ନବରାତ୍ରୀରେ କିପରି କରିବେ କଳସ ସ୍ଥାପନ – ଜାଣନ୍ତୁ ବିଧି ଏବଂ ନିୟମ

navaratri

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନବରାତ୍ରୀ ପର୍ବ ଆମ ହିନ୍ଧୁ ଧର୍ମ ରେ ବହୁତ ପରିମାଣ ରେ ମହତ୍ୱ ରହି ଥିବା ବେଳେ ଏହି ପର୍ବ ଆମ ଭାରତ ରେ କୋଣ ଅନୁକୋଣ ରେ ପାଳନ ହୋଇ ଥାଏ । ଏହି ପର୍ବ ରେ ସଂମ୍ପର୍ଣ୍ଣ 9 ଦିନ ଯାଏ ମାଆ ଦୂର୍ଗା ଙ୍କର ପୂଜା ଅର୍ଚ୍ଚନା କରା ଜାଇ ଥାଏ । ଏହି ସମୟ ରେ ଲୋକ ମାନେ 9 ଦିନ ଯାଏ ଓପାସ କରି ଥାନ୍ତିି । ସେହି ପରି ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ନବରାତ୍ରୀ ରେ ମାଆ ଦୂର୍ଗା ଙ୍କୁ ପ୍ରତିଟି ଦିନ ରେ ନୂଆ ନୂଆ ରୂପ ରେ ପୂଜା କରା ଜାଇ ଥାଏ । ଏବଂ ନବରାତ୍ରୀ ର ପ୍ରଥମ ଦିନ ରେ ହିଁ କଳସ ସ୍ଥାପନା କରା ଜାଇ ଥାଏ । ତେବେ ଆସନ୍ତୁ ଜାଣି ନେବା କଳସ ସ୍ଥାପନା ର ବିଧି ଏବଂ ଏହା ସହିତ ଯୋଡିତ ହୋଇ ଥିବା କିଛି ନିୟମ ବିଷୟ ରେ ।

ନବରାତ୍ରୀ ରେ 9 ଦିନ ଯାଏ ମାଆ ଙ୍କ ଆରାଧନା କରିବା ଦ୍ୱାରା ମାଆ ନିଜର ଭକ୍ତ ଙ୍କର ସମସ୍ତ ମନସ୍କାମନା ପୂରଣ କରି ଥାନ୍ତି । ନବରାତ୍ରୀ ର ପ୍ରଥମ ଦିନ ରେ ଘଟ ସ୍ଥାପନା କରା ଜାଇ ଥାଏ ଏବଂ ଏହି ଘଟ ସ୍ଥାପନା ର ଅର୍ଥ କଳସ ସ୍ଥାପନା କରିବା ଏବଂ ଏହାର ସ୍ଥାପନା ସମୟ ରେ ଆପଣ ମାନେ ନଦୀ ବାଲି ର ଉପଯୋଗ କରନ୍ତୁ । ଏହା ପରେ କଳସ ରେ ଗଙ୍ଗାଜଳ , ଲବଙ୍ଗ , ଅଳେଇଚ, ପାନ ଗୁଆ , ଚନ୍ଦନ , ସୂତା , କୁମ୍ କୁମ୍ , ଚାଉଳ , ହଳଦୀ , ମୂଦ୍ରା ଏବଂ ଫୁଲ ଦିଅନ୍ତୁ , ଏହା ପରେ ଆପଣ ମାନେ ଓଁ ଭୈମ୍ୟ ନମଃ ଉଚାରଣ କରି ଆପଣ ମାନେ କଳସ କୁ 7 ଟି ପରିବା ସହିତ ବାଲି ଉପରେ ସ୍ଥାପନା କରନ୍ତୁ ।

ସେହି ପରି କଳସ ରଖିବା ସ୍ଥାନ ରେ ଆପଣ ମାନେ 9 ଦିନ ଯାଏ ଅଖଣ୍ଡ ଦୀପ ର ସ୍ଥାପନା କରନ୍ତୁ , ସେହି ପରି ସବୁ ସମୟ ରେ ଶୁଭ ମୂହୁର୍ତ୍ୱ ରେ ହିଁ କଳସ ସ୍ଥାପନା କରନ୍ତୁ , ସେହି ପରି ବେଳେ ଆପଣ ମାନେ ପୂଜା ସ୍ଥଳ ରୁ ଏକ ଅଲଗା ସ୍ଥାନ ରେ ଏକ ପିଢା ନେଇ ଲାଳ୍ ଏବଂ ଧଳା ରଙ୍ଗ ର କପଡା ନେଇ ଏହି ଥିରେ ଚାଉଳ ର ଅଷ୍ଟ ଦଳ ପ୍ରସ୍ତୁତ କରନ୍ତୁ ଏବଂ ସେହି କଳସ ରେ ଜଳ ଭରି ସ୍ଥାପିତ କରନ୍ତୁ । ସେହି କଳସ ର ମୁହଁ କୁ କେବେ ବି ଖୋଲା ରଖନ୍ତୁ ନାହିଁ । ଏହାକୁ ଯେକୈଣସି ଜିନିଷ ଦ୍ୱାରା ଆବୃତ କରି ରଖନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *