ଆଜି ପୁଣି କମିଲା ସୁନା ଦର । ଜାଣନ୍ତୁ ଓଡ଼ିଶାରେ କେତେ ରହିଛି ସୁନା ଦର ।

Gold Price

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ହ୍ରାସ ହେଲା ସୁନା ଦର । ଯଦି ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆପଣମାନଙ୍କ ପାଇଁ ଆସିଗଲା ବଡ ଖୁସି ଖବର । ତେବେ କେତେ ଟଙ୍କା ଆଜି ହ୍ରାସ ହୋଇଛି ଆଉ ନୂଆ ଦର କେତେ ରହିଛି ଯାହା ଆପଣମାନେ ଯଦି ସୁନା କିଣିବାକୁ ଚାହୁଁଥିବେ ସେତିକି ଟଙ୍କା ଦେଇ କିଣିପାରିବେ ।

ତେବେ ଆଜି ସୁଦ୍ଧ ସୁନା ୨୪ କ୍ୟାରେଟ ଦାମରେ ୧୦ ଗ୍ରାମ ପିଛା ୮୭୦ ଟଙ୍କା ହ୍ରାସ ଦେଖିବାକୁ ମିଳିଛି । ୨୨କ୍ୟାରେଟ ର ସୁନା ୧୦ଗ୍ରାମ ପିଛା ୫୫ହଜାର ୨୭୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ଦାମ ର ସୁଧ ସୁନା ୧୦ଗ୍ରାମ ପିଛା ୫୮ହଜାର ୪ଶହ ୫୦ ଟଙ୍କା ଦେଖିବାକୁ ମିଳିଛି ଆଜି ଦରରେ । ସେହିପରି ମୁମ୍ବାଇର ମଲଟି କମଡିଟି ଏକ୍ସଚେଞ୍ଜରେ ଆଜି ମଧ୍ୟ ୫ଶହ ଟଙ୍କା ହ୍ରାସ ଦେଖିବାକୁ ମିଳିଛି ସୁନା ।

gold

ସେହିପରି ସୁନ୍ଧ ସୁନା ୨୪କ୍ୟାରେଟ ଦାମରେ ୧୦ ଗ୍ରାମ ପିଛା ୬୦ହଜାର ୫୮୦ ଟଙ୍କା ଦେଖିବାକୁ ମିଳିଥିବା ବେଳେ ୨୨କ୍ୟାରେଟ ଦାମରେ ୧୦ ଗ୍ରାମ ପିଛା ୫୬ହଜାର ୪୬୦ ଟଙ୍କା ରହିଛି ଆଜି ଦର । ଆଉ ଏହା ସହିତ ଦିଲ୍ଲୀର ସ୍ୱରଫା ବଜାରରେ ଆଜି ବି ମଧ୍ୟ ସୁନା ଦରରେ କିଛିଟା ହ୍ରାସ ଦେଖିବାକୁ ମିଳିଛି । ୧୦ଗ୍ରାମ ପିଛା ୪୨୦ଟଙ୍କା ହ୍ରାସ ହୋଇଛି ।

ଆଉ ନୂଆ ଦର ସୁନ୍ଧ ସୁନା ୨୪କ୍ୟାରଟ ଦାମ ରେ ୧୦ଗ୍ରାମ ପିଛା ୬୦ହଜାର ୭୨୦ଟଙ୍କା ରହିଥିବା ବେଳେ ୨୨କ୍ୟାରଟ ଦାମରେ ୧୦ ଗ୍ରାମ ପିଛା ୫୮ ହଜାର ୪୬୦ଟଙ୍କା ଦେଖିବାକୁ ମିଳିଛି ଆଜି ଦରରେ । ଯଦି ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ସମୟରେ ସୁନା କିଣି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *