ଅକ୍ଟୋବର ମାସରେ ଏହି ୮ଟି ରାଶିରେ ହେବ ଧନର ବର୍ଷା ।

8tras

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅକ୍ଟୋବର ମାସ ୨୦୨୩ରେ ଗ୍ରହରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧା ପ୍ରଭାବ ରାଶି ଚକ୍ରରେ ଥିବା ୧୨ଗୋଟି ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି । କିଛି ରାଶିର ବ୍ୟକ୍ତି ମାନଙ୍କୁ ଶୁଭ ଫଳ ପ୍ରାପ୍ତି ହେବାକୁ ଯାଉଛି ତ କିଛି ରାଶିର ବ୍ୟକ୍ତି ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ।

ପ୍ରଥମ ରାଶିଟି ହେଉଛି ମେଷ ରାଶି । କର୍ମ କ୍ଷେତ୍ରରେ ଲାଭବାନ୍ ହେବାର ସୁଯୋଗ ଆସିବ । ବ୍ୟବସାୟରେ ସ୍ଥିତି ମଜବୁତ ହେବ । ପାରିବାରିକ ଦାୟୀତ୍ୱ ବଢିବ । କଠିନ ପରିଶ୍ରମ ଦ୍ୱାରା ଲାଭବାନ ହୋଇପାରନ୍ତି । ତେବେ କିଛି ମାନସିକ ଅଶାନ୍ତି ବୃଦ୍ଧି ପାଇପାରେ । ମହିଳା ମାନଙ୍କ ପାଇଁ ଦିନ ସେତେଟା ଭଲ ରହିବ ନାହିଁ । ମହିଳାମାନେ ଦୁଃଖିତ ରହିବେ ।

ଦ୍ୱିତୀୟ ରାଶିଟି ହେଉଛି ବୃଷ ରାଶି । ବ୍ୟବସାୟରେ ଆପଣଙ୍କ ଉନ୍ନତି ହେବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ପ୍ରାପ୍ତି ହେବ । ଆକସ୍ମିକ ଧନ ଲାଭର ସୁଯୋଗ ମିଳିପାରେ । ପରିବାରର ସହଯୋଗ ମିଳିବ । ମହିଳାମାନେ ସୁଖୀ ହେବେ । ଛାତ୍ରଛାତ୍ରୀ ମାନେ ଶିକ୍ଷାରେ ଉନ୍ନତି କରିବେ । ତେବେ ଆପଣଙ୍କ ପାଇଁ କିଛି ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ । କର୍ମ ଚଞ୍ଚଳ ହେବେ ।

Astrology

ତୃତୀୟ ରାଶିଟି ହେଉଛି ମିଥୁନ ରାଶି । ସାମାଜିକ ଜୀବନରେ ମାନ ସମ୍ମାନ ମିଳିବ । ବ୍ୟବସାୟରେ ଲାଭବାନ ହେବେ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦେହ ଆଉ ମନ ଆପଣଙ୍କ ପାଇଁ ଭଲ ରହିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ ।

ଚତୁର୍ଥ ରାଶିଟି ହେଉଛି କର୍କଟ ରାଶି । ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବାକୁ ଯାଉଛି । ଆର୍ଥିକ ଲାଭ ପାଇବାକୁ ଆପଣଙ୍କୁ ଅନେକ ସୁଯୋଗ ମିଳିବାକୁ ଯାଉଛି । ସମୟ ଆପଣଙ୍କ ସପକ୍ଷରେ ଯାଇପାରେ ।

ପଞ୍ଚମ ରାଶିଟି ହେଉଛି ସିଂହ ରାଶି । ଏହି ସମୟରେ ଆପଣ ଚାରିଆଡୁ ଖୁସି ପାଇବେ । ପ୍ରଚୁର ଧନ ଯୋଗର ସମ୍ଭାବନା ରହିଛି । ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ରହିଛି ସେସବୁ ସମସ୍ୟା ଏବେ ଦୂର ହେବାକୁ ଯାଉଛି । ଆପଣଙ୍କ ପରିବାରରେ ଖିସିର ବାତାବରଣ ଲାଗି ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ ।

astrolog

ଷଷ୍ଠ ରାଶିଟି ହେଉଛି କନ୍ୟା ରାଶି । ଆପଣଙ୍କୁ ଏବେ ବହୁତ ଫାଇଦା ମିଳିବାକୁ ଯାଉଛି । ଆପଣଙ୍କୁ ଆପଣଙ୍କ ଜୀବନରେ ସଫଳତା ମିଳିବ । ଏହାସହିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସମୟ ବହୁତ ଭଲ ସାବ୍ୟସ୍ତ ହେବ । ପରିବାରରେ ଖୁସିର ବାତାବରଣ ଲାଗି ରହିବ ।

ସପ୍ତମ ରାଶିଟି ହେଉଛି ତୁଳା ରାଶି । ଆପଣଙ୍କୁ ବିଦେଶ ଭ୍ରମଣର ଯୋଗ ମଧ୍ୟ ମିଳିବ । ଯଦି ଆପଣ ପାଠ ପଢିବା କିମ୍ବା ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ତେବେ ଏହି ସମୟରେ ସେହି ସ୍ୱପ୍ନ ମଧ୍ୟ ପୂରଣ ହୋଇପାରିବ ।

ଅଷ୍ଟମ ରାଶିଟି ହେଉଛି ବିଛା ରାଶି । ଆପଣଙ୍କର ଯାହା ସମସ୍ୟା ରହିଛ ତାହା ବର୍ତ୍ତମାନ ସମୟରେ ଦୂର ହେବାକୁ ଯାଉଛି । ଆପଣଙ୍କୁ ସବୁ ଋଣରୁ ଏବେ ମୁକ୍ତି ମଧ୍ୟ ମିଳିପାରେ । ଯଦି ଆପଣ ଅନ୍ୟର ମଙ୍ଗଳ ପାଇଁ କୌଣସି କାମ କରୁଛନ୍ତି ତେବେ ଆପଣ ଏଥିରୁ ଲାଭବାନ ହେବେ । ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରତ୍ସନ୍ନ ରହିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *