ଆଜି ଏହି ପ୍ରସିଦ୍ଧି ହିରୋଇନଙ୍କର ହଠାତ୍ ଚାଲିଗଲା ଜୀବନ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳଚିତ୍ରରେ ଟେଲିଭିଜନ ଅଭିନେତ୍ରୀଙ୍କର ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ମନୋରଞ୍ଜନ ଦୁନିଆକୁ ଆସିଛି ଏକ ବଡ ଦୁଃଖଦ ଖବର । ଅଭିନେତ୍ରୀଙ୍କର ମୃ-ତ୍ୟୁ ରେ ତାଙ୍କ ବନ୍ଧୁ ଓ ଶୁଭେଚ୍ଛା ମାନେ ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଏତେ କମ୍ ବୟସରେ ଅଭିନେତ୍ରୀଙ୍କ ମୃ-ତ୍ୟୁ ଆଶ୍ଚର୍ଯ୍ୟ ଜନକ ।

ସେ ଦୀର୍ଘ ଦିନ ଧରି ଗୁରୁତ୍ୱର ଭାବେ ଅସୁସ୍ଥ ଥିଲେ ଏବଂ କିଛିଦିନ ହେବ ବାରମ୍ବାର ଡାକ୍ତର ଖାନାରେ ଭର୍ତ୍ତି ହେଉଥିଲେ । କସମେଟିକ ସର୍ଜରି ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଆରମ୍ଭ ହୋଇଥିଲା । କିଛିବର୍ଷ ପୂର୍ବେ କରାଯାଇଥିବା କସମେଟିକ ସର୍ଜରି ସମୟରେ ଅଭିନେତ୍ରୀଙ୍କ ଶରୀରରେ ଏକ ବିଷାକ୍ତ ପଦାର୍ଥ ପ୍ରୟୋଗ କରାଯାଇଥିଲା ।

ପ୍ଲାଷ୍ଟିକ ସର୍ଜରୀ କରିବା କଥା ସାଧାରଣ କଥା ହୋଇଗଲାଣି । ବିଶେଷ କରି ଫିଲ୍ମ ସେଲିବ୍ରିଟି ମାନେ ପ୍ରାୟତଃ ପ୍ଲାଷ୍ଟିକ ସର୍ଜରୀ କରି ନିଜକୁ ସୁନ୍ଦର କରେଇବାକୁ ଚେଷ୍ଟା କରନ୍ତି । ପ୍ରସିଦ୍ଧ ଅଭିନେତ୍ରୀ ତଥା ନୋରେଲ ସିନ ବିନା ଲୋନାଙ୍କ ଦେହାନ୍ତ ହୋଇଛି । ତାଙ୍କୁ ମାତ୍ର ୪୩ ବର୍ଷ ହୋଇଥିଲା । ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ ସେ କିଛି ବର୍ଷ ପୂର୍ବେ ପ୍ଲାଷ୍ଟିକ ସର୍ଜରୀ କରିଥିଲେ ।

heroin

ଏହାପରେ ହିଁ ଅଭିନେତ୍ରୀଙ୍କ ର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଥିଲା । ପ୍ରସିଦ୍ଧ ଅଭିନେତ୍ରୀ ତଥା ନୋରେଲ ସିଲବିଲା ରୋନାଙ୍କ ଦେହାନ୍ତ ହୋଇଛି । ତାଙ୍କର ଦେହାନ୍ତରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି। କଳା ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *