ସରକାର କଲେ ବଡ଼ ଘୋଷଣା- ଅଙ୍ଗନବାଡି କର୍ମୀଙ୍କୁ ମିଳିଲା ଏହି ସବୁ ନୂଆ ଦାୟିତ୍ୱ ।

Anganwadi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଙ୍ଗନବାଡି କର୍ମୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏବେ ସମସ୍ତ ଅଙ୍ଗନବାଡି କର୍ମୀ ଆନ୍ଦୋଳନକୁ ଉହ୍ଲାଇଛନ୍ତି । ସରକାର ତରଫରୁ ଆସିଲା ବଡ ଘୋଷଣା । ଯାହା ଜାଣି ରଖିବା ନିହାତି ଜରୁରୀ । ସାଇବର ଅପରାଧୀ ନିୟନ୍ତ୍ରଣ ସାରଥି ଏବେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ମିଶନ ଶକ୍ତି ମହିଳା । ସାଇବର ଅପରାଧୀ ନିୟନ୍ତ୍ରଣରେ ସାରଥି ଏବେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ମିଶନ ଶକ୍ତି ମହିଳା ।

ଗାଁ ଗାଁ ରେ ଲୋକଙ୍କୁ ସାଇବର ଅପରାଧ ନେଇ ସଚେତନତା କରିବେ । ଏମାନଙ୍କ ସହାୟତାରେ ରାଜ୍ୟ ପୋଲିସ ଲୋକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବା ପାଇଁ ଯୋଜନା କରୁଛି । ଆସନ୍ତା ୩୦ ତାରିଖରୁ ରାଜ୍ୟରେ ସମସ୍ତ ଜିଲ୍ଲାରେ ସାଇବର ରଥ ଗଡିବ । ସାଇବର ସଚେତନତା ପାଇଁ ପ୍ରସ୍ତୁତ କରାଯାଉଥିବା ୨୨ଟି ଭିଡିଓକୁ ଏଲିଡିରେ ପ୍ରଦଶଣ କରାଯିବ । ଆଜି ଏଥିପାଇଁ ସାଇବର ସୁରକ୍ଷା ଗୀତ ଓ ଲଗର ଉଲ୍ମଚୋନ କରାଯାଇଛି ।

Anganwadi Workers

ଆଜିକାଲିର ଲୋଟେରାମାନେ ଭିନ୍ନଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି । କେତେବେଳେ ଅନଲାଇନ ଲୁଟିଲେନି ତ କେତେବେଳେ ରାସ୍ତା କଡରୁ ଏହିଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି । ତେବେ ଏବିଭଳି ଠକେଇରୁ ନିଜକୁ ଦୂରେଇ ରଖିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି ।

ତେବେ ଏହି ଅଭିଯାନ ମାଧ୍ୟମରେ ସାଇବର ଅପରାଧ ସମ୍ପର୍କରେ ସଚେତନତା କରିବେ ଅଙ୍ଗନବାଡି କର୍ମୀ । ତାଙ୍କ ସହ ସାମିଲ ରହିବେ ଆଶା ଶକ୍ତି ଓ ମିଶନ ଶକ୍ତି ମହିଳା ସଚେତନ କରାଇବେ । ଗାଁ ଗାଁ ରେ ଲୋକଙ୍କୁ ସାଇବର ଅପରାଧ ବାବଦରେ ସଚେତନ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *