ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳଚ୍ଚିତ୍ର ଜଗତ ପାଇଁ ଯାହା ଗୋଟେ ଦୁଖ ଦାୟକ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି । ଅଭିନେତାଙ୍କ ର ତାଙ୍କ ଦୁଇ ପୁଅ ହଠାତ୍ ତାଙ୍କ ପରିବାର ଭାଙ୍ଗି ପଡିଥିବା କୁହାଯାଉଛି ।
ମୃ-ତ୍ୟୁ ବେଳକୁ ତାଙ୍କୁ ୬୬ବୟସ ହୋଇଥିଲା ବୋଲି ଜଣା ପଡିଛି । ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ । ଏଠାରେ ଅନେକ କଳାକାର ରହିଛନ୍ତି । ନାଚ ହେଉ ବା ଗୀତ ଭାରତ ସବୁଠାରୁ ଆଗରେ । ତାଙ୍କର ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡୁଛି ଯେ ଏହି ପ୍ରସିଦ୍ଧ ଅଭିନେତା ଆମ ଗହଣରେ ଆଉ ନାହାଁନ୍ତି । ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ତାଙ୍କର ପରଲୋକ ଘଟିଛି । ତାଙ୍କର ପରଲୋକରେ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି । ଫିଲ୍ମ କ୍ୟାରିୟରକୁ ଦେଖିବାକୁ ଗଲେ ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିଛି ବର୍ଷ ମଧ୍ୟରେ ସେ ଅନେକ ଚଳଚ୍ଚିତ୍ର ଏବଂ ଧାରାବାହିକରେ ନଜର ଆସିଥିଲେ । ଲୋକପ୍ରିୟ ଅଭିନେତା ରେକପୁଡିଆ ଫିଲ୍ମ ବ୍ୟତୀତ ଏହି ଅଭିନେତା ଟେଲିଭିଜନରେ ମଧ୍ୟ ଜଣେ ପ୍ରମୁଖ ଚେହେରା ଥିଲେ ।
ଧାରାବାହିକ ସ୍ୱପ୍ନେ ସୁହାନା , ଗଡ କ୍ୟାପେନ୍ କେ ଏବଂ ସିନ୍ଧାନ୍ତ ତିଆରିଙ୍କ ମହାଭାରତରେ ଗାଣ୍ଡିଜୀ ଙ୍କ ପିତା ଭୂମିକାରେ ଅଭିନୟ କରୁଥିଲେ । ଲୋକପ୍ରିୟ ଅଭିନେତା ରେକପୁଡିଆଙ୍କ ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।