ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପରବର୍ତ୍ତୀ ମ୍ୟାଚ୍ ପାଇଁ ପୁରା ଫିଟ୍ ହୋଇଗଲେଣି ଶ୍ରେୟାସ ଆୟର । ନିଜ ଆହତ କାରଣରୁ ବାଦ ପଡିଥିବା ଶ୍ରେୟାସ ଆୟର ଏବେ ପୁଣିଥରେ ପଡିଆକୁ ଫେରିବେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ନିଜକୁ ସାମିଲ କରିବେ । କାରଣ ଭାରତରେ ଆୟୋଜନ ହେବାକୁ ଥିବା ଏହି ଦିନିକିଆ ବିଶ୍ୱକପ୍ ପାଇଁ ଶ୍ରେୟାସ ଫିଟ୍ ହେବା ନିହାତି ଜରୁରୀ ।
ଆଉ ଶ୍ରେୟାସଙ୍କ ଉପସ୍ଥିତି ହିଁ ଟିମ୍ ପାଇଁ ଜରୁରୀ ବୋଲି କହି ସାରିଛନ୍ତି ଅଧିନାୟକ । କାରଣ ଅକ୍ଟୋବର ୫ରୁ ଆରମ୍ଭ ହେବ ଦିନିକିଆ କ୍ରିକେଟ ବିଶ୍ୱକପ୍ ୨୦୨୩ । ଆଉ ଏଥିପାଇଁ ସଜେଇ ହେଲାଣି ପୁରା ଷ୍ଟାଡିୟମ । ଅକ୍ଟୋବର ୮ରେ ଭାରତ ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ସହ ଖେଳିବ ଏବଂ ନିଜର ଦମ୍ ଦେଖାଇବ । ତେବେ ଏସିଆ କପ୍ ସୁପର ଫର ମୁକାବିଲାରେ ପିଠିରେ ଆଘାତ ଲାଗି ଆଗାମୀ ମ୍ୟାଚରୁ ବାଦ୍ ପଡିଥିଲେ ଶ୍ରେୟାସ ଆୟର ।
ଏହାପରେ ଏସିଆ କପ୍ ର କୌଣସି ମ୍ୟାଚ୍ ରେ ଶ୍ରେୟାସଙ୍କୁ ଦେଖିବାକୁ ମିଳିନଥିଲା । ତାଙ୍କ ବଦଳରେ ସୁରିଆ କୁମାର ଯାଦବଙ୍କୁ ଖେଳା ଯାଇଥିଲା । ତେବେ ଶ୍ରେୟାସ ପୁରା ଫିଟ୍ ହୋଇଯାଇଛନ୍ତି ଏବଂ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ନିଜକୁ ଦାବିଦାର କରିଛନ୍ତି । ତେବେ ପରବର୍ତ୍ତୀ ମ୍ୟାଚ୍ ପାଇଁ ପୁରା ଫିଟ୍ ହୋଇଗଲେଣି ଶ୍ରେୟାସ ଆୟର । ଆଉ ଶ୍ରେୟାସଙ୍କ ଉପସ୍ଥିତି ହିଁ ଟିମ୍ ପାଇଁ ବହୁତ ଜରୁରୀ ।
ଅକ୍ଟୋବର ୮ରେ ଭରତ ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ସହ କେଳିବ ଏବଂ ନିଜର ଦମ୍ ଦେଖାଇବ । ତେବେ ପୁଣିଥରେ ପଡିଆକୁ ଫେରିବେ ଶ୍ରେୟାସ ଆୟର । ତେବେ ଶ୍ରେୟାସ ପୁରା ଫିଟ୍ ହୋଇଯାଇଛନ୍ତି ଏବଂ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ନିଜକୁ ଦାବିଦାର କରିଛନ୍ତି ଶ୍ରେୟାସ ଆୟର ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।