ପୁଣି ଥରେ ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ଖୁସୀ ଖବର । କାଳିଆ ଯୋଜନା ରୁ ମିଳିବ ଏହି ଲାଭ ।

kalia yajana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ପୁଣି ବଡ ଖବର ଯଦି ଆପଣ ମାନେ ଜଣେ କାଳିଆ ଯୋଜନା ର ହୀତାଧିକାରୀ ଏମିତି କି ଆପଣ ମାନେ ନୂଆ ଆବେଦନ ବି କରିବା ପାଇଁ ଚାହଁଛନ୍ତି । ତେବେ ଜାଣି ରଖନ୍ତୁ ଏବେ ଏବେ ଆସୁଛି ଆଉ କିଛି ନୂଆ ସୂଚନା ଯାହା ମଧ୍ୟ ଆପଣ ମାନଙ୍କ ପାଇଁ ହେବ ବଡ ହେଲ୍ପ ଫୁଲ । ଆଉ ଆପଣ ମାନେ ପାଇ ପାରିବେ କାଳିଆ ଯୋଜନା ଅଧିନ ରୁ ଟଙ୍କା । ଆସନ୍ତୁ ଡିଟେଲ୍ସ ରେ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଆପଣ ମାନେ ଜାଣିଥିବେ ସରକାର ଙ୍କ ତରଫ ରୁ କାଳିଆ ଯୋଜନା ଅଧିନ ରେ 2 ହଜାର ଲେଖାଏଁ 4 ହଜାର ଟଙ୍କା ମିଳିଥାଏ ବାର୍ଷିକ ।KALIA Scholarship

ଗୋଟିଏ ଅକ୍ଷୟ ତୃତିୟା ରେ ମିଳିଥିବା ବେଳେ ଆଉ ଗୋଟେ ନୂଆ ଖାଇ ଅବସର ରେ ମିଳିଥାଏ । ସେମିତି ବି କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏକ ଯୋଜନା ରହିଛି PM କିଷାନ ଯୋଜନା ଯେଉଁଥିରେ 3 ଟି କିସ୍ତିରେ 6 ହଜାର ଟଙ୍କା ମିଳିଥାଏ । ପ୍ରତି କିସ୍ତିରେ 2 ହଜାର ଲେଖାଏଁ ମିଳିଥାଏ ।ଏହା ମଧ୍ୟ ଆପଣ ସମସ୍ତ ଙ୍କୁ ମିଳି ପାରିବ ଯଦି ଆପଣ ମାନେ ଜଣେ ଚାଷୀ ହୋଇଥିବେ । ଆଉ ଜାହା ମଧ୍ୟ ସଂମ୍ପର୍ଣ୍ଣ ମାଗଣା ବି ମିଳିଥାଏ । ଏହିଥିରୁ 4 ହଜାର ଏବଂ ସେହିଥିରୁ 6 ହଜାର ସଂମ୍ପର୍ଣ୍ଣ 10 ହଜାର ଟଙ୍କା ପାଇ ପାରିବେ ସଂମ୍ପର୍ଣ୍ଣ ମାଗଣା ରେ । ହେଲେ ଖୁସୀ ଖବର ଜାଣି ରଖନ୍ତୁ ଯେ ଏବେ କିଷାନ ଯୋଜନା ରେ ଅନଲାଇନ ଆବେଦନ ଜାରି ରହିଥିବା ବେଳେ କାଳିଆ ଯୋଜନା ରେ ବି ଅନଲାଇନ ଆବେଦନ ଜାରି ରହିଛି ।

ଜାହା ମଧ୍ୟ ଆପଣ ମାନେ ଯେକୈଣସି ଜନସେବା କେନ୍ଦ୍ରକୁ ଜାଇ ଡିସେମ୍ବର ମାସ 31 ତାରିଖ ପର୍ଯ୍ୟନ୍ତ ଆପଣ ମାନଙ୍କ ପାଖରେ ସମୟ ରହିଛି । ଆପଣ ମାନେ ଏହିଥିରେ ନୂତନ ଆବେଦନ କରି ପାରିବେ । ଏହା ସହିତ ଆପଣ ମାନଙ୍କର କୈଣସି ଅସୁବିଧା ରହିଥିବ ତେବେ ତାହାକୁ ବି ମଧ୍ୟ ଆପଣ ମାନେ କରେକ୍ସନ ବି କରି ପାରିବେ ଡିସେମ୍ବର 31 ତାରିଖ ଯାଏ ସମୟ ରହିଛି ।Kalia Yojana

ତେବେ ସବୁଠୁ ବଡ ଆପଡେଟ ଅନୁସାରେ ଏହି କାଳିଆ ଯୋଜନା ରେ ଆପଣ ମାନେ ଆବେଦନ କରୁଥିଲେ ତେବେ ପୂର୍ବରୁ ଏହା ଆପୃଭ୍ ହେଉ ନଥିଲା ଏବେ ମଧ୍ୟ ଆପୃଭ୍ ହେଉଛି ଆପଣ ମାନେ ଆବେଦନ କରିଲେ ନିଶ୍ଟିତ ଭାବେ ଆଗାମୀ ଇନଷ୍ଟଲ ମେଣ୍ଟ ପାଇ ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *