ଘରେ ବସି ପାଆନ୍ତୁ କୋଟିପତି ହେବାର ସୁଯୋଗ କେବଳ ଆପଣଙ୍କ ପାଖରେ 5 ଟଙ୍କା ପୁରୁଣା ମୁଦ୍ରା ରହିବା ଜରୁରୀ ଜାଣନ୍ତୁ କେମିତି ବିକିବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ମାନେ ବି ଚାହାଁନ୍ତି କି ଘରେ ବସି ବହୁତ ଟଙ୍କା ରୋଜଗାର କରିବା ପାଇଁ  ତେବେ ବନ୍ଧୁଗଣ ଆପଣ ମାନେ କେବେ ବି ଏହି ସୁଯୋଗ କୁ ହାତ ଛଡା କରନ୍ତୁ ନାହିଁ । ଆପଣ ମାନେ କେବଳ ଗୋଟିଏ 2 ଟଙ୍କା ଉପରେ 5 ଲକ୍ଷ୍ୟ ପର୍ଯ୍ୟନ୍ତ ଜିତି ପାରିବେ । ଏବଂ ରାତା ରାତି କୋଟିପତି ହେବାର ସୁଯୋଗ ପାଇବେ । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ମୁଦ୍ରା ବିଷୟ ରେ ଏଠାରେ ନିଶ୍ଚିତ ଭାବେ କହିବା ପାଇଁ ଚାହିଁବୁ ।coin2

ଏମିତି ଏକ ମୂଦ୍ରା ବିଷୟ ରେ କହିବା ପାଇଁ ଚାହୁଁଛୁ ଜାହା ଆପଣଙ୍କ ଭାଗ୍ୟ ବଦଳେଇ ଦେବ । ତେବେ ବନ୍ଧୁଗଣ ପ୍ରଥମେ ଆପଣ ମାନଙ୍କୁ ଏକ 2 ଟଙ୍କିଆ କଏନ୍ ଜାହା ପ୍ରଥମେ 1982 ମସିହା ରେ ବଜାର କୁ ଆସିଥିଲା । ଏହି ମୁଦ୍ରା ର ପାରିପାର୍ଶ୍ୱ ରେ ଭାରତୀୟ ପତକା ର ଚିହ୍ନ ରହିଥିଲା । ଜାହା ପାଖରେ ବି ରହିଛି ସେ ଲକ୍ଷ୍ୟପତି ହୋଇ ପାରିବେ କାରଣ ଏବେ ଏହି ମୁଦ୍ରା ର ଦାମ୍ କ୍ୱଇକର ରେ 5 ଲକ୍ଷ୍ୟ ଟଙ୍କା ରହିଛି । ସେହି ପରି ଏହି କଏନ୍ ଟି ର ସ୍ୱତନ୍ତ୍ର ସିରିଜ୍ ଜାହା 1994,1995,1997ଏବଂ 2000 ମସିହା ରେ ତିଆରି ହୋଇ ବଜାରକୁ ଆସିଥିଲା ।

ଜାହାକୁ ଯଦି ଆପଣ ମାନେ ନିଜ ପାଖରେ ରଖିଛନ୍ତି ତେବେ ଆପଣ ମାନେ ଏହି ପାଞ୍ଚ ଲକ୍ଷ୍ୟ ଟଙ୍କା ଆୟ କରିବା ସହଭାଗୀ ହୋଇ ପାରିବେ । ଯଦି ଆପଣଙ୍କ ପାଖରେ ରହିଛି ଏବଂ ଆପଣ ବୀକ୍ରି କରିବାକୁ ଚାହାଁନ୍ତି ତେବେ ପ୍ରଥମେ ଆପଣ ମାନଙ୍କୁ କ୍ୱଇକର କୁ ଆସି ଏଠାରେ ପଞୀକୃତ କରିବାକୁ ପଡିବ ଏବଂ ପରେ ଆପଣ ମାନେ ସେହି କଏନ୍ ର ଫୋଟ କୁ ସେଠାରେ ସେୟାର କରିବେ ।coin

ଜାହା ତଥା ଆପଣଙ୍କ ମୋବାଇଲ ନମ୍ବର , ଠିକଣା ସହିତ ପୋଷ୍ଟାଲ ଏଡ୍ରସ୍ ବି ଦେବାକୁ ପଡିବ । ଦେଲେ ବୀକ୍ରି କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *