ହାତରେ ଥିଲେ ଏହି ୫ ଟି ଚିହ୍ନ ଆପଣଙ୍କର ଭାଗ୍ୟ ଚମକିବ ।

hand strick

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆମେ ଆପଣ ମାନଙ୍କୁ ଏହିଠାରେ କହିବା ପାଇଁ ଚାହିଁବୁ କି ଏହି ସବୁ ଚିହ୍ନ ମାନଙ୍କ ମଧ୍ୟ ରୁ ଆପଣ ମାନଙ୍କ ହାତରେ ଯଦି କୈଣସି ଗୋଟିଏ ବି ଚିହ୍ନ ରହି ଥାଏ । ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇ ଥାନ୍ତି । ହେଲେ ଆପଣ ମାନଙ୍କୁ କହିବୁ କି ଏହି ଲୋକ ମାନେ ବହୁତ କମ୍ ପରିମାଣ ରେ ଦେଖିବା ପାଇଁ ମିଳନ୍ତି । ଆମେ ମାନେ ନିଶ୍ଚିତ ଭାବେ ଶୁଣିବା ପାଇଁ ପାଇ ଥାନ୍ତି କି ନିଜ ର ସଫଳତା ନିଜ ହାତ ରେ ହିଁ ରହଗି ଥାଏ । ତେବେ ସେମିତି ବେଳେ ଆସନ୍ତୁ ଆମେ ଏହି ଚିହ୍ନ ବିଷୟ ରେ ଜାଣି ନେବା ଯେଉଁ ଗୁଡିକ ଆମେ ଭାଗ୍ୟବାନ ହେବାର ପ୍ରମାଣ ଦିଅନ୍ତି ।hand

ପ୍ରଥମ ଚିହ୍ନ ଟି ହେଲା ମନ୍ଦିର ଚିହ୍ନ । କୈଣସି ବ୍ୟକ୍ତି ଙ୍କ ହାତରେ ଏହି ଚିହ୍ନ ରହି ଥାଏ । ତେବେ ସେମିତି ବେଳେ ସେହି ବ୍ୟକ୍ତି ସର୍ବ ଶ୍ରେଷ୍ଟ ସ୍ଥାନ ହାସଲ କରିବ ବୋଲି ଜାଣନ୍ତୁ । ସେମାନେ ସବୁ ବେଳେ ଭୋଗ ବିଳାଶ ରେ ରହି ଥାନ୍ତି । ସେହି ପରି ଭାବେ ଦ୍ୱୀତିୟ ଚିହ୍ନ ଟି ହେଲା ତ୍ରୀସୁଳ ଚିହ୍ନ । ଏହି ଚିହ୍ନ ସ୍ୱଭାଗ୍ୟ ର ପ୍ରତିକ ହୋଇଥାଏ । ଜାହା କେବଳ ଭାଗ୍ୟ ଶାଳୀ ବ୍ୟକ୍ତି ମାନଙ୍କ ହାତରେ ହିଁ ଦେଖିବା ପାଇଁ ମିଳେ । ଏହି ବ୍ୟକ୍ତି ମାନେ ଜିବନ ର ସବୁ କିଛି ସୁଖ ସୁବିଧା ପ୍ରାପ୍ତି କରି ଥାଏ । ସେହି ପରି ଭାବେ ତୃତୀୟ ନମ୍ବର ରେ ରହିଛି ସୂସ୍ଥିକ ଚିହ୍ନ । ଏହି ଟିହ୍ନ କୁ ସବୁ ସମୟ ରେ ବହୁତ ପବିତ୍ର ବୋଲି ମନା ଜାଇ ଥାଏ ।

ଯେଉଁ ବ୍ୟକ୍ତି ଙ୍କ ହାତରେ ଏହି ଚିହ୍ନ ରହି ଥାଏ ସେମାନେ ସର୍ବଦା ସଫଳତା ଏବଂ ମାନସମ୍ମାନ ପାଇ ଥାନ୍ତି । ସେମାନେ ଧର୍ମ କାର୍ଯ୍ୟ ଉପରେ କର୍ମ କରନ୍ତି । ସେହି ପରି ଭାବେ ମତ୍ସ୍ୟ ଚିହ୍ନ ବା ମାଛ ଚିହ୍ନ । ଯେଉଁ ବ୍ୟକ୍ତି ଙ୍କ ହାତ ରେଖା ରେ ଏହି ଚିହ୍ନ ଥାଏ ସେମାନେ ସବୁ ସମୟ ରେ ସ୍ମରଣୀୟ ହୋଇ ରହନ୍ତି ସେମାନଙ୍କ ଜିବନ ରେ ବହୁତ ଏମିତି କଥା ଘଟେ ସେମାନେ ଯେଉଁଥି ପାଇଁ ଏମିତି ସ୍ମରଣୀୟ ହୋଇ ଥାନ୍ତି । ଏବଂ ଏମାନଙ୍କ ଭାଗ୍ୟ ବହୁତ ଭଲ ରହି ଥାଏ । ସେହି ପରି ବେଳେ ଯଦି ଆପଣ ମାନଙ୍କ ହାତରେ ପତକା ଚିହ୍ନ ରହି ଥାଏ ।hands

ତେବେ ଏହା ବାଗ୍ୟଶାଳୀ ହେବାର ଅର୍ଥ ଅଟେ । ଏପରି ଚିହ୍ନ ରହି ଥିବା ବ୍ୟକ୍ତି ମାନେ ସମସ୍ତ କ୍ଷେତ୍ର ରେ ବଜୟ ହାସଲ କରନ୍ତି । ଏବଂ ଭାଗ୍ୟଶାଳୀ ମଧ୍ୟ ହୋଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *