ସପ୍ତାହ ରେ ଗୋଟେ ଦିନ ଉପବାସ କରିବାର ମୁଖ୍ୟ ଫାଇଦା ।

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଉପବାସ ରହିବାର କଣ ସବୁ ଫାଇଦା ରହିଥାଏ ସେହି ବିଷୟ ରେ ଏଠାରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ବାସ୍ ଆପଣ ମାନେ ପୋଷ୍ଟ କୁ ଶେଷଯାଏ ପଢନ୍ତୁ ଜାଣି ପାରିବେ । ବଞ୍ଚି ରହିବା ପାଇଁ ମଣିଷ ଖାଦ୍ୟ ଖାଏ କିନ୍ତୁ ଅନିୟନ୍ତ୍ରିତ ଖାଦ୍ୟ ସେବନ ରୋଗ ର କାରଣ ହୋଇଥାଏ । ଏବଂ ମଣିଷ ର ଜିବନ ଦୁର୍ବିଷ ହେବା ସହିତ ଅକାଳ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ । ହେଲେ ଏହି ପରି ସ୍ଥିତି ରେ ସବୁ ବେଳେ ଖାଉ ଥିବା ମଣିଷ ଯଦି ବେଳେ ବେଳେ ଉପବାସ ରହେ ତେବେ ତାର ଆୟୁସ ବୃଦ୍ଧି ରେ ସହାୟକ ହୋଇଥାଏ ।fasting

 

ତେଣୁ ସପ୍ତାହ କୁ ଦୁଇ ଥର ଉପବାସ କରିବା ଉଚିତ୍ । ଫଳ ରେ ମେଦ ବହୁଳତା ହୃଦରୋଗ , ଡାଇବେଟିସ୍ ଭଳି ଘାତ ରୋଗ କୁ ଦୂର କରିବାରେ ସହାୟକ ହୋଇଥାଏ । ଏବଂ ମଣିଷ ଅଧିକ ଦିନ ଯାଏ ବଞ୍ଚି ରହିବାରେ ବି ସହାୟକ ହୋଇଥାଏ ସପ୍ତାହ ରେ 48 ଘଣ୍ଟା ଅର୍ଥାତ୍ ଦୁଇ ଦିନ ଉପବାସ କରିବା ଦ୍ୱାରା ମେଦ ନିୟନ୍ତ୍ରଣ ସମ୍ଭବ ହୋଇ ପାରେ ଉପବାସ ଦ୍ୱାରା ଶାରୀରିକଏବଂ ମାନଶିକ ସ୍ୱାସ୍ଥ ଠିକ୍ ରହେ । ଏବଂ ଆପଣ ମାନଙ୍କ କେଲୋରି ନିୟନ୍ତ୍ରଣ ହେବା ସହିତ ମେଦ ରେ ଆପେ ଆପେ ହ୍ରାସ ଘଟିବ ।fasting

 

ଏହା ସହିତ ମାନଶୀକ ବିକୃତି ଆଇ ଲାଇନ୍ ମାର୍ସ ଭଳି ରୋଗ ର ମୁକାବିଲା ସମ୍ଭବ ହୋଇପାରେ । ବ୍ୟାମ୍ କରିବା ଦ୍ୱାରା ଯେମିତି ରକ୍ତଚାପ ହୃଦସ୍ପନ୍ଦନ ସହିତ କୋଲଷ୍ଟ୍ରଲ ପରିମାଣ ରେ ହ୍ରାସ ପାଇଥାଏ । ସେହିପରି ଭାବେ ସପ୍ତାହ ରେ ଆପଣ ମାନେ ଦିନ ଉପବାସ ରହିବା ଦ୍ୱାରା ଆପଣ ମାନଙ୍କୁ ଏହି ସବୁ ସମସ୍ୟା ଦୂର ହୁଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *