Google Pay ରୁ ମିଳୁଛି ୧୫ ହଜାର ଟଙ୍କା ଜଲ୍ଦି କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୁଗୁଲ ପେ ଗ୍ରାହାକ ଙ୍କ ପାଇଁ ଖୁସୀ ଖବର ଆରମ୍ଭ ହେଲା ନୂଆ ସୁବିଧା । ଏମାନଙ୍କୁ ମିଳିବ 15 ହଜାର ଟଙ୍କା । ତେବେ ଯଦି ଆପଣ ମାନେ ଜଣେ ଗୁଗୁଲ ପେ ଇୟୁଜର ତେବେ ଆପଣ ମାନଙ୍କୁ ମିଳୁଛି ଗୋଟେ ବଡ ମୈକା । ଆପଣ ମାନେ ବି ଏହିଥିରୁ ପାଇ ପାରିବେ ଟଙ୍କା ହେଲେ କିପରି କଣ ରହିଛି ଅପଡେଟ ଆସନ୍ତୁ ଜାଣିନେବା । ତେବେ ଆପଣ ମାନେ ଏହି ବିଷୟ ରେ ଜାଣିବା ଲାଗି ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଦୁନିଆ ର ସବୁଠୁ ବଡ କମ୍ପାନୀ ଗୁଗୁଲ ପେ ଲୋକ ମାନଙ୍କ ପାଇଁ ଏକ ଭଲ ସେବା ଆରମ୍ଭ କରିଛି । ଏହି ସେବା ରେ ଲୋକ ମାନେ ନିଜର ଛୋଟ ଆବଶ୍ୟକତା କୁ ପୂରଣ କରିବା ଲାଗି ଗୁଗୁଲ ଏହାର ପେମେଣ୍ଟ ଆପ ସିଷ୍ଟମ୍ ଗୁଗୁଲ ପେ ମାଧ୍ୟମ ରେ ସଚେତ ଲୋନ ଆରମ୍ଭ କରିଛି । ଗୁଗୁଲ ର ଏହି ନୂଆ ଅଫର ସହିତ ଛୋଟ ବ୍ୟବସାୟୀ ଙ୍କୁ ସହଜ ରେ 15 ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳି ପାରିବ ।Google Pay

ଏହାର ବିଶେଷ କଥା ହେଲା କି ଏହିଥି ପାଇଁ ଆପଣ ମାନଙ୍କୁ କୈଣସି ବ୍ୟଙ୍କ୍ କୁ ଯିବାକୁ ପଡିବ ନାହିଁ । ଗୁଗୁଲ ପେ ଏହି 15 ହଜାର ଋଣ କୁ ସାଚେତ ଋଣ ନାମରେ ନାମିତ କରିଛି । ତେବେ ଏହି ସାଚେତ ଲୋନ ହେଲା ଏକ ପ୍ରକାରର ଛୋଟ ଏବଂ ପୂର୍ବ ଅନୁମୋଦିତ ଋଣ । ଏହାର କାର୍ଯ୍ୟକାଳ 7 ଦିନରୁ 12 ମାସ ମଧ୍ୟରେ । ଗୁଗୁଲ ପେ ଟୁଇଟ କରି ଏହି ବିଷୟ ରେ ସୂଚନା ଦେଇଛି । ଏବଂ କହିଛି ଆମେ ଦେଖୁଛୁ ଛୋଟ ବ୍ୟବସାୟ କରୁଥିବା ଲୋକ ମାନେ ଋଣ ଏବଂ ସହଜ ପରିଶଦ ସହିତ ଋଣ ପରିଶଦ କରିବାକୁ ଚାହାଁନ୍ତି ।

ତେବେ ହେଲେ ଆବଶ୍ୟକତା କୁ ପୂରଣ କରିବା ଲାଗି ଗୁଗୁଲ ପେ ଏବଂ ଡିଏମ୍ ଫାଇନାନ୍ସ ସହିତ ସାଚେତ ଋଣ ଆରମ୍ଭ କରିଛି । ଏହିଥିରେ 15 ହଜାର ଟଙ୍କାର ଋଣ ଉପଲବ୍ଧ ହେବ ଏବଂ ଏହାକୁ 11 ଟଙ୍କା ସହଜ କିସ୍ତିରେ ପରିଶଦ କରି ପାରିବେ । ଗୁଗୁଲ ର ଏହି ସେବା ସେହି ଲୋକ ମାନଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହେବ ଯେଉଁ ମାନେ ପ୍ରତିଦିନ ବ୍ୟବସାୟ କରିବାକୁ ଚାହୁଁଛନ୍ତି । ଏବଂ ପ୍ରତିଦିନ ଋଣ ପରିଶଦ କରିବାକୁ ଚାହୁଁଛନ୍ତି । ତେବେ ଯଦି ଆପଣ ମାନେ ଏହିଥିରୁ ଲୋନ ନେବାକୁ ଚାହୁଁଥିବେ । ସର୍ବ ପ୍ରଥମେ ଆପଣ ମାନଙ୍କୁ ଗୁଗୁଲ ପ୍ଲେ ଷ୍ଟୋର ରୁ ଗୁଗୁଲ ପେ ଆପ କୁ ଇନଷ୍ଟୋଲ କରିବାକୁ ହେବ ।google pay

ଏହା ପରେ ଆପଣ ମାନଙ୍କୁ ସେହିଥିରେ ଲୋନ ଅଫସନ କୁ ଜାଇ କ୍ଲିକ୍ କରିବାକୁ ପଡିବ । ଏହା ପରେ ଆପଣ ମାନଙ୍କୁ ଲେଣ୍ଡିଙ୍ଗ୍ ପାର୍ଟନର ସାଇଡ ରେ ରେଜିଷ୍ଟର ହୋଇଯିବ । ଏବଂ ପରେ ଆପଣ ମାନେ ଏହିଥିରେ କିଛି KYC ଡକ୍ୟୁମେଣ୍ଟ ସମିଟ୍ କରିବା ପରେ ଆପଣ ମାନେ ନିଶ୍ଚିତ ଭାବେ ଏହି ଲୋନ ର ଫାଇଦା ଉଠେଇ ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *