ଅଭିନୟ ବେଳେ ବିଲଡିଂରୁ ପଡ଼ି ଏହି ପ୍ରସିଦ୍ଧ ଅଭିନେତାଙ୍କ ଘଟିଲା ମୃ-ତ୍ୟୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳଚ୍ଚିତ୍ର ଜଗତ ପାଇଁ ଯାହା ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ କଳାକାରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି । ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ । ଏଠାରେ ଅନେକ କଳାକାର ରହିଛନ୍ତି ନାଚ ହେଉ କିମ୍ବା ଗୀତ ଭାରତ ସବୁଠାରୁ ଆଗରେ ।

ଏକ ରିପୋର୍ଟ ଅନୁଯାୟୀ ଏହି ଲୋକପ୍ରିୟ ଅଭିନେତା ସୁଟିଂ କରୁଥିବା ସମୟରେ ଏକ ଉଚ୍ଚ ବିଲ୍ଡିଂରୁ ଖସିପଡ଼ିବା ପରେ ଅଭିନେତାଙ୍କ ମୃ-ତ୍ୟୁ ହୋଇଛି । ଅଖିଲ ମିଶ୍ରାଙ୍କ ଆକସ୍ମିକ ଦେହାନ୍ତ ଖବର । ସିନେମା ଇଣ୍ଡଷ୍ଟ୍ରିରେ ଦୁଃଖର ଲହରୀ ସୃଷ୍ଟି କରିଛି ଏବଂ ପ୍ରସଙ୍ଗଶକ ମାନେ ଏହି ଖବରକୁ ବିଶ୍ୱାସ କରିପାରୁ ନାହାନ୍ତି । ଏହି ଲୋକପ୍ରିୟ ଅଭିନେତା କୋଠା ଉପରୁ ଖସି ପଡିଥିଲେ ।

Star

ଯେତେବେଳେ ଅଖିଳ ଶେଷ ନିଶ୍ୱାସ ତ୍ୟାଗ କଲେ ଅଖିଳଙ୍କ ପତ୍ନୀ ସୁଜନ ଭଟ୍ଟନ ହାଇଦ୍ରାବାଦରେ ଥିଲେ । ସେ କହିଛନ୍ତି ଯେ ମୋର ହୃଦୟ ଭାଙ୍ଗି ଯାଇଛି । ମୋ ଜୀବନ ସାଥି ଚାଲି ଯାଇଛନ୍ତି । ଏହି ଲୋକପ୍ରିୟ ଅଭିନେତା ଅଖିଳ ଉଡାନ୍ ସିଆଡି, ଶ୍ରୀମାନ ଶ୍ରୀମତୀ, ଭାରତୀୟ ଏକ କୋଜ୍ ଏବଂ ଅନ୍ୟାନ୍ୟ ଅନେକ ସିରିଏଲ କରି ଅନେକ ଲୋକପ୍ରିୟ ଟେଲିଭିଜନ ସୋ ରେ ଏକ ଅଂଶ ଥିଲେ ।

ଲୋକପ୍ରିୟ ଅଭିନେତା ଅଖିଳ ମିଶ୍ରାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *