ଯେଉଁ ସ୍ତ୍ରୀ ତକିଆ ତଳେ ଏହି ଜିନିଷ ରଖି ଶୁଏ ତାଘରେ କେବେବି ଧନର ଅଭାବ ରୁହେ ନାହିଁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଣ୍ଡ ତଳେ ରଖା ଜାଉ ଥିବା ତକିଆ ଆପଣ ମାନଙ୍କୁ ରାତା ରାତି ମାଲାମାଲ କରି ଦେଇଥାଏ ଶୋଇବା ସମୟ ରେ ତକିଆ ତଳେ ଏହି ଗୋଟିଏ ଜିନିଷ କୁ ଆପଣ ମାନେ ନିଶ୍ଚିତ ଭାବେ ରଖନ୍ତୁ ।  ଏବଂ ଦେଖନ୍ତୁ ଚମତ୍କାର ରାତା ରାତି ଆପଣ ମାନଙ୍କ ଭାଗ୍ୟ ଚମକିଯିବ । ତେବେ ଏହି ଲିଷ୍ଟ ରେ ପ୍ରଥମେ ରହିଛି ମୟୁରପଙ୍ଖ । ପଜେଟିଭ୍ ଉର୍ଜା ରେ ଭରା ମୟୁରପଙ୍ଖ କୁ ଆପଣ ମାନେ ନିଜର ତକିଆ ତଳେ ରଖିବେ ତେବେ ଏହାର ପ୍ରଭାବ ବହୁତ ଲାଭ କାରୀ ସିଦ୍ଧ ହୁଏ । ଏମିତି କରିବା ଦ୍ୱାରା ବ୍ୟକ୍ତି ର କୁଣ୍ଡଳୀ ରେ ଲାଗି ରହି ଥିବା ଦୋଶ ଦୂର ହୁଏ । ସେହିପରି ଦୁଇ ରେ ବନ୍ଧୁଗଣ ଆପଣ ମାନେ ନିଜର ତକିଆ ତଳେ ପ୍ରତି ଦିନ 4 ରୁ 5 ଟି ତୁଳସୀ ପତ୍ର କୁ ରଖନ୍ତୁ । mata laxmi

ଏମିତି କରିଲେ ବି ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରଶନ୍ନ ହେବା ସହିତ ଆପଣ ମାନଙ୍କ ଘରେ ନାକାରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଲାଗେ କି ଆପଣ ମାନଙ୍କ ଭାଗ୍ୟ ଆପଣ ମାନଙ୍କ ଠାରୁ ରୁଷି ଜାଇଛି ଏବଂ ମହତ୍ୱ କାର୍ଯ୍ୟ ରୁ ଯଦି ଆପଣ ମାନଙ୍କୁ ଅସଫଳତା ମିଳୁଛି ତେବେ ଆପଣ ମାନେ ଏହି ଉପାୟ କୁ ନିଶ୍ଚିତ ଭାବେ କରନ୍ତୁ । ଆପଣ ମାନେ ରାତି ରେ ମୟୁର ର ଗୋଟିଏ ପଙ୍ଖ ନେଇ ତକିଆ ତଳେ ରଖି ଦିଅନ୍ତୁ । ଏବଂ ସକାଳୁ ଉଠିଲେ ଆପଣ ମାନେ ସେହି ମୟୁର ପଙ୍ଖ ର ଦର୍ଶନ କରନ୍ତୁ ।coin2

ଆପଣ ମାନଙ୍କ ଜାତକ ରେ ଯାହାବି ଦୋଶ ଥିବ ତାହା ଦୂର ହେବ । ଆପଣ ମାନେ ରାତ୍ରୀ ସମୟ ରେ ଶୋଇବା ପୂର୍ବ ରୁ ଗୋଟିଏ ଏକ ଟଙ୍କା ର କୟନ୍ ନିଅନ୍ତୁ ଏବଂ ନିଜର ବିଛଣା ରେ ବସି ନିଜର ଉପରେ 7 ଥର ବୁଲେଇ ଆଣି ଉତାରି ଦିଅନ୍ତୁ । ତେବେ ପରେ ଆପଣ ମାନେ ସେହି ଟଙ୍କା କୁ ନିଜର ତକିଆ ତଳେ ରଖି ଶୋଇ ଜାଆନ୍ତୁ । ଏବଂ ପରେ ସେହି ଟଙ୍କା କୁ ଆପଣ ମାନେ ପର ଦିନ ନେଇ ଜାଇ ଘର ଠାରୁ ଦୂରେ ଥିବା ଗୋଟିଏ ସ୍ମସାନ ରେ ପକାଇ ଦିଅନ୍ତୁ। ଏମିତି କରିଲେ ଆପଣ ମାନଙ୍କର ଗ୍ରହ ଦୋଷ ଖଣ୍ଜନ ହେବ। ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *