ଆଧାର କାର୍ଡ ଥିଲେ ଏବେ ହିଁ ଦେଖନ୍ତୁ ବଡ଼ ଖବର |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟରେ ସମସ୍ତଙ୍କ ପାଖରେ ପ୍ରାୟତଃ ଆଧାର କାର୍ଡ଼ ସମସ୍ତଙ୍କ ପାଖରେ ଅଛି । ଏହି ଆଧାର କାର୍ଡ଼କୁ ନେଇ ଆସିଲ ବଡ଼ ଖୁସି ଖବର । ଯାହା ଆପଣମାନେ ଜାଣି ରଖିବା ଉଚିତ୍ । ଏନେଇ ସରକାର ତରଫରୁ ଜାରି ହେଲା ଆଉ କିଛି ବଡ ଘୋଷଣା । ସମସ୍ତ ଭାରତୀୟ ଲାଗି ଖୁସି ଖବର । ସରକାର ଆଧାର କାର୍ଡ଼ ତଥ୍ୟ ଅପଡେଟ୍ କରେଇବାର ଶେଷ ତାରିଖକୁ ଆହୁରି ତିନିମାସ ବଢେଇ ଦେଇଛନ୍ତି ।

ପୂର୍ବରୁ ଏହି ଲାଷ୍ଟ୍ ଡେଟ୍ ୧୪ ସେପ୍ଟେମ୍ବର ୨୦୨୩ ଥିଲା । କିନ୍ତୁ ଏବେ ଏହା ଇ୍ୟନିକ୍ ଆଇଡିଫିକେସନ ଅଥରିଟି ଅଫ୍ ଇଣ୍ଡିଆ ମାଗଣାରେ ଆଧାର ଅପଡେଟ୍ କରେଇବାର ଶେଷ ତାରିଖକୁ ପୁରା ୩ମାସ ପର୍ଯ୍ୟନ୍ତ ବଢେଇ ଦେଇଛନ୍ତି । ଏବେ ଆପଣ ୧୪ ଡିସେମ୍ବର ୨୦୨୩ ସୁଧା ଆପଣଙ୍କ ଆଧାର ତଥ୍ୟକୁ ଅପଡେଟ୍ କରିପାରିବେ ।

Aadhaar card

ଇ୍ୟନିକ୍ ଆଇଡିଫିକେସନ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଅଧିକରୁ ଅଧିକ ଲୋକ ଆଧାରରେ ସେମାନଙ୍କର ଡୋକମେଣ୍ଟକୁ ଅପଡେଟ୍ କରିବା ପାଇଁ ପ୍ରସହିତ କରିବା ପାଇଁ ଏହି ତାରିଖକୁ ବଢାଇ ଦିଆଯାଇଛି । ଡୋକମେଣ୍ଟ ଅପଡେଟ୍ କରେଇବାର ସୁବିଧା ମାଇ ଆଧାର ପୋଟାଲ ଆଧାରରେ ୧୪/୧୨/୨୦୨୩ ନିଶ୍ରୁଙ୍ଖ ଜାରି ରହିବ ।

ଯଦି ଆପଣ ଏଥିରେ ନିଜର କିଛି ବି ପ୍ରବଲେମ ଥାଏ ତେବେ ଆପଣ ଏହାକୁ ଅପଡେଟ୍ କରିବାକୁ ଚାହିଁଛନ୍ତି ତେବେ ଆପଣଙ୍କ ପାଇଁ ବଡ ଖୁସି ଖବର । ଆପଣ ଏଣିକି ବିନା ଟଙ୍କାରେ ଅର୍ଥାତ୍ ମାଗଣା ସେବାର ଲାଭ ଉଠାଇ ପାରିବେ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ । ଏନେଇ ସରକାର ତରଫରୁ ଜାରି ହେଲା ବଡ଼ ଘୋଷଣା । ମାଗଣାରେ ଆଧାର ଅପଡେଟ୍ କରିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *