ସରକାର କଲେ ବଡ଼ ଘୋଷଣା- ରାସନକାର୍ଡ଼ ଥିଲେ ମିଳିବ ଏହି ସବୁ ସୁବିଧା ।

ration card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସନକାର୍ଡ଼ ଧାରୀ ମାନଙ୍କ ପାଇଁ ବଡ ଖୁସି ଖବର । ଯଦି ଆପଣଙ୍କର ମଧ୍ୟ ରାସନକାର୍ଡ ଅଛି ଆଉ ଆପଣ ସେଥିରୁ ମାଗଣା ରାସନ ସାମଗ୍ରୀ ନେଉଛନ୍ତି ତେବେ ଜାଣି ରଖନ୍ତୁ ଏବେ ଏବେ ଆସିଲା କିଛି ବଡ ଖୁସି ଖବର । ଆପଣ ମାନଙ୍କୁ ଏହି ରାସନକାର୍ଡରେ ମିଳିବାକୁ ଯାଉଛି ଆଉ କିଛି ନୂଆ ସୁବିଧା । ନିଶୁଳ୍କ ରାସନକାର୍ଡ ଧାରୀଙ୍କ ପାଇଁ ଖୁସି ଖବର ।

ପିଏମ ମୋଦି କାର୍ଡ ଧାରୀ ମାନଙ୍କ ପାଇଁ ଏକ ବଡ଼ ଉପହାର ପ୍ରଦାନ କରିବାକୁ ଯାଉଛନ୍ତି । ରାସନକାର୍ଡ ଧାରୀଙ୍କୁ ରାସନକାର୍ଡ ସହ ଆୟୁଷମାନ କାର୍ଡ଼ ଦିଆଯିବ । ଫାରୋଖାବା ଜିଲ୍ଲାରେ ବିଜେପି ସାଂସଦ ଏବଂ ରେଳ ସାଂସଦୀୟ ସମିତିର ସଦସ୍ୟ ମୁକେଶ ରାଜପୁତ ଏହି ସୂଚନା ଦେଇଛନ୍ତି ଯେ ମୋଦି ସରକାର ବର୍ତ୍ତମାନ ରାସନକାର୍ଡ ଆଧାରରେ ମୋଦି ସରକାର ବର୍ତ୍ତମାନ ରାସନକାର୍ଡ ଆଧାରରେ ଆୟୁଷମାନ କାର୍ଡ଼ ଲଞ୍ଚ କରିବାକୁ ପ୍ରସ୍ତୁତ କରୁଛନ୍ତି ।

ସେହିପରି ବିଶ୍ୱକର୍ମା ଯୋଜନା ସେପ୍ଟେମ୍ବର ୧୭ ତାରିଖରେ ଘୋଷଣା କରାଯାଇଥିଲା । ଆଉ ଏବେ ଆୟୁଷମାନ କାର୍ଡ଼ ଧାରୀ ଶ୍ରମିକଙ୍କୁ ମାଗଣା ସୁବିଧା ଯୋଗାଇ ଦିଆଯିବ । ଏହାସହ ୨୩ ତାରିଖ ଓ ୨୪ତାରିଖରେ ଶ୍ରମିକ ମାନଙ୍କୁ ମାଗଣା ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ କରାଯିବ । ତେବେ ଏହି ଆୟୁଷମାନ ଯୋଜନା ଅଧିନରେ ଦେଶରେ ୮୦କୋଟି ଲୋକ ଲାଭନ୍ନିତ ହେଉଛନ୍ତି । ବର୍ତ୍ତମାନ ରାସନକାର୍ଡ ଧାରୀ ମାନଙ୍କ ପାଇଁ ଏହି କାର୍ଡ଼ ଲଞ୍ଚ କରାଯିବ । ଏହି ଯୋଜନାରେ ଆୟୁଷମାନ କାର୍ଡ଼ ଧାରୀଙ୍କୁ ମାଗଣା ସେବା ମିଳିବ ।

Ration

ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନ ଅବସରରେ ଉତ୍ତର ପ୍ରଦେଶ ଫରୋକାବା ଜିଲ୍ଲାର ଲୋକଙ୍କ ପାଇଁ ୩ଲକ୍ଷ ଟଙ୍କା ଋଣ ଉପଲବ୍ଧ କରିଛନ୍ତି । ତେବେ ଯାହାକି ବଡ ସୂଚନା ମୁତାବକ ଖୁବ୍ ଶୀଘ୍ର ରାସନକାର୍ଡ ହିତାଧିକାରୀ ମାନଙ୍କୁ ମିଳିବାକୁ ଯାଉଛି ଆୟୁଷମାନ କାର୍ଡ଼ । ଆମ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଭଳି ଇଏ କେନ୍ଦ୍ର ସରକାର ତରଫରୁ ମିଳିବାକୁ ଯାଉଛି ଆୟୁଷମାନ କାର୍ଡ଼ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *