ଏହି ରାଶିର ଲୋକେ ହୋଇଥାନ୍ତି ବହୁତ ଭାବୁକ,ବହୁତ ଶୀଘ୍ର ଆପଣଙ୍କ ଉପରେ କରିଥାନ୍ତି ଭରଷା |

baa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଲୋକେ ହୋଇଥାନ୍ତି ବହୁତ ଭାବୁକ । ବହୁତ ଶୀଘ୍ର ଆପଣଙ୍କ ଉପରେ କରିଥାନ୍ତି ଭରସା । ଯେତେବେଳେ ମନୁଷ୍ୟ ଅଧିକ ଭାବୁକ ହୋଇଯାଏ ସେଥିପାଇଁ ତାଙ୍କୁ ସହିବାକୁ ପଡିଥାଏ । ଜୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟର ରାଶି ଅନୁଯାୟୀ ତାର ସ୍ୱଭାବ ହୋଇଥାଏ ଏମିତିକି କିଛି ରାଶି ଅଛନ୍ତି ଯେଉଁମାନେ ନିଜର ଭାବୁକ ସ୍ୱଭାବ ପାଇଁ ସମସ୍ତଙ୍କୁ ଭରସା କରିଥାନ୍ତି । ପରେ ପୁଣି ଏଥିପାଇଁ ପସ୍ତେଇଥାନ୍ତି ।

ତେବେ ପ୍ରଥମ ରାଶି ହେଲା ମିଥୁନ ରାଶି । ଯେଉଁ ଲୋକଙ୍କ ମିଥୁନ ରାଶି ହୋଇଥାଏ ସେମାନେ କଳାପ୍ରେମୀ ହୋଇଥାନ୍ତି । ଅଧିକ ସମ୍ବେଦନଶୀଳ କାରଣରୁ ଏମାନେ ମିଛ, ଧକ୍କା, ଭୁଲ୍ କଥାକୁ ବରଦାସ୍ତ କରିପାରି ନଥାନ୍ତି । ଏମାନେ ଖୁସି ବେଳେ ନିଜର ଖୁସିକୁ ଖୋଲାେଖାଲି ପ୍ରକାଶ କରିଥାନ୍ତି । ସେହିପରି ଦୁଃଖ ଆସିଲେ ଶୀଘ୍ର ବ୍ୟସ୍ତ ହୋଇଯାଆନ୍ତି । ଯଦି ଏମାନଙ୍କୁ କିଏ ଦୁଃଖ ଦିଏ ଖୁବ୍ ଶୀଘ୍ର ଭାବୁକ ହୋଇଯାଆନ୍ତି । ଏମାନଙ୍କ ଆଖିରେ ଲୁହ ଆସିଥାଏ । ଯେଉଁ ଲୋକମାନଙ୍କୁ କ, ଛ, ଘ ଅକ୍ଷର ରେ ଆରମ୍ଭ ହୋଇଥାଏ ସେମାନେ ମିଥୁନ ରାଶିର ହୋଇଥାନ୍ତି ।

ଦ୍ୱିତୀୟ ରାଶିଟି ହେଉଛି କନ୍ୟା ରାଶି। ସେହିପରି କନ୍ୟା ରାଶିର ଲୋକ ମଧ୍ୟ ବହୁତ ଭାବୁକ ହୋଇଥାନ୍ତି । ଏପରି ଲୋକ ଅନ୍ୟର ବହୁତ ଧ୍ୟାନ ରଖନ୍ତି । ଏଥିପାଇଁ ସେ ନିଜେ ଦୁଃଖ, କଷ୍ଟ ଉଠାଇ ଅନ୍ୟର କଥା ବୁଝିଥାନ୍ତି । ଏମିତି ଲୋକ ନିଜର ଦୁଃଖ, କଷ୍ଟ ସହଜରେ ଅନ୍ୟ ଆଗରେ ପ୍ରକାଶ କରିନଥାନ୍ତି । ଏମାନେ ବାହାରୁ ବହୁତ କଠୋର ଦଖାଗଲେ ବି ଭିତରଟା ବହୁତ ନରମ ଥାଏ । ଅନ୍ୟର ଦୁଃଖ ଦେଖିଲେ ବହୁତ ବିଚଳିତ ହୋଇଥାନ୍ତି । ଅଧିକ ଭାବୁକ କାରଣରୁ ଠିକ୍, ଭୁଲ୍ ର ଫରକ ଜାଣି ପାରି ନଥାନ୍ତି । ଚାଲାକ୍, ସ୍ୱାର୍ଥପର ଲୋକ ଏମାନଙ୍କର ବହୁତ ଲାଭ ଉଠାଇଥାନ୍ତି । ତେବେ ଏମାନେ ସତର୍କ ରହିବା ଦରକାର ଯାହାର ନାମ ମୂଳ ଅକ୍ଷର ପା, ପି, ପୁ, ସ, ଣ, ଠ ଓ ପ ହୋଇଥାନ୍ତି ସେମାନେ କନ୍ୟା ରାଶି ହୋଇଥାନ୍ତି ।

Astrology

ତୃତୀୟ ରାଶିଟି ହେଉଛି ମୀନ ରାଶି । ରାଶି ଚକ୍ରରେ ମୀନ ରାଶି ବହୁତ ସମ୍ବେଦନଶୀଳ ରାଶି । ଏମାନେ ନିଜ ଧନୁରେ ରହିବାକୁ ଭଲ ପାଇଥାନ୍ତି । ଏମାନଙ୍କ ସ୍ୱଭାବ ଚଞ୍ଚଳ ହୋଇଥାଏ । ଗୋଟିଏ ସ୍ଥାନରେ ବେଶି ସମୟ ରହିବାକୁ ପସନ୍ଦ କରନଥାନ୍ତି ରାଶିର ଲୋକ । ଏମାନେ ବହୁତ ଭାବୁକ ହୋଇଥିବାରୁ ଟିକିଏ କଷ୍ଟ ହେଲେ ବିଚଳିତ ହୋଇଯାଆନ୍ତି । ଯେଉଁଥିପାଇଁ ଏମାନଙ୍କୁ ବହୁତ କଷ୍ଟ ଉଠେଇବାକୁ ପଡିଥାଏ । ଯାହାର ନାମ ମୂଳ ଅକ୍ଷର, ଦି, ଦୁ, ଝ, ଦ, ଚା, ଜି ଅକ୍ଷରରୁ ହୋଇଥାଏ ସେମାନେ ମୀନ ରାଶିର ଲୋକ ହୋଇଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *