ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ଆସିଲା ବହତ ବଡ଼ ଖୁସି ଖବର ।

SBI FD

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ ଖୁସି ଖବର । ଏସବିଆଇ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ ଏସବିଆଇ ଏହାର ଗ୍ରାହକ ମାନଙ୍କୁ ଧନୀ କରିବାରେ ଲାଗିଛି । କାରଣ ସବୁଠାରୁ ବଡ଼ ଲୋକପ୍ରିୟ ଯୋଜନା ଅମ୍ରିତ୍ କଳସ ଏଫଡି ସ୍କିମ୍ ବ୍ୟାଙ୍କ ଦ୍ୱାରା ପୂର୍ଣ୍ଣ ଆରମ୍ଭ ହୋଇଛି ।

ଏହି ଯୋଜନା ୪୦୦ଦିନର ପୁଞ୍ଜି ବିନିଯୋଗ ଦମଦାର ରିଟର୍ଣ୍ଣ ଦେଇଥାଏ । ଏହି ଏଫଡି ଯୋଜନା ଏକ ସିମୀତ ସମୟ ପାଇଁ ଆରମ୍ଭ କରାଯାଇଥିଲା । ଏହା ପୂର୍ବରୁ ୧୫ ଫେବୃଆରୀ ୨୦୨୩ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବିନିଯୋଗ ପାଇଁ ଆରମ୍ଭ କରାଯାଇଥିଲା । ଏଥିରେ ନିବେଶ ଉପରେ ଏସବିଆଇ ୭ ପ୍ରତିଶତରୁ ଅଧିକ ହାର ସୁଧ ଦେଉଛି । ତେବେ ୱେବ୍ ସାଇଟ୍ ର ସୂଚନା ଅନୁଯାୟୀ ବ୍ୟାଙ୍କ ୪୦୦ ଦିନର ଏଫଡି ସ୍କିମ୍ ଉପରେ ୭.୧୦ ପ୍ରତିଶତ ହାରରେ ସୁଧ ଦେଇଥାଏ ।

sbi

ଏହା ବ୍ୟତୀତ ଏହା ବରିଷ୍ଠ ନାଗରିକଙ୍କୁ ୭.୬୦ ପ୍ରତିଶତ ହାରରେ ସୁଧ ହାର ଲାଭ ମଧ୍ୟ ଦେଇଥାଏ । ତେବେ ଏହି ଯୋଜନା ୩୦ ଜୁନ୍ ପର୍ଯ୍ୟନ୍ତ ବିନିଯୋଗ ପାଇଁ ପ୍ରଦାନ କରାଯାଉଥିବା ବେଳେ କିନ୍ତୁ ବର୍ତ୍ତମାନ ଆପଣ ଏହାକୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଏହି ଏଫଡି ଯୋଜନାର ବିନିଯୋଗ କରିପାରିବେ ।

ଯଦି ଆପଣ ନିଜର ଟଙ୍କାକୁ ସାଭିଂ ଆକାଉଣ୍ଟରେ ରଖୁଛନ୍ତି ତେବେ ଆପଣ ଚାହିଁଲେ ଏହି ସ୍କିମ୍ ମଧ୍ୟ ଆପଣାଇ ପାରିବେ । ଯାହାକି ଆପଣଙ୍କୁ ମାତ୍ର ୪୦୦ଦିନର ଏକ ଏଫଡି କରିବାକୁ ପଡିବ । ଯେଉଁଥିରେ ଆପଣମାନଙ୍କୁ ୭.୧୦ ପ୍ରତିଶତ ହାରର ସୁଧ ମଧ୍ୟ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *