଆ ଦର ରେ 24 କେରେଟ ସୁନା ର ଦର ଉପରେ 50209 ଟଙ୍କା ରହି ଥିବା ଦେଖିବା ପାଇଁ ମିଳିଛି ସେହି ପରି 22 କରେଟ୍ ର ଦର ରେ 46560 ଟଙ୍କା ଦେଖିବା ପାଇଁ ମିଳିଛି ଏବଂ ଏହା ଗତ କାଲି ର ତୁଳନା ରେ 300 ଟଙ୍କା କମ୍ ରହିଛି ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 58033 ଟଙ୍କା ହୋଇ ଥିବା ବେଳେ ।golds

ପୂର୍ବ ବାଣିଜ୍ୟ ଅଧିବେଶନ ରେ 60150 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 1 ହଜାର ଟଙ୍କା ହ୍ରାସ କରି 58020 ଟଙ୍କା ହ୍ରସ ପାଇଛି । ସେମିତି ରେ ବର୍ତମାନ ସମୟ ରେ ଷ୍ଟୋକ୍ ମାର୍କେଟ୍ ଏବଂ କମ୍ୟୁନିଟି ମାର୍କେଟ୍ ମାନଙ୍କ ରେ ଏହି ମୂଲ୍ୟ ର ଦର କମି ଜାଇ ଥିବା ବେଳେ ଆଗାମୀ ଦିନ ରେ ସବୁ ଗହଣା ଦୋକାନ ମାନଙ୍କ ରେ ଏହି ସବୁ ଧାତୁ ଉପରେ ସୁଲଭ ମୂଲ୍ୟ ଆପଣ ମାନେ ପାଇ ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *