କାଳିଆ ଯୋଜନାରେ ଆସିଲା ଆଉ କିଛି ନୂଆ ସୂଚନା । ମାନଙ୍କୁ ମିଳିବ ଟଙ୍କା…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନାରେ ଆଉ କିଛି ନୂଆ ସୂଚନା ଆସିଲା । ଯାହା ଆପଣମାନେ ଜାଣି ରଖିବା ଜରୁରୀ । ତେବେ ଏହି ସେପ୍ଟେମ୍ବର ମାସ ୨୦ ତାରିଖ କାଳିଆ ଯୋଜନା ଅଧିନରେ ୨୦୦୦ ଟଙ୍କା ଆସିବାକୁ ଯାଉଛି । ପ୍ରଥମତଃ ଜାଣି ରଖନ୍ତୁ କାଳିଆ ଯୋଜନାର ବର୍ଷକୁ ୨ଟି କିସ୍ତିରେ ଟଙ୍କା ମିଳିଥାଏ । ଗୋଟିଏ ହେଉଛି ଅକ୍ଷୟତୃତୀୟା ରେ ୨୦୦୦ଟଙ୍କା ମିଳିଥାଏ ଆଉ ଏକ ରହିଛି ନୂଆ ଖାଇରେ ମଧ୍ୟ ଟଙ୍କା ମିଳିଥାଏ ୨୦୦୦ଟଙ୍କା ।

କିନ୍ତୁ ଏହି ସେପ୍ଟେମ୍ବର ମାସ ୨୦ ତାରିଖ ନୂଆ ଖାଇ ପଡୁଛି । ତେବେ ନୂଆ ଖାଇ ଅବସରରେ ସରକାର ଏହି ଯୋଜନା ଅଧିନରେ ଆପଣଙ୍କୁ ୨୦୦୦ଟଙ୍କା ଦେବେ । ପରବର୍ତ୍ତୀ କାଳିଆ ସହାୟତା ରାଶି ଆଧାର ନମ୍ବର ସହ ସଂଯୋଗ ଥିବା ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ । ତେଣୁ ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ କରନ୍ତୁ ।

money

ତେବେ ଯଦି ଆପଣଙ୍କୁ ସରକାର ଟଙ୍କା ଦେଉଛନ୍ତି ଆଧାର କାର୍ଡ଼ ମାଧ୍ୟମରେ ଟଙ୍କା ସରକାର ପଠେଇଥାନ୍ତି । ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଧାର କାର୍ଡ଼ ଲିଙ୍କ୍ ହୋଇନଥିବ କିମ୍ବା ଆପଣଙ୍କ କେୱାଇସି ହୋଇନଥିବ ତେବେ ସରକାର ଯେଉଁ ଟଙ୍କା ଦେବେ ଆପଣଙ୍କ ଆକାଉଣ୍ଟରେ ପହଞ୍ଚି ପାରିବ ନାହିଁ ।

ତେଣୁ ଆପଣଙ୍କୁ ଏଥିପାଇଁ ଇକେୱାଇସି କରିବାକୁ ପଡିବ । ଏହାଛଡା କାଳିଆ ଯୋଜନାରେ ଏଥିରେ ବି ମଧ୍ୟ ଆପଣଙ୍କୁ ଇକେୱାଇସି କରିବାକୁ ପଡିବ । ତେବେ ଏହି ସେପ୍ଟେମ୍ବର ମାସ ୨୦ ତାରିଖ ନୂଆ ଖାଇ ପଡୁଛି । ତେବେ ଏହି ନୂଆ ଖାଇ ଅବସରରେ ଏହି ଯୋଜନା ଅଧିନରେ ଆପଣଙ୍କୁ ୨୦୦୦ଟଙ୍କା ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *