କାଳିଆ ଯୋଜନା କୁ ଆସିଲା ବଡ ଘୋଷଣା । ନୂଆ ଆପ୍ଲାୟ ଆରମ୍ଭ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ କାଳିଆ ଯୋଜନା ରେ ହୀତାଧିକାରୀ କିମ୍ବା ଆପଣ ମାନେ ଏହିଥିରୁ ଟଙ୍କା ପାଉଛନ୍ତି ବା ନୂଆ ଆବେଦନ କରି ପାଇଁ ଭାବୁଛନ୍ତି । ତେବେ ଜାଣି ରଖନ୍ତୁ ଆପଣ ମାନଙ୍କ ପାଇଁ ବଡ ଖୁସୀ ଖବର ଆପଣ ମାନେ ଆବେଦନ କରିକି ନିଶ୍ଚିତ ଭାବେ ପାଇ ପାରିବେ ମଧ୍ୟ ଟଙ୍କା । କଣ ରହିଛି ସଂମ୍ପର୍ଣ୍ଣ ଡିଟେଲ୍ସ ରେ ଆମେ ଜାଣିବା । ତେବେ ଆପଣ ମାନେ କେବଳ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ପ୍ରଥମେ ତ ଆପଣ ମାନେ କାଳିଆ ଯୋଜନା ର ଯେଉଁ ୱେବସାଇଟ ରହିଛି kalia.odisha.gov.in ରେ ଜାଇ ଆପଣ ମାନେ ଉପରେ ଦେଖିବେ ଲେଖା ରହିଥିବ କି ଇନଲାଇନ ମାଧ୍ୟମରେ ଆବେଦନ କିମ୍ବା ଅଭିଯୋଗ କରିବାର ପକ୍ରିୟା 03/10/23 ରୁ 31/12/23 ଯାଏ ଚାଲୁ ରହିଛି ।Kalia Yojana

ତେବେ ପରବର୍ତି କାଳିଆ ସହାୟତା ରାଶି ଆଧାର ନମ୍ବର ସହିତ ସଂଯୋଗ ହୋଇଯିବା ବ୍ୟଙ୍କ ଏକାଉଣ୍ଟ ରେ ପ୍ରଦାନ କରାଯିବ । ତେଣୁ ଆପଣ ମାନେ ନିଜର ବ୍ୟାଙ୍କ ଏକାଉଣ୍ଟ ସହିତ ଆଧାର ଲିଙ୍କ୍ କରାନ୍ତୁ । ତେବେ ଯଦି ଆପଣ ମାନେ ଏବେ ଯାଏ ଲିଙ୍କ୍ କରେଇ ନାହାଁନ୍ତି ତେବେ ଆପଣ ମାନଙ୍କୁ ଟଙ୍କା ମିଳିବ ନାହିଁ । ଏବଂ ସବୁଠୁ ବଡ ଖୁସୀ ଖବର ଆପଣ ମାନେ ଏହିଥିରେ ଆବେଦନ କରିବାକୁ ଚାହୁଁଛନ୍ତି । ନୂଆ ଆବେଦନ ଆପଣ ମାନେ କରି ପାରିବେ ଆଗାମୀ ଆସିବାକୁ ଥିବା 2000 ଟଙ୍କା ଆପଣ ମାନଙ୍କୁ ମିଳିଯିବ ।

ତେବେ ଆପଣ ମାନେ ପ୍ରଥମେ ଏହି କଥା ଜାଣି ରଖିବା ନିହାତି ଆବଶ୍ୟକ ଅଟେ କି ଯେତେ ବେଳେ ଆପଣ ମାନେ ଆପ୍ଲାୟ କରିବେ ସେତେ ବେଳେ ଜାଣି ରଖିବା ଜରୁରୀ ଅଟେ କି ଆପଣ ମାନଙ୍କ ରାସନ କାର୍ଡରେ ନାମ ଥିବା ଜରୁରୀ ଅଟେ । ଆଉ ଯଦି ରାସନ କାର୍ଡରେ ନାମ ନାହିଁ ତେବେ ଆପଣ ମାନଙ୍କ ପାଖକୁ ଟଙ୍କା ଆସିବ ନାହିଁ ।KALIA Scholarship

ଏବଂ ବହୁତ ଲୋକ ଆପଣ ମାନେ ଦେଖିଥିବେ ଆବେଦନ କରି ଦେଇଛନ୍ତି ହେଲେ ସେମାନଙ୍କ ପାଖକୁ ଟଙ୍କା ଆସି ନାହିଁ । ତେବେ ସେମାନଙ୍କ ରାସନ ରେ ନାମ ନାହିଁ କିମ୍ବା ସେମାନେ E-KYC କରୁ ନାହାଁନ୍ତି । ତେବେ ଆପଣ ମାନଙ୍କ ପାଖକୁ ଟଙ୍କା ଆସିବ ନାହିଁ । ତେବେ ବନ୍ଧୁଗଣ 2023 ର ଡିସେମ୍ବର ମାସ ଲମ୍ବା ସମୟ ରହିଛି । ତେବେ ଆପଣ ମାନେ ଆଗାମୀ ସମୟ ରେ ଆସୁଥିବା କିସ୍ତି ପାଇବାକୁ ଚାହାଁନ୍ତି ତେବେ ନିଶ୍ଚିତ ଭାବେ ଏହି ଦୁଇଟି କାମ କରି ନିଅନ୍ତୁ ।

Leave a Reply

Your email address will not be published. Required fields are marked *