ଡିଷ୍ଟପ୍ ମଇଣ୍ଡ କୁ କେମିତି କଣ୍ଟ୍ରୋଲ କରିବେ । ଜାଣନ୍ତୁ ଏହି ଖାସ ଉପାୟ ।

How to control the dystopian mind

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେବେ କେବେ ଲୋକ ମାନେ କହି ଥାନ୍ତି କି । ଆମେ ମାନେ କେବେ କୈଣସି ସ୍ତ୍ରୀ ବା ଝିଅ କୁ ଦେଖି ଥାନ୍ତି । ତେବେ ସେହି ସମୟ ରେ କଣ ପାଇଁ ଆମ ମାନଙ୍କ ମନ ରେ କାମୁକ ଭାବନା ଆସି ଥାଏ । ତେବେ ସେହି ସମୟ ରେ କଣ ପାଇଁ ଆମର ମନ ତଳକୁ ଖସି ଯାଏ । ଜାହାର ପରିଣାମ ସୂରୁପ ସେ ଚିନ୍ତା ଗ୍ରସ୍ତ ହୋଇ ଥାଏ । ଏବଂ ସେହି ପରିସ୍ଥିତି ରେ ସେ ନିଜର ଶରୀରର ଶକ୍ତି କୁ ନଷ୍ଟ କରି ଦିଏ । ତେବେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ନିଜର ମାଇଣ୍ଡ କୁ କେମିତି ଭାବେ କାବୁ କରି ପାରିବେ । ଠିକ୍ ଏହି ପରିମନ କୁ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।How to control the dystopian mind

ତ ବନ୍ଧୁଗଣ କେବେ କେବେ କୈଣସି ଝିଅ କୁ ଦେଖିଲେ ମନ ରେ କାମୁକ ଭାବନା ଆସି ଥାଏ । ତେବେ ଏମିତି ହେବାର କାରଣ ହେଲା ଆପଣ ମାନେ ଲେଟ୍ ନାଇଟ୍ ରେ ଶୋଇବା ଏବଂ ବହୁତ ସମୟ ରେ ଅଶିିଳ୍ଲ ଭିଡ଼ିଓ କୁ ଦେଖିବେ । ତେବେ ସେମିତି କ୍ଷେତ୍ର ରେ ଅନ୍ୟତ୍ର ସେହି ବ୍ୟକ୍ତି ଯଦି କୈଣସି ଝିଅ କୁ ବା କୈଣସି ସ୍ତ୍ରୀ କୁ ଦେଖେ ତେବେ ସେହି ବ୍ୟକ୍ତି ର ମନ ରେ ଏହି କାମୁକ ଭାବନା ପସି ଯାଏ । ଏବଂ ସେହି ସମୟ ରେ ଆମ ଶରୀର ରେ ଯେଉଁ କାମ ସଂସ୍ଥାନ ରହିଛି ତାହା ଶକ୍ରିୟ ହୋଇ ଯାଏ । ଏବଂ ଆମକୁ ଏମିତି ଲାଗେ । ତେବେ ଏହାକୁ କାବୁ କରିବାର କିଛି ଉପାୟ ବିଷୟ ରେ ଜାଣନ୍ତୁ । ପ୍ରଥମେ ଯେତେ ବେଳେ୍ ଆପଣ ମାନେ ଏମିତି ଭାବନା ଆସିବାର ଦେଖନ୍ତି ।How to control the dystopian mind

ତେବେ ଆପଣଙ୍କ ଜଉନ୍ନ ଇନ୍ଦ୍ରିୟ କୁ ଆପଣଙ୍କ ପେଟ ଆଡକୁ ଟାଣନ୍ତୁ । ଏହି ପରି କରିବା ପରେ ଆପଣ ମାନଙ୍କ ଧ୍ୟନ ସେହି ଠାରୁ ହଟି ଯାଏ । ଯଦି ଆପଣ ମାନଙ୍କୁ ଅତ୍ୟାଧିକ ଭାବେ ବିଚଳିତ ଲାଗୁ ଥାଏ । ତେବେ ଦୂର୍ଗା ଦେବୀ ଙ୍କୁ ଧ୍ୟନ କରନ୍ତୁ । ଏମିତି ବେଳେ ଶକାରାତ୍ମକ ଭାବନା ଆପଣଙ୍କ ମଧ୍ୟ ରେ ପସେ । ଏହା ପରେ ବି ଯଦି ଆପଣ ମାନେ ଏହାକୁ କାବୁ କରି ପାରୁ ନାହାଁନ୍ତି । ତେବେ ସେମିତି ବେଳେ ଏଣିତି କରନ୍ତୁ କି ଆପଣ ମାନେ ନିଜର ଯଉନ୍ନ ଇନ୍ଦ୍ରିୟ ଆଡୁ ଉପର ସହସ୍ରାର ଚକ୍ର ଆଡକୁ ଦେଖନ୍ତୁ । ଦେଖିବେ ସେମିତି ଭାବନା ଭାଙ୍ଗି ଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *