ମା ଲକ୍ଷ୍ମୀ ଦେଲେ ଖୁସି ଖବର, ୩ ରାଶିର ଲୋକମାନେ ହେବେ ବଡ଼ ଧନୀ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବୈଦିକ ଜୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ ଓ ବୀରତ୍ୱର କାରକ ବୋଲି ବିବେଚନା କରାଯାଇଥାଏ । ସେପ୍ଟେମ୍ବର ୨୪,୨୦୨୩ ସଂନ୍ଧ୍ୟା ୬.୨୬ ମିନିଟ୍ ରେ ମଙ୍ଗଳ କନ୍ୟା ରାଶିରେ ଅବସ୍ଥାନ କରିବାକୁ ଯାଉଛନ୍ତି । ଅଗ୍ନି ତତ୍ତ୍ୱ ଗ୍ରହ ମାନଙ୍କ ମଧ୍ୟରେ ସୂର୍ଯ୍ୟ ପରେ ମଙ୍ଗଳ ହେଉଛନ୍ତି ଦ୍ୱିତୀୟ ଶକ୍ତିଶାଳୀ ଗ୍ରହ । ମଙ୍ଗଳ ଗ୍ରହକୁ ଏକ ନିଷ୍ଠୁର ଗ୍ରହ ଭାବରେ ବିବେଚନା କରାଯାଏ ଏବଂ ଏହା ଭବ୍ୟ ଗୁଣର ପ୍ରତିନିଧିତ୍ୱ କରିଥାଏ ।

ପ୍ରଥମ ରାଶିଟି ହେଉଛି ମିଥୁନ ରାଶି । ଏହି ମିଥୁନ ରାଶି ମାନଙ୍କ ପାଇଁ ମଙ୍ଗଳ ଷଷ୍ଠ ଓ ଏକାଦଶ ଘରର ପ୍ରଭୁ ଯାହାକି ଆପଣଙ୍କ ଚତୁର୍ଥ ଗ୍ରହରେ ସ୍ଥାପିତ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଆପଣଙ୍କ ସମ୍ପତ୍ତି ସମ୍ବନ୍ଧୀୟ ହ୍ରାସ ପାଇବ । ଆପଣ ବୁଝାମଣା ମାଧ୍ୟମରେ ସମ୍ପତ୍ତି ବିବାଦର ସମାଧାନ କରିବାରେ ସକ୍ଷମ ହୋଇପାରିବେ । ପରିବାରରେ କଳହର ବାତାବରଣ କମ୍ ରହିବ । ପରିବାରରେ ଶାନ୍ତି ଅନୁଭବ କରିବେ ।

laxmi

ଦ୍ୱିତୀୟ ରାଶିଟି ହେଉଛି କନ୍ୟା ରାଶି । କନ୍ୟା ରାଶି ମାନଙ୍କ ପାଇଁ ମଙ୍ଗଳ ତୃତୀୟ ଓ ଅଷ୍ଟମ ଘରର ସ୍ୱାମୀ ଅଟନ୍ତି । ଆପଣଙ୍କ ପ୍ରଥମ ଗ୍ରହରେ ଉନ୍ନତି ଅବସ୍ଥାରେ ରହିବେ । ଏଭଳି ପରିସ୍ଥିତିରେ ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ଏହି ସମୟରେ ଆପଣ ଉତ୍ସାହ ଓ ତରବରିଆ ହେବା ପରିବର୍ତ୍ତେ ବିଚାରଶୀଳ ପଦକ୍ଷେପ ନେବେ । ଜୀବନ ସାଥୀଙ୍କ ସହ ମାନସିକ ଚାପ ହ୍ରାସ ପାଇବ । ଆପଣ ସେମାନଙ୍କ କଥା ଧ୍ୟାନର ସହିତ ଶୁଣିବେ । ମାନସିକ ଚାପ ହ୍ରାସ ପାଇବ । ଅଷ୍ଟମ ଘରର ପ୍ରଭାବ କମିଯିବ ।

ତୃତୀୟ ରାଶିଟି ହେଉଛି କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ମଙ୍ଗଳ ହେଉଛନ୍ତି ତୃତୀୟ ଓ ଦଶମ ଘରର ପ୍ରଭୁ ଅଟନ୍ତି । ଯାହାକି ଅଷ୍ଟମା ଗ୍ରହରେ ଅସ୍ତ ହେଉଛନ୍ତି । ଏହି ସମୟ ମଧ୍ୟରେ କ୍ୟାରିୟରରେ ଚାଲିଥିବା ଅନିଶ୍ଚିତତା ଦୂର ହେବ । ଅଫିସର ଚାପରୁ ମୁକ୍ତି ପାଇବେ । ଭାଇ ଭଉଣୀ ମାନଙ୍କ ସମ୍ପର୍କରେ ସୁଧାର ଆସିବ। ବୃବ୍ୟବସାୟରେ ବିଶେଷ ଲାଭ ହୋଇନପାରେ । ଅନେକ ପ୍ରକାର ସମସ୍ୟାରୁ ମୁକ୍ତି ପାଇଯିବେ । ଖର୍ଚ୍ଚରେ ହଠାତ୍ ବୃନ୍ଧି ହୋଇପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *