ଆସିଲା ସବୁ ଠାରୁ ବଡ଼ ଖବର…ଦୋହଲିଲା ମରକ୍କୋ…ନିମିଷରେ ସବୁକିଛି ହୋଇଗଲା ଛାରଖାର୍‌

Great news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁଠାରୁ ବଡ ଖବର । ମରିଗଲେ ୩୦୦ ଲୋକ। ଆଗକୁ ମୃ-ତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି । ଭୟଙ୍କର ଭୂ-କମ୍ପରେ ଥରିଲା ମର୍କ । ଦୋହଲିଲା ରାସ୍ତାଘାଟ ସବୁକିଛି । ନିମିଷକରେ ସବୁକିଛି ହୋଇଗଲା ଛାରଖାର । କିଏ ଗାଡି ଚଲାଉଥିଲା ତ କିଏ ଘରେ ବସି ଟିଭି ଦେଖୁଥିଲେ । ହଠାତ୍ ସବୁକିଛି ସ୍ତବ୍ଧ ହୋଇଗଲା ଭଳି ଲାଗିଲା । ଆଉ ତାପରେ ମାଡି ଆସିଲା ଘୂ ଘୂ ଗର୍ଜନ । ଦୋହଲିବାକୁ ଲାଗିଲା ସବୁକିଛି ।

ତେବେ ଏହି ଭୟଙ୍କର ଭୂ-କମ୍ପରେ ପ୍ରାୟ ୩୦୦ ଜଣ ଲୋକଙ୍କ ର ମୃ-ତ୍ୟୁ ହୋଇଛି । ଆଗକୁ ମୃ-ତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଜଣେ ଅଧିକାରୀଙ୍କ ସୂଚନା ମୁତାବକ ଗତକାଲି ଶୁକ୍ରବାର ରାତି ପ୍ରାୟ ୧୧.୦୦ ସମୟରେ ମର୍କରେ ଏକ ଶକ୍ତିଶାଳୀ ଭୂ-କମ୍ପ ଅନୁଭୂତ ହୋଇଥିଲା । ଲୋକମାନେ ସମସ୍ତ ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ଓ ଆତଙ୍କିତ ହୋଇ ପଡିଥିଲେ ।

ସମଗ୍ର ଅଞ୍ଚଳରେ କାନ୍ଦ ବୋବାଳିରେ ଫାଟି ପଡୁଥିଲା । କିଏ କ’ଣ କରିବେ କିଛି ବି ବୁଝି ପାରୁନଥିଲେ । ଏଭଳି ଶକ୍ତିଶାଳୀ ଭୂ-କମ୍ପ ମର୍କ ବାସୀଙ୍କ ନିନ୍ଦ ହଜାଇ ଦେଇଛି । ତେବେ ରିକ୍ଟର ସ୍କିଲରେ ଏହି ଭୂ-କମ୍ପ ର ତୀବ୍ରତା ୬.୮ ଥିବା ସୂଚନା ମିଳିଛି । ଭୂ-କମ୍ପ ର କେନ୍ଦ୍ରସ୍ଥଳ ମାରାକିସ ଦକ୍ଷିଣ ପଶ୍ଚିମରେ ୭୧ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ନେଇ ଆମେରିକାର ଭୂତତ୍ୱ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

News

ତେବେ ଭୂ-କମ୍ପରେ ୩୦୦ ଲୋକଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି । ଆଉ ସେମାନଙ୍କ ମଧ୍ୟରୁ ଅନେକ ଲୋକ ଗୁରୁତ୍ୱର ହୋଇଥିବା ସୂଚନା ମିଳିଛି । ଏହି ଭୂ-କମ୍ପରେ ବହୁ ବଡ ବଡ କୋଠା ଭୁଷୁଡ଼ି ପଡି ମାଟିରେ ମିଶିଯାଇଛି । ଭୟଙ୍କର ଭୂ-କମ୍ପରେ ଥରିଲା ମର୍କ । ୬.୮ ତୀବ୍ରତର ଭୂ-କମ୍ପ ହୋଇଛି । ଆଉ ସେହି ଭୂ-କମ୍ପରେ ୩୦୦ ଲୋକଙ୍କର ଜୀବନ ଚାଲିଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *