ବ୍ୟାଙ୍କ୍ ରେ FD ଥିଲେ ଆପଣ ମାନଙ୍କ ପାଇଁ ଆସିଲା ଖୁସୀ ଖବର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ । ଯଦି ଆପଣ ମାନେ ବ୍ୟାଙ୍କ୍ ର FD କରିଛନ୍ତି । ଏବଂ ବ୍ୟଙ୍କ୍ ରେ ଫିକ୍ସ ଡିପୋଜିତ କରିଛନ୍ତି ତେବେ ଜାଣି ରଖନ୍ତୁ FD ଧାରକ ଙ୍କ ପାଇଁ ଆସିଲା ବଡ ଖୁସୀ ଖବର । ଏହି ନେଇ ବ୍ୟାଙ୍କ ପକ୍ଷରୁ ଜାରି ହେଲା ନୂଆ ସୂଚନା ଏଣିକି ଆପଣଙ୍କୁ ମିଳିବାକୁ ଯାଉଛି ଅଧିକ ଇଣ୍ଟ୍ରେଷ୍ଟ । ତେବେ ବନ୍ଧୁଗଣ ଆଉ କିଛି ଦିନ ପରେ 2023 ବର୍ଷ ଶେଷ ହେବାକୁ ଯାଉଛି । ଯେଉଁଥି ପାଇଁ ଲୋକ ମାନଙ୍କ ମନରେ ଧିରେ ଧିରେ ଆର୍ଥିକ ପରିବର୍ତନ ଦେଖିବା ପାଇଁ ମିଳୁଛି । ତେବେ ଏହି ସମୟ ରେ ବ୍ୟଙ୍କ୍ ଗୁଡିକ ରେ FD ସୁଧ ହାରରେ ନୂଆ ପରିବର୍ତନ ନିମନ୍ତେ ଅବଗତ ହେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ।

ଏହା ସହିତ ବ୍ୟାଙ୍କ ଯୋଡିତ ଏହି ସୂଚନା ଦେଶର ସେହି ଲୋକ ମାନଙ୍କ ପାଇଁ ଏବଂ ସେମାନଙ୍କ ସଞ୍ଚୟ ତଥା ବିନିଯୋଗ ର ଉନ୍ନତି ଆଣିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଗୁରୁତ୍ୱ ପୂର୍ଣ୍ଣ । ତେବେ ସାଧାରଣ ଲୋକ ମାନଙ୍କୁ ସୁବିଧା ଯୋଗେଇ ଦେବା ପାଇଁ । ଦେଶର ବ୍ୟାଙ୍କ୍ ଗୁଡିକ ସମୟ ସମୟ ରେ ସେମାନଙ୍କ FD ହାରରେ ପରିବର୍ତନ ଜାରି ରଖନ୍ତି । ସେହିପରି ଇତି ମଧ୍ୟରେ SBI ନିଜର FD ହାର ଜାରି କରିଛି ।

ଯଦି ଆପଣ ମାନେ 46 ଦିନରୁ 197 ଦିନ ପର୍ଯ୍ୟନ୍ତ FD ରଖନ୍ତି ତେବେ ଆପଣ ମାନଙ୍କୁ 5 ପ୍ରତିଶତ ହାରରେ ସୁଧ ମିଳିବ । ସେହିପରି 1 ବର୍ଷରୁ କମ୍ FD ରେ 5.75 ପ୍ରତିଶତ ସୁଧହାର ଉପଲ୍ବଧ ହେବ । ଷ୍ଟେଟବ୍ୟାଙ୍କ ର ସୁଧର ତାଲିକା ଅନୁସାରେ 180 ଦିନରୁ 210 ଦିନ ମଧ୍ୟରେ କରାଜାଇଥିବା FD ଉପରେ ସୁଧହାର ସାଧାରଣ ଜନତାଙ୍କ ପାଇଁ 5.25 ପ୍ରତିଶତ ଏବଂ ବରିଷ୍ଟ ନାଗରିକ ଙ୍କ ପାଇଁ 5.75 ପ୍ରତିଶତ ଧାର୍ଯ୍ୟ କରାଜାଇଛି ।

ଏହିଥି ସହିତ ଯେଉଁ ମାନେ 211 ଦିନରୁ ବା ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଚୟନ କରନ୍ତି । ସାଧାରଣ ଲୋକ ମାନଙ୍କ ପାଇଁ 5.75 ପ୍ରତିଶତ ଏବଂ ବରିଷ୍ଟ ନାଗରିକ ଙ୍କ ପାଇଁ 6.25 ପ୍ରତିଶତ ହେବ । ତେବେ ମଧ୍ୟ ଆପଣ ମାନେ 2 ରୁ 3 ବର୍ଷ କାର୍ଯ୍ୟକାଳ ପାଇଁ ବ୍ୟାଙ୍କ FD କରୁଛନ୍ତି ତେବେ ସାଧାରଣ ଲୋକ ମାନଙ୍କ ପାଇଁ 7 ପ୍ରତିଶତ ବରିଷ୍ଟ ନାଗରିକ ମାନଙ୍କ ପାଇଁ 7.05 ପ୍ରତିଶତ ସୁଧର ହାର ମିଳିବ । ତେବେ ଆପଣ ମାନେ ଯେକୈଣସି ବ୍ୟାଙ୍କ୍ ରେ FD କରନ୍ତି କି ନାହିଁ ନିଶ୍ଚିତ ଭାବେ ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *